Daily Archives

March 19, 2023

ଚୋରା ବିଦେଶୀ ମଦ ଜବତ, ଦୁଇ ଗିରଫ

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଦାମନଯୋଡ଼ିର ଭେଜାପୁଟ ଠାରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରାରେ ବିକ୍ରି ହେଉଥିବା ବିଦେଶୀ ମଦ ଜବତ ହୋଇଛି। ପୁଲିସ ଆଜି ସକାଳେ ଚଢ଼ଉ କରି ୯୦ ଲିଟର ୮୭୫ ମିଲି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣକୁ…
ଅଧିକ ଖବର ଦେଖନ୍ତୁ...

୧୯୯୨ ମସିହାରେ ଫଟୋଗ୍ରାଫର ଯେଉଁ ଶିଶୁଙ୍କ ଫଟୋ ଉଠାଇଥିଲେ ୩୧ ବର୍ଷ ପରେ ତାଙ୍କୁ ଖୋଜି ପାଇଛନ୍ତି

ନୂଆଦିଲ୍ଲୀ: ପାଖାପାଖି ୩୧ ବର୍ଷ ପୂର୍ବେ ମୁମ୍ବାଇର ଜଣେ ଜଣାଶୁଣା ଫଟୋଗ୍ରାଫର ଜଣେ ଶିଶୁଙ୍କ ଫଟୋ ଉଠାଇଥିଲେ। ଏହି ଫଟୋରେ ଶିଶୁ ଜଣକ ଏକ ଖମ୍ଭରେ ଛିଡ଼ା ହୋଇ ଆକାଶକୁ ହାତ ଦେଖାଉଥିବା ଏଥିରେ ଦେଖିବାକୁ ମିଳିଥିଲା। ତେବେ ଶିଶୁ ଜଣକ ଯେଉଁ ଖମ୍ଭରେ ଛିଡ଼ା ହୋଇଥିଲେ, ତାହାକୁ ଜଣେ ତଳେ ଧରି…
ଅଧିକ ଖବର ଦେଖନ୍ତୁ...

ନିଜ ଠାରୁ କମ ବୟସର ଯୁବକଙ୍କୁ ଭଲ ପାଇବାକୁ ନେଇ ମଲାଇକା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବହୁ ସଂଖ୍ୟାରେ ଫ୍ୟାନ ରହିଛନ୍ତି।ମଲାଇକା ତାଙ୍କ ଲୁକ, ଫିଟନେସ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ମଲାଇକା ଏକ ସାକ୍ଷାତକାରରେ ଅର୍ଜୁନ କପୁରଙ୍କ ସହିତ ଥିବା ଭଲ ପାଇବାକୁ ସେ ଖୋଲା‌ଖୋଲି ଭାବେ ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓଲଟି ବିଡ଼ିଓ ଆହତ: ଲହୁଣିପଡାରୁ ନିଜ ଘର ସୋନପୁର ଯାଉଥିଲେ

ରାଉରକେଲା/ବଣାଇଗଡ଼: ଗତକାଲି ରାତିରେ ଘରକୁ ଫେରୁଥିବାବେଳେ ଲହୁଣିପଡ଼ା ବିଡିଓ ଅନୁରାଗ ମିଶ୍ରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁଣ୍ଡିଆ-କୁଚିଣ୍ଡା ରାସ୍ତାରେ କାରଟି ଭାରସାସ୍ୟ ହରାଇ ଓଲଟି ପଡିଥିବାରୁ ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ବୋଝେଇ ଟ୍ରକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଂଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥ ବଲତପୁର ନିକଟରେ ଏକ ଟ୍ରକ୍ ଦୂର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଶୁଆକାଟି ଲୁହାଖଣିରୁ ଓଆର-୦୯-ପି-୯୦୫୭ ବିଶିଷ୍ଟ ଟ୍ରକ୍ ଲୁହାପଥର…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ପୁଅ ଓ ଝିଅଙ୍କୁ ୨୦ବର୍ଷ ପରେ ଏକ ବନ୍ଦ କୋଠରିରୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନାର ଏକ ସଂସ୍ଥା ‘ମନୁଖତା ଦି ସେବା ସବସେ ବଡ଼ି ସେବା’ ଅମ୍ବାଲା ଛାବନି ଓ ସହରରୁ ତିନିଜଣ ଲୋକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ତିନିଜଣ ଅନେକ ବର୍ଷ ହେବ ଗୋଟିଏ ଘରେ ବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ଏମାନଙ୍କ ମାନସିକସ୍ଥିତି ବି ଠିକ ନଥିବା ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ପରେ ଏହି ଅଭିନେତ୍ରୀଙ୍କୁ ବିବାହ କରିବେ ଭାବିସ୍ବାମୀ

ମୁମ୍ବାଇ: ଜୁନ ୧୪, ୨୦୨୦ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଥିଲା। ୧୪ମହଲା ଉପରୁ ତଳକୁ ଡେଇଁ ସେ ଜୁନ ୯ ତାରିଖ ରାତି ପ୍ରାୟ ୨ଟାରେ ଆତ୍ମହତ୍ୟା କରିଥି‌ବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ସହିତ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଉନ୍ନତି ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ବୃଷ: ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। କାରବାରରେ ଆଶାତୀତ ଲାଭ ପାଇବେ। ଚାକିରି…
ଅଧିକ ଖବର ଦେଖନ୍ତୁ...

ହରିଣ ଉପରେ ଗାଡ଼ି ଚଢ଼ିଗଲା

ଅଳତି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ପୁରୁଣାବାନ୍ଧଗୋଡ଼ା ଗ୍ରାମ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି। ରାସ୍ତାରେ ହରିଣର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଯୁବକମାନେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଛେଚା ଖାଇଲା ପତ୍ନୀକୁ ଛାଡ଼ି ପ୍ରେମିକା ସହ ଫେରାର ହେଉଥିବା ଯୁବକ

ଜମୁଇ(ବିହାର): ଛେଚା ଖାଇଲା ପତ୍ନୀକୁ ଛାଡ଼ି ପ୍ରେମିକା ସହ ଫେରାର ହେଉଥିବା ଯୁବକ। ବିହାରର ଜମୁଇରେ ଘଟିଛି ଏଭଳି ଘଟଣା। ଦୁଇ ରାଜ୍ୟରେ ଦୁଇଜଣ ପତ୍ନୀ ରଖିବାର ସ୍ୱପ୍ନ ଦେଖିବା ଜମୁଇର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। କୁହାଯାଉଛି ଯେ ଯୁବକଜଣକ ତାଙ୍କ ପ୍ରେମିକା ସହିତ ଭୋପାଳ ଖସିଯିବାକୁ…
ଅଧିକ ଖବର ଦେଖନ୍ତୁ...