Daily Archives

March 15, 2023

ଓଭରବ୍ରିଜ ଉପରୁ ପଡି ଯୁବକଙ୍କ ମୃତ୍ୟୁ

ପଦ୍ମପୁର:କେନ୍ଦୁଝର ସଦର ବ୍ଲକ ଦ୍ରୁପଦା ଓଭର ବ୍ରିଜ ଉପରୁ ପଡି (ଓଆର-ଜିର-୯-ଜି-୦୨୯୪) ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ସାହାଡାପୁର ଗ୍ରାମର ମହେଶ୍ବର ମହାନ୍ତଙ୍କ ପୁଅ ବିକ୍ରମ ମହାନ୍ତ(୩୧) ବୋଲି ଜଣାପଡିଛି।କେନ୍ଦୁଝର ପଡୁ ରାଇସୁଆଁ ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ବ୍ୟାଙ୍କ ସଂକଟ : ବନ୍ଦ ହୋଇପାରେ ଆଉ ଏକ ବ୍ୟାଙ୍କ

ନ୍ୟୁୟର୍କ : ଆମେରିକୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି । ସିଲିକନ୍ ଭ୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ବୁଡ଼ିବା ପରେ ଏବେ ଆଉ ଏକ ବ୍ୟାଙ୍କ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ସେହି ବ୍ୟାଙ୍କଟି ହେଉଛି ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍ । ଗତ ୫ ଦିନ…
ଅଧିକ ଖବର ଦେଖନ୍ତୁ...

ମୋର ଅଡିସନ ନିଅ ପଛେ ମୋତେ କାମ ଦିଅ, ଦିନକୁ ୫୦ଟି ଅଡିସନ ଦେବାକୁ ମୁଁ ରାଜି: ଦିବ୍ୟା

ମୁମ୍ବାଇ: ସବୁବେଳେ ନିଜ ରିୟାଲିଟି‌ ସୋ’ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ। ନିକଟରେ ସେ ପ୍ରେମିକ ବରୁଣ ସୁଦଙ୍କଠାରୁ ଅଲଗା ହୋଇ ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଥିଲେ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ହୃଦୟସ୍ପର୍ଶୀ ଦୃଶ୍ୟ, ଦୃଷ୍ଟି ଶକ୍ତି ନଥାଇ ବି ମହିଳା ଶୋ‌ଷିଲା କୁକୁର ଛୁଆକୁ କ୍ଷୀର ପିଆଇ ମୁହଁ ପୋଛି ଦେଉଛନ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଓ ଫଟୋ ରହିଥାଏ ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଇନ୍ସପାୟର ନେଚର ନାମକ ପେଜରୁ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ବିକ୍ରି ହେଲା ଦେଶର ସବୁଠାରୁ ଦାମୀ ଫ୍ଲାଟ୍, ଦାମ କେତେ ଜାଣନ୍ତି ?

ମୁମ୍ବାଇ : ମୁମ୍ବାଇରେ ଆଉ ଏକ ଦାମୀ ରିଅଲ ଇଷ୍ଟେଟ ଡିଲ୍ ହୋଇଛି । ବଜାଜ ଅଟୋ ଅଧ୍ୟକ୍ଷ ନିରଜ ବଜାଜ ୨୫୨.୫ କୋଟି ଟଙ୍କା ଦେଇ ମୁମ୍ବାଇର ସବୁଠାରୁ ଦାମୀ ଆପାର୍ଟମେଣ୍ଟ କିଣିଛନ୍ତି । ଦକ୍ଷିଣ ମୁମ୍ବାଇର ଓ୍ବାକେଶ୍ବରଠାରେ ନିର୍ମାଣାଧୀନ ଲୋଧା ମାଲାବାର ପ୍ୟାଲେସ୍ ଆପାର୍ଟମେଣ୍ଟରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

କଟକ ଚଣ୍ଡୀ ଛକରେ ଥିବା ଲେଡ଼ିଜ ହଷ୍ଟେଲରେ ଲାଗିଛି ନିଆଁ

କଟକ: କଟକ ଚଣ୍ଡୀ ଛକ ନେକ୍ସା ସୋ ରୁମ ପଛରେ ଥିବା ଏକ ଘରୋଇ ହଷ୍ଟେଲରେ ନିଆଁ ଲାଗିଛି | ଏକ ଲେଡିଜ ହଷ୍ଟେଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଉକ୍ତ ହଷ୍ଟେଲରେ ୬୦ରୁ ଉର୍ଦ୍ଧ୍ବ ଯୁବତୀ ରହୁଥିଲେ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବାର…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଅଭିନେତ୍ରୀ ଦୀପିକାଙ୍କୁ ବ୍ରାଜିଲିଆନ୍ ମଡେଲ କହିଲେ ବିଦେଶୀ ମିଡିଆ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌…
ଅଧିକ ଖବର ଦେଖନ୍ତୁ...

ପୁଣି ଉଦ୍ଧାର ହେଲା ସନ୍ଦିଗ୍ଧ ପାରା, ଗୋଡ଼ରେ ଲାଗିଛି ଗୁପ୍ତ କୋଡ଼

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ମୌଜାର ପତିସାହିରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହେବା ପରେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ପlରାର ଦୁଇ ଗୋଡରେ ଦୁଇଟି ନଳି ଲାଗି ଥିବା ବେଳେ ଡେଣାରେ ଅଜଣା ଭାଷାରେ କିଛି ଲେଖା ହେବା ଦେଖିବାକୁ ମିଳିଛି। ଗୋଡରେ ଲାଗିଥିବା ଚିପ୍ ଏବେ ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି ସତୀଶଙ୍କ ଝିଅ, ଇନଷ୍ଟାଗ୍ରାମରୁ ଡିଲିଟ କଲେ ଆକାଉଣ୍ଟ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଏମିତି କି ବାପାଙ୍କ ମୃତ୍ୟୁର ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର। ବ୍ୟାଙ୍କରୁ ଋଣ ନେବା ଦିଗରେ ଥିବା ବାଧା ଦୂର ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ସନ୍ଧ୍ୟା ବନ୍ଧୁମାନଙ୍କ ସହ ବିତିବ। ବୃଷ: ଘରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲା ସମାଧାନ ହୋଇଯିବ। କିଛି ନୂଆ…
ଅଧିକ ଖବର ଦେଖନ୍ତୁ...