Daily Archives

March 19, 2023

ବିରାଟଙ୍କ ବାୟୋପିକ କରିବେ ରାମ ଚରଣ ! କ୍ରିକେଟରଙ୍କ ଭଳି ଦିଶୁଥିବା କହିଲେ ଅଭିନେତା

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଆରଆରଆର'ର 'ନାଟୁ-ନାଟୁ' ଗୀତ ଓସ୍କାର ୨୦୨୩ରେ 'ବେଷ୍ଟ ଅରିଜିନାଲ ସଙ୍ଗ' ପୁରସ୍କାର ଜିତିଛି। ଏହି ପୁରସ୍କାର ଜିତିବା ପରଠାରୁ ସାଉଥ ସୁପରଷ୍ଟାର ରାମ ଚରଣ ଏକ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି। ନିକଟରେ ସେ ନିଜ ଇଚ୍ଛା ପ୍ରକାଶ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ, ୪୫ଦିନରେ ଗଲାଣି ୮ଜୀବନ

ଅହମଦାବାଦ: କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ। ଗୁଜରାଟର ରାଜକୋଟରେ ଘଟିଛି ଏଭଳି ଘଟଣା। କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ରବିବାର ଦିନ ଏହି ଘଟଣାଟି ଘଟିଥିଲା ଯେତେବେଳେ ବ୍ୟକ୍ତି ଜଣକ ଶାସ୍ତ୍ରୀ ମଇଦାନରେ…
ଅଧିକ ଖବର ଦେଖନ୍ତୁ...

ମୋ ହାତ ଧରି ଚାଲୁଥାଏ…ତୋ ଜୀବନରେ କେବେ ବାଧା ଆସିବାକୁ ‌ଦେବି ନାହିଁ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଥାଏ ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ନିକଟରେ ଏମିତି ଏକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

‘୪୫ଦିନ ପରେ ମୋତେ ସୂଚନା ମାଗୁଛନ୍ତି’; ପୁଲିସ ଘରେ ପହଞ୍ଚିବା ପରେ ରାହୁଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୁଡାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲର ମରାମତି କଲେ ପଙ୍କଜ, ପ୍ରଶଂସା କଲେ ଆଇଏଏସ

ଗୋପାଳଗଞ୍ଜ: ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲର ମରାମତି କଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ। ସବୁବେଳେ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ କିଣୁଥିବା ପଙ୍କଜ ଏବେ ଗୋପାଳଗଞ୍ଜରେ ଥିବା ଏକ ସ୍କୁଲର ମରାମତି କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏଭଳି କାମକୁ ପ୍ରଶଂସା କରିବା ସହ…
ଅଧିକ ଖବର ଦେଖନ୍ତୁ...

ବଢୁଛି ସୁନା ଦର: ୭୦ ହଜାର ଛୁଇଁବା ଆଶଙ୍କା, ଚିନ୍ତାରେ ବ୍ୟବସାୟୀ ଓ ଗ୍ରାହକ

ଭୁବନେଶ୍ବର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିଚାଲିଛି। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି। ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା…
ଅଧିକ ଖବର ଦେଖନ୍ତୁ...

ପୁଅ ସହିତ ଏଲନ ମସ୍କ ସେୟାର କଲେ ଫଟୋ, ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର କମ୍ପାନି ଟେସଲା ଇଙ୍କ ସିଇଓ ଏଲନ ମସ୍କ ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପୁଅଙ୍କ ସହିତ ଫଟୋ ସେୟାର କରିଥାଆନ୍ତି।  ନିକଟରେ ଏଲନ ପୁଅ ସହିତ ଆଉ ଏକ ନୂଆ ଓ ସୁନ୍ଦର  ଫଟୋ ସେୟାର କରିଛନ୍ତି। ଏଲନ ମାସ୍କ ୨୦୨୨ ମଇ…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀଙ୍କୁ ମିଳିଲା ଜେଆର ଏନଟିଆରଙ୍କ ସହ କାମ କରିବାର ସୁଯୋଗ, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: 'ଆରଆରଆର' ଚଳଚ୍ଚିତ୍ର ସହିତ ଦେଶ ତଥା ବିଶ୍ବବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ସହିତ ସମସ୍ତେ କାମ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ତାଙ୍କ ଚାହିଦା ବଢ଼ାଇ ଦେଇଛି। ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ…
ଅଧିକ ଖବର ଦେଖନ୍ତୁ...

କ୍ୟାଚ ଧରିବା ପାଇଁ ପବନରେ ଉଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳ ଜାରି ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ବିଜୟୀ; ୧-୧ରେ ଶୃଙ୍ଖଳା, ୨୨ରେ ନିର୍ଣ୍ଣାୟକ…

ବିଶାଖାପାଟଣା: ଅଷ୍ଟ୍ରେଲିଆ ଟିମ୍‌ ରବିବାର ଭାରତ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛି। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବୋଲିଂ କରିଥିଲା। ଭାରତୀୟ ଟିମ୍‌କୁ ୧୧୭ ରନ୍‌ରେ ଅଲ୍‌ଆଉଟ୍‌ କଲା ପରେ ବ୍ୟାଟିଂ ପାଳିରେ କୌଣସି ୱିକେଟ ନହରାଇ ମ୍ୟାଚ୍‌ ଜିତିଛି। ଅଷ୍ଟ୍ରେଲିଆ ଟିମ୍‌ ୧୧ ଓଭରରେ…
ଅଧିକ ଖବର ଦେଖନ୍ତୁ...