Daily Archives

March 17, 2023

ଯୁଦ୍ଧ ଅପରାଧ ପାଇଁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ମସ୍କୋ : ୟୁକ୍ରେନର ପିଲାମାନଙ୍କୁ ଦେଶାନ୍ତର କରିବା ସମେତ ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ କୋର୍ଟ ପୁଟିନଙ୍କ ଉପରେ ଯୁଦ୍ଧ ଅପରାଧ ଭଳି…
ଅଧିକ ଖବର ଦେଖନ୍ତୁ...

‘ଘରେ ପଶିଲେ ଗୁଳି ଖାଇବ, ଯଦି ବଞ୍ଚିଗଲ, ଗୁଳି ମାରିବୁ’ କଙ୍ଗନା ଘର ବାହାରେ ଲଗାଇଲେ ଏଭଳି ବୋର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ କେବଳ ଅଭିନୟ ପାଇଁ ପ୍ରସିଦ୍ଧ ନୁହଁନ୍ତି ବରଂ ନିଜର ଖୁଲମଖୁଲା ବୟାନ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି କହିଥାନ୍ତି ଓ ଅନ୍ୟକୁ ସମାଲୋଚନା କରିବାକୁ ଡରନ୍ତି ନାହିଁ | ତେବେ ବର୍ତ୍ତମାନ କଙ୍ଗନା…
ଅଧିକ ଖବର ଦେଖନ୍ତୁ...

ଶରୀରକୁ ମିଳେ ଉଚିତ ପୋଷଣ; ଏହାକୁ ଖାଇଲେ ଦୂରେଇ ଯିବ ଅନେକ ପେଟ ରୋଗ

ଅଦା ଆମ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ତାହା ଆମେ ସମସ୍ତେ ଜାଣନ୍ତି।  ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ…
ଅଧିକ ଖବର ଦେଖନ୍ତୁ...

ଟାଇମ୍ ପତ୍ରିକାରେ ଓଡ଼ିଶା : ବିଶ୍ବର ଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ

ଭୁବନେଶ୍ବର : ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଏକ ଭୂସ୍ବର୍ଗ କହିଲେ ଭୁଲ ହେବ ନାହିଁ । ଓଡ଼ିଶାର ପ୍ରାକୃତିକ ପରିବେଶ ସାରା ବିଶ୍ବରୁ ପର୍ଯ୍ୟଟକମାନଙ୍କୁ ଟାଣି ଆଣିଥାଏ । ଏବେ ବିଶ୍ବର ପ୍ରସିଦ୍ଧ ଟାଇମ ପତ୍ରିକା ମଧ୍ୟ ଏହାକୁ ସ୍ବୀକାର କରିଛି । ଟାଇମ ପତ୍ରିକା ଦ୍ବାରା ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

ଦଳିତ ଦମ୍ପତିଙ୍କ ଘର ଭାଙ୍ଗିଦେଲେ, ୯ ଜଣଙ୍କ ନାମରେ ମାମଲା

ସୁନ୍ଦରଗଡ଼: ସରକାରୀ ଜମିକୁ ଜବରଦଖଲ କରିଛ କହି ଏକ ଭୂମିହୀନ ଦଳିତ ବୃଦ୍ଧ ଦମ୍ପତିଙ୍କ ୨ ବର୍ଷ ତଳେ ତିଆରି କରିଥିବା ଘରକୁ ଜେସିବି ଲଗାଇ ଗାଁର କିଛି ଲୋକ ଅତି ବର୍ବରୋଚିତ ଆଚରଣ ପୂର୍ବକ ଜୋରଜବରଦସ୍ତ ଭାଙ୍ଗି ଦେଇଛନ୍ତି। ବେଘର ଦମ୍ପତି ଏବେ ସେଠାରେ ଜରି ପାଲ ଟାଣି ଅସହାୟ ଅବସ୍ଥାରେ ପଡ଼ି…
ଅଧିକ ଖବର ଦେଖନ୍ତୁ...

ମା’ ହତ୍ୟାକାରୀ ପୁଅକୁ ୧୦ ବର୍ଷ ଜେଲ୍

ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟନାୟକ ମା’ ହତ୍ୟାକାରୀ ବଡ଼ ପୁଅକୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ହତ୍ୟାକାରୀ ପୁଅ ହେଲା ଧରୁଆଡିହି ଥାନା ତୁମୁଲବୁଡ଼ ଗାଁର ଦୁଷ୍ମନ୍ତ କାଲୋ। ୨୦୧୭ରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ବାଧକ ସାଜିଲା ଗାଡ଼ି, ରାୟଗଡ଼ାରେ ବିବାହ ପାଇଁ ୧୦ କିମି ଚାଲିଲେ ବର

କଲ୍ୟାଣସିଂହପୁର: ଅତ୍ୟାଧୁନିକ ଯୁଗରେ ମଧ୍ୟ ଆଦିବାସୀମାନେ ଭିନ୍ନ ଏକ ପରମ୍ପରା ଓ ସଂସ୍କୃତିକୁ ଆଜି ମଧ୍ୟ ବଞ୍ଚି ରହିଛନ୍ତି। ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ବରକୁ ବିବାହ ପାଇଁ ଦୀର୍ଘ ୧୦ କିମି ଚାଲିବାକୁ ପଡ଼ିଛି। ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ରାୟଗଡା…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ଯୁକ୍ତିତର୍କରେ ସ୍ୱାହା ହେଲା ଦେଶବାସୀଙ୍କ ୫୦ କୋଟି ଟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବ୍ରିଟେନରେ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ରାହୁଲଙ୍କର ଏହି ଟିପ୍ପଣୀ ଗଣତନ୍ତ୍ରର ଅପମାନ କରିଛି ଏବଂ ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ଏଥିପାଇଁ ଲଗାତାର ୫ ଦିନ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ଘଟଣା: ଶହେ ଦିନ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ହେବାର ଇତି ମଧ୍ୟରେ ଶହେ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ କରି ପୀଡିତାଙ୍କ ପରିବାର ଏବଂ ସାହିଭାଇ ଆଜି…
ଅଧିକ ଖବର ଦେଖନ୍ତୁ...

‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା ବୈଠକ: ୭ କଲେଜର ବିକାଶ ପାଇଁ ୩.୧୨ କୋଟି ମଞ୍ଜୁର

ଭୁବନେଶ୍ୱର: ରାଜ୍ୟରେ ୭ଟି ବଡ଼ବଡ଼ କଲେଜର ଚେହେରା ବଦଳିବ। କଲେଜଗୁଡ଼ିକର ଭିତ୍ତିଭୂମିର ବିକାଶ ହେବ। କେଉଁଠି ସ୍ମାର୍ଟଶ୍ରେଣୀଗୃହ ତିଆରି ହେବ ତ କେଉଁଠି ଉତ୍କର୍ଷ କେନ୍ଦ୍ର କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା। ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର…
ଅଧିକ ଖବର ଦେଖନ୍ତୁ...