Daily Archives

March 18, 2023

‘ସମ୍ବାଦ-ଆମ ଓଡ଼ିଶା‘ ଓ ‘ରାଉରକେଲା ଶ୍ରମିକ ସଂଘ’ର ରକ୍ତଦାନ ଶିବିର

ରାଉରକେଲା: ରକ୍ତ କୌଣସି ବିକଳ୍ପ ନାହିଁ। ତେଣୁ ସବୁଦାନ ଠାରୁ ରକ୍ତଦାନ ହେଉଛି ସର୍ବଶ୍ରେଷ୍ଠ ଦାନ। ଆଜି ସେକ୍ଟର-୧୮ସ୍ଥ ଶ୍ରମିକ ମନ୍ଦିର ପରିସରରେ ସ୍ବର୍ଗତଃ ଏମ୍‌ଡିଏନ୍‌ ପାଣିକରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ‘ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌)’ର ମିଳିତ…
ଅଧିକ ଖବର ଦେଖନ୍ତୁ...

ପୁଟିନଙ୍କ ବିରୋଧରେ ଓ୍ବାରେଣ୍ଟକୁ ହସରେ ଉଡ଼ାଇଦେଲା ରୁଷ୍

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି)  ଦେଇଥିବା ନିଷ୍ପତ୍ତି ଆଇନଗତ ଭାବେ 'ଅବୈଧ' ବୋଲି ରୁଷିଆ ଶୁକ୍ରବାର କହିଛି ।  ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ ମଧ୍ୟ ଟ୍ୱିଟରରେ ଟଏଲେଟ୍…
ଅଧିକ ଖବର ଦେଖନ୍ତୁ...

ଇଏସ୍‌ଆଇ ମେଡ଼ିକାଲ କଲେଜକୁ ସବୁଜ ସଙ୍କେତ

ରାଉରକେଲା: ରାଉରକେଲାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ବାଟ ଖୋଲିଛି। ଭୁବନେଶ୍ବରସ୍ଥ ଇଏସ୍ଆଇ ଆଞ୍ଚଳିକ ବୋର୍ଡ ବୈଠକରେ ଇଏସ୍ଆଇ ମେଡ଼ିକାଲ କଲେଜକୁ ସବୁଜ ସଙ୍କେତ ମିଳିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଜୋରଧରିଛି। ଇଏସ୍ଆଇ ଆଞ୍ଚଳିକ ବୋର୍ଡ ସଦସ୍ୟ ତଥା ସିଆଇଟିୟୁର…
ଅଧିକ ଖବର ଦେଖନ୍ତୁ...

‘ନାଟୁ-ନାଟୁ’କୁ ଓସ୍କାର ମିଳିବା ପରେ ଅମିତ ଶାହଙ୍କୁ ଭେଟିଲେ ରାମଚରଣ-ଚିରଞ୍ଜିବୀ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌…
ଅଧିକ ଖବର ଦେଖନ୍ତୁ...

ଭୁଲ ପରୀକ୍ଷାକେନ୍ଦ୍ରରେ ବାପା ଝିଅକୁ ଛାଡ଼ି ଆସିବା ପରେ ଘଟିଲା ଏମିତି ଘଟଣା…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି। ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ ଘଟଣା ବି ସାମ୍ନାକୁ ଆସୁଛି। ଏହି କ୍ରମରେ ଗୁଜୁରାଟରେ ବୋର୍ଡ ପରୀକ୍ଷା ଚାଲିଛି। ପରୀକ୍ଷା ଦେବା ପାଇଁ ଜଣେ ଛାତ୍ରୀ ଘରୁ ବାହାରିଥିବା ବେଳେ ତାଙ୍କ ବାପା ତାଙ୍କୁ ଭୁଲ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଅମୃତପାଲ ଏବେ ବି ଫେରାର ରହିଛି : ପଞ୍ଜାବ ପୁଲିସ୍

ଅମୃତସର : ଖଲିସ୍ଥାନ ନେତା ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଏକ ବଡ଼ ଅପଡେଟ ଆସିଛି । ପଞ୍ଜାବ ପୁଲିସ କହିଛି ଯେ ସେ ଏବେ ବି ଫେରାର ରହିଛି ଓ ତାକୁ ଗିରଫ କରିବାକୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।ଏହି ଅପରେସନ ରେ ଏପର୍ଯ୍ୟନ୍ତ ମୋଟ ୭୮ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ମୋତେ ମଙ୍ଗଳବାର ଗିରଫ କରାଯିବ : ଟ୍ରମ୍ପ୍

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୨୦୧୬ ନିର୍ବାଚନ ପୂର୍ବରୁ ଜଣେ ତାରକାଙ୍କୁ ଟଙ୍କା ଲୁଚାଇବା ଅଭିଯୋଗରେ ତାଙ୍କୁ ମଙ୍ଗଳବାର ଗିରଫ କରାଯିବ । ଏପରି ହେଲେ ତାହାର ପ୍ରତିବାଦ କରିବାକୁ ସେ ତାଙ୍କ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି । ମ୍ୟାନହାଟନ…
ଅଧିକ ଖବର ଦେଖନ୍ତୁ...

କୂଅ ଭିତରୁ ଯୁବତୀଙ୍କ ଶବ ଉଦ୍ଧାର

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଥାନା ଖୁଣ୍ଟପାଲି ଗ୍ରାମର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ଉଲଗ୍ନ ଶବ ଉଦ୍ଧାର ହୋଇଛି। ପୁଲିସ୍‌ ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରହିଛି । ବିଜେପୁର ଥାନା ସାଇପାଲି ଗ୍ରାମର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ (୨୫) ଗତ ୧୫ ତାରିଖରୁ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପାଚେରୀ

ସେମିଳିଗୁଡ଼ା: କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଶନିବାର ଅପରାହ୍ନରେ ବର୍ଷାର ପରିମାଣ ବଢିଥିଲା। ଫଳରେ ରାସ୍ତା ଘାଟ ନାଳ ନର୍ଦମାରେ ପ୍ରବଳ ପାଣିର ସୁଅ ଛୁଟିବା ଫଳରେ ସାଧାରଣ  ଜୀବନଯାତ୍ରା ବ୍ୟାହତ ହେବା ସହ ସୁନାବେଡା ମୁନିସିପାଲିଟି…
ଅଧିକ ଖବର ଦେଖନ୍ତୁ...

କନ୍ୟା ବିବାହ ଯୋଜନାରେ ଦିଆଯିବ ୫୬ହଜାର ଟଙ୍କାର ଚେକ୍: ଶିବରାଜ ସିଂହ ଚୌହାନ

ବୁରହାନପୁର: କନ୍ୟା ବିବାହ ଯୋଜନାରେ ଜିନିଷ ନଦେଇ ଦିଆଯିବ ୫୬ହଜାର ଟଙ୍କାର ଚେକ୍। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କନ୍ୟାମାନଙ୍କୁ ଦିଆଯାଉଥିବା ଜିନିଷରେ ଦୁର୍ନୀତି ହେଉଥିବା ଅଭିଯୋଗ ହେବାରୁ ମଧ୍ୟପ୍ରଦେଶ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...