Daily Archives

March 16, 2023

ଦୁଇ ବର୍ଷର ଶିଶୁ କନ୍ୟା ସହ ମା’ ର ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁରେ ୨ ବର୍ଷର ଶିଶୁ କନ୍ୟା ସହ ମା'ର ମୃତଦେହ ଏକ ଘରୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ଖବର ପାଇବା ପରେ କାକିରିଗୁମା ଆଇଆଇସି ଦାମୋଦର ବିହାରୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରି ଫେରିବା ପରେ…
ଅଧିକ ଖବର ଦେଖନ୍ତୁ...

ଏଟିଏଜିଏସରୁ ବ୍ରହ୍ମୋସ: ୭୦,୫୦୦ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୭୦,୫୦୦ କୋଟି କୋଟିରୁ ଅଧିକ ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ଗୁରୁବାର ଅନୁମୋଦନ ମିଳିଛି। ଏଥିରେ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ସଶସ୍ତ୍ର ବାହିନୀ ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣାଯିବ। ପାଖାପାଖି ବିଗତ ୩ ବର୍ଷ ଧରି ଚାଲିଥିବା ଏହି ନୂତନ ଅସ୍ତ୍ରଶସ୍ତ୍ର କ୍ରୟ…
ଅଧିକ ଖବର ଦେଖନ୍ତୁ...

ନୋଏଡାର ଡ୍ରେନରୁ ଉଦ୍ଧାର ହେଲା ମହିଳାଙ୍କ କଟା ଶରୀରର, ହାତରେ ଲାଗିଥିଲା ହୋଲିର ରଙ୍ଗ

ନୋଏଡା: ନୋଏଡାର ଡ୍ରେନରୁ ଉଦ୍ଧାର ହେଲା ମହିଳାଙ୍କ କଟା ଶରୀରର। ହାତରେ ଲାଗିଥିଲା ହୋଲିର ରଙ୍ଗ। ଉତ୍ତରପ୍ରଦେଶର ‌ନୋଏଡାରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ନୋଏଡାର ସେକ୍ଟର-୮ର ଏକ ଡ୍ରେନରୁ ମହିଳାଙ୍କ କଟା ଶରୀରର ମିଳିବା ସହ ଏହା ୫ଦିନ ପୁରୁଣା ବୋଲି ପୁଲିସ ସନ୍ଦେହ କରୁଛି। ଏବେ…
ଅଧିକ ଖବର ଦେଖନ୍ତୁ...

୩ ମାସ ସମୟ ଦିଅ, ଦାବି ସମାଧାନ କରିବୁ: ଡ୍ରାଇଭର ମହାସଂଘକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇଛି | ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି | ମୁଖ୍ୟ ଶାସନ ସଚିବଙ୍କ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପିରେ ବଢୁଛି ଗୋଷ୍ଠୀ କନ୍ଦଳ, ୟେଦ୍ୟୁରାପ୍ପାଙ୍କୁ ଘେରାଉ କଲେ ଦଳୀୟ…

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିରେ ଗୋଷ୍ଠୀ କନ୍ଦଳ ସେତିକି ଫୁଟି ପଦାକୁ ବାହାରୁଛି । ଏହା ଦଳୀୟ ନେତୃତ୍ବର ଚିନ୍ତାର କାରଣ ହୋଇଛି । ଗୁରୁବାରଦିନ ଚିକମାଙ୍ଗାଲୁରୁ ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଡ୍ରାଇଭରଙ୍କ ଆତଙ୍କରାଜ: ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ ମାରିଲେ ଡ୍ରାଇଭର

ଛତ୍ରପୁର/ବ୍ରହ୍ମପୁର/ଗୋପାଳପୁର: ଓଡ଼ିଶା ଡ୍ରାଇଭର୍‌ ମହାସଂଘ ତରଫରୁ ଦିଆଯାଇଥିବା ଆନ୍ଦୋଳନ ଡାକରାର ଦ୍ବିତୀୟ ଦିନରେ ଆଜି ବ୍ରହ୍ମପୁରରେ ପୁଲିସ-ଡ୍ରାଇଭର୍‌ ମଧ୍ୟରେ ଖଣ୍ଡଯୁଦ୍ଧ ‌ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ସଂଧ୍ୟାରେ ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

୨୦ ହଜାର ଟଙ୍କାର ଅନୁକମ୍ପା ରାଶି ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଧରାପଡିଲେ ବ୍ଲକ…

ଉମରକୋଟ: ଗରିବଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଛନ୍ତି। କିନ୍ତୁ କିଛି ସରକାରୀ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେଉଛି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏକ ଗରିବ ପରିବାରର ରୋଜଗାରିଆ ବାପା ଆକସ୍କିକ ମୃତ୍ୟୁ ବରଣ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଜଳବନ୍ଦୀ ଅଂଚଳ ଗସ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ | ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି | ବିକାଶ ପାଇଁ ଯାତାୟାତ ବାଧକ…
ଅଧିକ ଖବର ଦେଖନ୍ତୁ...

ଶିବଲିଙ୍ଗରେ ଜଳାଭିଷେକ କରିବା ପରେ ମେହବୁବା ମୁଫ୍‌ତି କହିଲେ- ‘ମୋ ଧର୍ମକୁ ମୁଁ ଭଲ ଭାବେ ଜାଣେ’

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବୁଧବାର ପୁଞ୍ଚ ଜିଲ୍ଲାର ନବଗ୍ରହ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଉଭୟ ବିଜେପି ଓ ମୁସଲମାନ ଧର୍ମଗୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗୁରୁବାର ମେହବୁବା ମୁଫତି ମୌଲବୀମାନଙ୍କୁ ଟାର୍ଗେଟ କରି…
ଅଧିକ ଖବର ଦେଖନ୍ତୁ...

୮୧ କେଜି ଗଞ୍ଜେଇ ଜବତ, ଦୁଇ କାର ସହ ୫ ଗିରଫ

ମଇଦଲପୁର: ଗଞ୍ଜେଇ ଧରପଗଡରେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୁଲିସକୁ ପୁଣି ମିଳିଛି ସଫଳତା। କୋରାପୁଟ ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ ମଇଦଲପୁର ପୁଲିସ ଗାଡି ଯାଞ୍ଚ ସମୟରେ ୮୧ କେଜି ଗଞ୍ଜେଇ ସହ ୨ଟି କାର ଜବତ କରିବା ସହ ୫ ଜଣ ଯୁବକକୁ ଗିରଫ କରିଛି ମଇଦଲପୁର ପୁଲିସ। ମଇଦଲପୁର ଥାନା…
ଅଧିକ ଖବର ଦେଖନ୍ତୁ...