Daily Archives

March 18, 2023

ଭଲ କୋଠା ନୁହେଁ, ଉତ୍ତମ ଶିକ୍ଷକ ଦ୍ୱାରା ବିଦ୍ୟାଳୟର ମର୍ଯ୍ୟାଦା ବୃଦ୍ଧି ପାଏ: ସୌମ୍ୟରଞ୍ଜନ

ଖୋର୍ଦ୍ଧା: ବିଦ୍ୟାଳୟର ମର୍ଯ୍ୟାଦା ରଙ୍ଗୀନ କୋଠା, ସୁଦୃଶ ଶୀତତାପନିୟନ୍ତ୍ରିତ ଶ୍ରେଣୀଗୃହରେ ନୁହେଁ। ଏହା ଉତ୍ତମ ଶିକ୍ଷକ ଦ୍ୱାରା ପ୍ରତିଷ୍ଠିତ ହୁଏ। ଜଣେ ଶିକ୍ଷକଙ୍କ ନିଜର ଛାତ୍ରଛାତ୍ରୀଙ୍କ ସାର୍ବଙ୍ଗୀଣ ଶିକ୍ଷାର ବିକାଶ ପ୍ରତି ପ୍ରତିବଦ୍ଧତା ହିଁ ବିଦ୍ୟାଳୟର ମାନ ବୃଦ୍ଧି କରାଏ ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ମୁରବିଙ୍କ ପରାମର୍ଶ ଫଳପ୍ରଦ ହେବ। ବୁଧ ଓ ଗୁରୁବାର: ଅଫିସ୍‌ରେ କାମ ବଢ଼ିପାରେ। ଶୁକ୍ର ଓ ଶନିବାର: ଜୀବନରେ ଖୁସି ଆସିବ। ରବି, ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ଉର୍ଫି ପିନ୍ଧୁଥିବା ପୋଷାକକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ବିଗ୍‌ବସ୍‌ ଫେମ୍‌  ମଡେଲ୍‌ ଉର୍ଫି ଜାଭେଦ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବଲିଉଡ୍‌ ଅଭିନେତା ରଣବୀର କପୁର କରୀନା କପୁରଙ୍କ ରେଡ଼ିଓ ଶୋ'ରେ ଯୋଗ ଦେଇଥିଲେ । ଏହି ଶୋ'ରେ ରଣବୀର କହିଥିଲେ ଉର୍ଫିଙ୍କ ପୋଷାକକୁ ସେ ପସନ୍ଦ କରନ୍ତି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ହିମାଳୟରେ ଭାରତ-ଚୀନ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି : ଜୟଶଙ୍କର

ନୂଆଦିଲ୍ଲୀ: ଲଦାଖର ପଶ୍ଚିମ ହିମାଳୟ ରେଞ୍ଜରେ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିତି ଗମ୍ଭୀର ଓ ବିପଜ୍ଜନକ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ଏହି ରେଞ୍ଜର କେତେକ ସ୍ଥାନରେ ସଶସ୍ତ୍ର ବାହିନୀ ପରସ୍ପରର ଅତି ନିକଟରେ ସାମନାସାମନି ମୁତୟନ ଅଛନ୍ତି । ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଆନ୍ଦୋଳନ କରୁଥିବା ବିଜୁଳି କର୍ମଚାରୀଙ୍କ ପାଇଁ ପ୍ରଥମେ ହାଇକୋର୍ଟ କଠୋର ହୋଇଥିବା ବେଳେ ଏବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଆନ୍ଦୋଳନ କରୁଥିବା ୬୫୦ ଜଣ ଠିକା କର୍ମଚାରୀଙ୍କୁ ଯୋଗୀ ସରକାର…
ଅଧିକ ଖବର ଦେଖନ୍ତୁ...

ଦୁଇବର୍ଷର ଶିଶୁ କନ୍ୟାଙ୍କୁ ହରାଇଲେ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମେଟ ଡନଙ୍କ ମୃତ୍ୟୁ ହୋଇଥିବା କନ୍ୟାଙ୍କ ନାମ ଫଲୋରେନ୍ସ ଓ ବୟସ ୨ବର୍ଷ ରହିଥିଲା। ଫଲୋରେନ୍ସଙ୍କ ବାପା-ମା’ ଇନଷ୍ଟାଗ୍ରାମରେ ଝିଅଙ୍କ…
ଅଧିକ ଖବର ଦେଖନ୍ତୁ...

୬ ଦିନ ତଳେ ବେଙ୍ଗାଲୁରୁ-ମହୀଶୂର  ଏକ୍ସପ୍ରେସୱେ ଉଦଘାଟନ କରିଥିଲେ ମୋଦୀ, ଏବେ ବର୍ଷାରେ ବୁଡ଼ିଲା ଅଣ୍ଡରବ୍ରିଜ

ବେଙ୍ଗାଲୁରୁ: ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ମୋଦୀ ୧୧୮ କିଲୋମିଟର ଦୀର୍ଘ କର୍ଣ୍ଣାଟକର ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେ ଉଦଘାଟନ କରିଥିଲେ । ଏହି ଏକ୍ସପ୍ରେସୱେ ଫଳରେ ବେଙ୍ଗାଲୁରୁ-ମହୀଶୂର ଯାତ୍ରା ସମୟ ତିନି ଘଣ୍ଟାରୁ ପ୍ରାୟ ୭୫ ମିନିଟକୁ ଆସିଛି । କିନ୍ତୁ ଶୁକ୍ରବାର ରାତିରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

କୌଣସି ବ୍ୟବସ୍ଥା ନିଖୁଣ ନୁହେଁ, କିନ୍ତୁ କଲେଜିୟମ୍ ଆମ ପାଖରେ ଥିବା ବିକଳ୍ପ ମଧ୍ୟରୁ ସର୍ବୋତ୍ତମ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ ସବୁଠାରୁ ନିଖୁଣ ବୋଲି କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ କଲେଜିୟମ ହେଉଛି ଆମ ପାଖରେ ଉପଲବ୍ଧ ସର୍ବୋତ୍ତମ ବ୍ୟବସ୍ଥା । ଇଣ୍ଡିଆ ଟୁଡେ କନକ୍ଲେଭ, ୨୦୨୩ରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମା ଝଡ଼ ପ୍ରଭାବ: କାଶୀପୁରରେ ୨ ମହିଳା ଗୁରୁତର, ନୀଳଗିରିରେ ୧୬ ଗୋରୁ ମୃତ

ଭୁବନେଶ୍ବର/ବାଲେଶ୍ବର/କାଶୀପୁର: ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜ୍ରପାତ ସମେତ ମଧ୍ୟମ ଧରଣର ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଶାଶୁଘର ଦୂର ଥିବାରୁ ସିନ୍ଦୂର ପିନ୍ଧିବାର ୭ଘଣ୍ଟା ପରେ ବିବାହ ଭାଙ୍ଗିଲେ କନ୍ୟା

କାମନପୁର: ଶାଶୁଘର ଦୂର ଥିବାରୁ ସିନ୍ଦୂର ପିନ୍ଧିବାର ୭ଘଣ୍ଟା ପରେ ବିବାହ ଭାଙ୍ଗିଲେ ମହିଳା। ଜଣେ ମହିଳା ତାଙ୍କ ପରିବାର ସଦସ୍ୟଙ୍କ ସହମତିରେ କୋର୍ଟରେ ବିବାହ କରିଥିଲେ ଏବଂ ତା’ପରେ ରୀତିନୀତି ଅନୁଯାୟୀ ବେଦୀରେ ବସି ବିବାହ କରିଥିଲେ। ବିବାହ ପରେ ଘରୁ ବିଦା ହୋଇ କାରରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...