Daily Archives

March 15, 2023

ନାବାଳକଙ୍କ ନାଁରେ ପତିତ୍ ଜମି ମାଲିକାନାସତ୍ତ୍ୱ ଅନୁମତି ଦେବା ମାମଲାରେ ରାଜସ୍ବ ନିରୀକ୍ଷକଙ୍କୁ ୨ବର୍ଷ ଜେଲ୍

ଜୟପୁର: ନାବାଳକଙ୍କ ନାଁରେ ଜବରଦଖଲରେ ଥିବା ପତିତ ଜମିର ମାଲିକାନା ସତ୍ତ୍ବ ଦେବା ମାମଲାର ବିଚାର କରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଅଭିଯୁକ୍ତ ରାଜସ୍ବ ନିରୀକ୍ଷକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଯିବା ପରେ ଗ୍ୟାସମାସ୍କ ପିନ୍ଧି ବାହାରକୁ ଆସିଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଘର ଆଖପାଖରୁ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିବାର କିଛି ମିନିଟ୍ ପରେ ସେ ଗ୍ୟାସ୍ ମାସ୍କ ପିନ୍ଧି ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା । ସେ ନିଜ ଘର ବାହାରେ ଠିଆ ହୋଇ ସମର୍ଥକଙ୍କ ସହ କଥା ବାର୍ତ୍ତା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଫୁଲମାଳ ପକାକୁ ନେଇ ବସ ଡ୍ରାଇଭର ବିରୋଧ କରିବାରୁ ମାଡ ମାରିବା ଭିଡିଓ ଭାଇରାଲ, ଜଣଙ୍କୁ ଅଟକ ରଖିଲା ପୁଲିସ

ଜୟପୁର: ୯ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନକୁ ସମର୍ଥନ କରି ଜୟପୁର ଶାଖା ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନରେ ସାମିଲ ନଥିବା ଚାଳକଙ୍କୁ ଆନ୍ଦୋଳନକାରୀମାନେ ଫୁଳମାଳ ପକାଉଥିଲେ।ଏହାକୁ ଗୋଟିଏ ବସର ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କାହିଁକି ଦେଲ ଅପମାନ ? ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଅଟୋ ଚଳାଚଳ

ଭୁବନେଶ୍ୱର: ପ୍ରଥମେ ଡ୍ରାଇଭର ମହାସଂଘ ଆଉ ଏବେ ଅଟୋ ଚାଳକ ସଂଘ | ଆଜିଠାରୁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ଅଟୋ ଚାଳକ ସଂଘ | ତେବେ ରୋଚକ କଥା ହେଉଛି ଯେ ଡ୍ରାଇଭର ମିଳିତ ମହାସଂଘର ବିରୋଧ ପ୍ରଦର୍ଶନର ଢଙ୍ଗକୁ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

୨ବର୍ଷ ହେଲାଣି ଯୋଜନା କରି ମଧ୍ୟ ନିଜର ଶେଷ ସ୍ବପ୍ନ ପୁରଣ କରିପାରିଲେ ନାହିଁ ସତୀଶ

ମୁମ୍ବାଇ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ଏବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯେଉଁସ୍ଥାନକୁ ଯାଇଥାଏ ପ୍ରଭୁ ‘ରାମଙ୍କ ମନ୍ଦିର’କୁ ସାଥୀରେ ରଖିଥାଏ, ଓସ୍କାର ପୂର୍ବରୁ ବି ନେଇଥିଲି ଆର୍ଶୀବାଦ: ରାମ…

ନୂଆଦିଲ୍ଲୀ: ମାର୍ଚ୍ଚ ୧୨ ତାରିଖରେ ୯୫ତମ ଓସ୍କାର ଆୱାର୍ଡ ହଲିଉଡର ଡଲ୍‌ବି ଥିଏଟରରେ ଆୟୋଜିତ ହୋଇଯାଇଛି। ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍’…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତ‌ ନେଉଛି ଅଧିକ ଜୀବନ; ଜାଣନ୍ତୁ କିପରି ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିହେବ

ଆଜିକାଲି ଅକାଳ ବିୟୋଗର ଢେର୍‌ ଅଧିକ ବଢ଼ିଯାଇଛି। ସ୍ବଭାବିକ ମୃତ୍ୟୁ, କମ୍‌ ଅସୁସ୍ଥତା ହେତୁ ମୃତ୍ୟୁ ଅଧିକ ହେଉଛି। ବିଶେଷ କରି ହୃଦ୍‌ରୋଗରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ବୟସ ପୂର୍ବରୁ ଅନେକ ଲୋକ ଯେଉଁ ରୋଗ ହେତୁ ଶେଷ ନିଶ୍ୱାସ ତ୍ୟାଗ କରି ଦେଉଛନ୍ତି ତାହା ହେଉଛି ହୃଦ୍‌ରୋଗ। ଏହି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଆପାର୍ଟମେଣ୍ଟରେ ନିଆଁ ; ୧୦ ଆହତ, ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା

ମୁମ୍ବାଇ : ମୁମ୍ବାଇର ମୁଲଣ୍ଡଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୧୦ ଜଣ ଆହତ ହୋଇଛନ୍ତି ଓ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମୁଲଣ୍ଡର…
ଅଧିକ ଖବର ଦେଖନ୍ତୁ...

ଫଟୋ ଭଲ ଲାଗିଲା ବୋଲି ଆସିଲି, ନହେଲେ…; ବାଇକ୍ ବୁକ୍ କରିଥିବା ଯୁବତୀଙ୍କୁ ରାପିଡୋ ଚାଳକଙ୍କ ମେସେଜ

ନୂଆଦିଲ୍ଲୀ: ଫଟୋ ଭଲ ଲାଗିଲା ବୋଲି ଆସିଲି, ନହେଲେ କେବେ ବି ଏତେ ଦୂର ଆସିନଥାନ୍ତି। ଯୁବତୀ ହ୍ବାଟସଆପରେ ଲୋକେସନ ସେୟାର କରିବା ପରେ ଏଭଳି ମେସେଜ କଲେ ରାପିଡୋ ଚାଳକ। ଓଲା ଓ ଉବର ଭଳି ରାପିଡୋ ମଧ୍ୟ ଅନଲାଇନ ଜରିଆରେ ଯାତ୍ରୀଙ୍କ ପାଖରେ ପହଞ୍ଚେ। ରାପିଡୋ ଆପ୍ ମାଧ୍ୟମରେ ବାଇକ୍ ବୁକ…
ଅଧିକ ଖବର ଦେଖନ୍ତୁ...

ଦମ୍ପତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ; ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ, ଭୋ ଭୋ ହୋଇ କାନ୍ଦୁଛନ୍ତି ପିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବସବାସ କରୁଥିବା ଦମ୍ପତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରଯାଇଥିଲା। ଏଥିରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ…
ଅଧିକ ଖବର ଦେଖନ୍ତୁ...