Daily Archives

March 20, 2023

ଅମୃତପାଲଙ୍କ ବିରୋଧରେ ଅପରେସନର ନେତୃତ୍ୱ ନେଇଥିବା  ଆଇପିଏସ୍ ଅଧିକାରୀ ସ୍ୱପନ ଶର୍ମା କିଏ?

ନୂଆଦିଲ୍ଲୀ : 'ପଞ୍ଜାବ ଡି ୱାରିସ'ର ମୁଖ୍ୟ ଅମୃତପାଲ ସିଂହ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ପଞ୍ଜାବ ପୁଲିସ ତାଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି। ପୁଲିସ ତାଙ୍କ ଅନେକ ସମର୍ଥକଙ୍କୁ ଗିରଫ କରିଛି। ଏହାସହ ତାଙ୍କ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଅମ୍ରିତପାଲ…
ଅଧିକ ଖବର ଦେଖନ୍ତୁ...

୧୩ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ୪୦ଲକ୍ଷର କାର୍ ଉପହାର ଦେଲେ ମା’, ଲୋକେ ପଚାରିଲେ-ଡିଏଲ ଅଛି ତ?

ମୁମ୍ବାଇ: ଶିଶୁ କଳାକାର ରିବା ଆରୋରା ବଲିଉଡ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଥିବା ରିବାଙ୍କର ‌ସୋସିଆଲ ମିଡିଆରେ ମଧ୍ୟ ଲକ୍ଷ ଲକ୍ଷ ଫଲୋଓ୍ବର୍ସ ଅଛନ୍ତି। ନିକଟରେ ‌ସେ କରଣ କୁନ୍ଦ୍ରାଙ୍କ ସହିତ ମ୍ୟୁଜିକ୍ ଭିଡିଓ କରି…
ଅଧିକ ଖବର ଦେଖନ୍ତୁ...

ବିଶ୍ବାସର କଥା! କନ୍ୟା ବିଦା ବେଳେ ଦିଆଯାଏନି ଏହି ସବୁ ଜିନିଷ, ଶଶୁରଘରକୁ ବୋହୂ ଏସବୁ ନେବା ମନା

ବିବାହ ଜୀବନର ସବୁଠାରୁ ବଡ଼ ଉତ୍ସବ ‌ହୋଇଥାଏ। ଆମର ପରମ୍ପରା ରହିଛି ଯେ ବିବାହ ସମୟରେ କନ୍ୟାର ପିତା ନିଜ ଝିଅକୁ ବିଭିନ୍ନ ପ୍ରକାରର ଉପହାର ଦେଇ ତାଙ୍କ ଶଶୁରଘରକୁ ପଠାଇ ଥାଆନ୍ତି। ଶଶୁରଘର ଲୋକଙ୍କ ଦାବି ଅନୁସାରେ ଯଦି କିଛି ଜିନିଷ ଯାଏ, ତାହା ଯୌତୁକ ହୋଇଯାଏ। ହେଲେ ଅନେକ ପିତା ଖୁସିରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଜାତୀୟ ପତାକାକୁ ଜଙ୍ଘ ଉପରେ ରଖି ଅଟୋଗ୍ରାଫ ଦେଲେ ଶାହିଦ ଆଫ୍ରିଦି, ଟ୍ରୋଲ କଲେ ଲୋକେ

ନୂଆଦିଲ୍ଲୀ: ବିବାଦରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି। ପ୍ରଶଂସକ ଅଟୋଗ୍ରାଫ ପାଇଁ ଅନୁରୋଧ କରିବାରୁ ଶାହିଦ ଆଫ୍ରିଦି ଭାରତୀୟ ପତାକାକୁ ଜଙ୍ଘ ଉପରେ ରଖି ଅଟୋଗ୍ରାଫ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ଶାହିଦ ଆଫ୍ରିଦିଙ୍କୁ ଟ୍ରୋଲ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଆଇନ ଶୃଙ୍ଖ​ଳା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମସିହା ପାଇଁ ଆଇନ ଶୃଙ୍ଖଳା ଉପରେ ଶ୍ୱେତପତ୍ର ପ୍ରକାଶ ପାଇଛି | ଗତବର୍ଷ ସମୁଦାୟ ୧.୭୮ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି…
ଅଧିକ ଖବର ଦେଖନ୍ତୁ...

ମେହୁଲ ଚୋକସି ଉପରୁ ରେଡକର୍ଣ୍ଣର ନୋଟିସ ହଟାଇଲା ଇଣ୍ଟରପୋଲ୍, ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବିରୋଧରେ ଥିବା ରେଡ୍ କର୍ଣ୍ଣର ନୋଟିସକୁ ଅନ୍ତର୍ଜାତୀୟ ଅପରାଧିକ ପୁଲିସ ସଂଗଠନ ବା ଇଣ୍ଟରପୋଲ୍ ହଟାଇ ଦେଇଛି । ଏହାର ଅର୍ଥ ହେଉଛି ଚୋକସି ଏବେ ଇଣ୍ଟରପୋଲର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ନାହିଁ ଓ ସେ…
ଅଧିକ ଖବର ଦେଖନ୍ତୁ...

ଓସ୍କାର ଆୱାର୍ଡ ସମାରୋହକୁ ସିଧା‌ସଳଖ ଦେଖିବା ପାଇଁ ରାଜମୌଲି କେତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ : ଶ୍ରେଷ୍ଠ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟ ହୋଇଥିଲା । ଏସଏସ ରାଜମୌଲିଙ୍କ ସିନେମା ‘ଆରଆରଆର’ର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡେ ଏକ ଉତ୍ସବର ମହଲ ଦେଖିବାକୁ ମିଳିଥିଲା। ଓସ୍କାର ସମ୍ମାନରେ ସମ୍ମାନିତ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଆଉ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଏବେ ୨ୟ ପର୍ଯ୍ୟାୟ  ଛଟେଇ ଆରମ୍ଭ କରିଦେଲେଣି । ଫେସବୁକ ପରେ ଏବେ ଇ-କମର୍ସ କମ୍ପାନି ଆମାଜନ ବି ୨ୟ ଦଫା ଛଟେଇ କରିବାକୁ ଘୋଷଣା କରିଛି । କଂପାନି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରାୟ ୯ ହଜାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ସହିତ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବୃଷ: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ସଫଳତାର ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ସହ ଗୁପଚୁପ୍ ଖାଇ, ଲସି ପିଇଲେ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା। ଭାରତ ଗସ୍ତ କାଳରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି କିଶିଦା। ଉଭୟ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।…
ଅଧିକ ଖବର ଦେଖନ୍ତୁ...