Daily Archives

March 17, 2023

ଶ୍ରୀମନ୍ଦିରର ତିନି ରଥର ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ; ପ୍ରତ୍ୟେକର ଦାମ ୫୦ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ତିନି ରଥର ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି। ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ପରିଚାଳନା କମିଟି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ, ୨୯ ଗିରଫ

ଛତ୍ରପୁର/ଗୋପାଳପୁର: ଜାତୀୟ ରାଜପଥ ୧୬ ଜଗନ୍ନାଥପୁର ଛକରେ ଗତକାଲି ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଥିଲା। ବିଳମ୍ବିତ ସନ୍ଧ୍ୟାରେ ରାଜପଥ ରଣକ୍ଷେତ୍ର ପାଲଟିଥିବା ବେଳେ ଡ୍ରାଇଭର ମାନେ ସଂଘବଦ୍ଧ ହୋଇ ଠେଙ୍ଗା ଧରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ବାହାର କରିଦେବାରୁ କ୍ରୋଧରେ ୧୫ଟି କାର ଉପରେ ଏସିଡ ଢ଼ାଳିଲା ଯୁବକ

ନୋଏଡା: ଚାକିରିରୁ ବାହାର କରିଦେବାରୁ ପ୍ରତିଶୋଧ ନେଲେ ଯୁବକ | ଯେଉଁ ସ୍ଥାନରେ କାମ କରୁଥିଲେ ସେଠାକୁ ଯାଇ ୧୫ଟି କାର ଉପରେ ଏସିଡ ଢାଳିଛନ୍ତି ଯୁବକ | ନୋଏଡାର ସେକ୍ଟର-୭୫ରେ ଥିବା ମ୍ୟାକ୍ସବ୍ଲିସ୍ ସୋସାଇଟିରେ ଏଭଳି ଏକ ଘଟଣା ଘଟିଛି | ସୋସାଇଟିରେ ସଫେଇ କର୍ମୀ ପଦରୁ ହଟାଯିବା ଉପରେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ କୋଟପାଡ଼ ବିଧାୟିକା, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନେଲେ ଡାକ୍ତରଖାନା

ବୋରିଗୁମ୍ମା: ସଡ଼କ ଦୁର୍ଘଟଣାରେ ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନା ନେଇ କୋରାପୁଟ ଜିଲ୍ଲା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ନିଜର ମାନବିକତା ଦେଖାଇଛନ୍ତି। ଆଜି ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ଶଶାହାଣ୍ଡି ନିକଟରେ ଏକ ବାଇକ ଯୋଗେ ତିନି ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

‘ମୋ ଶରୀର ବିକ୍ରି କରି ଦଲାଲ ରୋଜଗାର କରୁଛନ୍ତି କୋଟିକୋଟି ଟଙ୍କା, ଏବେ ଥକି ପଡ଼ିଲିଣି’! ଏପରି କହି ଉଦ୍ଧାର ପାଇଁ…

ନୂଆଦିଲ୍ଲୀ: ରାଜସ୍ଥାନର ଭିଲାୱାଡ଼ାରେ ଯୁବତୀମାନଙ୍କୁ କିଣାବିକା ମାମଲା ଥମିବାର ନାମ ନେଉନାହିଁ। ପୁଣିଥରେ ଦଲାଲ ହାତରେ ବିକ୍ରି ହୋଇଥିବା ଯୁବତୀ ନିଜ ସହିତ ଘଟିଥିବା ଯନ୍ତ୍ରଣାଦାୟକ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେତେବେଳେ ସେ ୧୦ବର୍ଷର ହୋଇଥିଲେ ତାଙ୍କୁ ବିକ୍ରି କରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ୍‌ ଖେଳାଳି କୋଚ୍‌ଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରୀଙ୍କ ଲାଗି ଭଲ ଦିନଟିଏ। ‌ ବୃଷ: ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦାନା ବାନ୍ଧୁଛି କି ୩ୟ ସାମୁଖ୍ୟ ? ମମତା ଦିଦିଙ୍କୁ ଭେଟିଲେ ଅଖିଳେଶ, ୨୩ରେ ନବୀନ-ମମତା ସାକ୍ଷାତ

କୋଲକାତା : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ୩ୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହି ଉଦ୍ୟମରେ ସବୁଠାରୁ ସକ୍ରିୟ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଦିଦିଙ୍କୁ ଶୁକ୍ରବାରଦିନ ଭେଟିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।…
ଅଧିକ ଖବର ଦେଖନ୍ତୁ...

ନେଇନାହାନ୍ତି ଗୋଟିଏ ବି ଛୁଟି, ଦେଢ଼ ମାସ ଆଗରୁ ଜେଲରୁ ମୁକୁଳିପାରନ୍ତି ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଏପ୍ରିଲ ୧ରେ ଜେଲରୁ ମୁକୁଳିପାରନ୍ତି | ବାସ୍ତବରେ ୧୯୮୮ ମସିହାର ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷେ ଧରି ଜେଲରେ ଥିବା ସିଦ୍ଧୁ ଏବେ ଏପ୍ରିଲ ପହିଲାରେ ଜେଲରୁ ମୁକୁଳିପାରନ୍ତି ବୋଲି ଚର୍ଚ୍ଚା ଜୋର…
ଅଧିକ ଖବର ଦେଖନ୍ତୁ...

ମୃତ ଭଉଣୀକୁ ଭାଇ କହୁଛି,‘ବାଧ୍ୟ ହେଉଛି ତତେ ଏପରି ନେବାପାଇଁ, ମୋତେ କ୍ଷମା କରିଦେବୁ ମୋ ସୁନାଭଉଣୀ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବୀରୁ ଏକ ଦୁଃଖଦ ଓ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଗାଡ଼ି ନମିଳିବାରୁ ଜଣେ ଭାଇ ତାର ଭଉଣୀକୁ ବାଇକରେ ଧରି ୧୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା। କୁହାଯାଉଛି କି ଏବେ ବିଭିନ୍ନ ବିଭାଗର ପରୀକ୍ଷା ଚାଲିଛି। ପରୀକ୍ଷା ଦେଇ ସାରିବା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୯ଟି ମାମଲାରେ ଗିରଫଦାରୀରୁ ମିଳିଲା ସୁରକ୍ଷା

ଲାହୋର: ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଦାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାର କିଛି ଘଣ୍ଟା ପରେ ପାକିସ୍ତାନର ଅନ୍ୟ ଏକ ଅଦାଲତ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ଟି ଆତଙ୍କବାଦ…
ଅଧିକ ଖବର ଦେଖନ୍ତୁ...