Daily Archives

March 21, 2023

ମୋଦୀ ବଡ଼ ଭାଇ ପରି, ମିଳିମିଶି କାମ କରିବାକୁ ଚାହୁଁଛୁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଜେଟକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ବଡ଼ ଭାଇ ବୋଲି ବର୍ଣ୍ଣନା କରିବା ସହ କେନ୍ଦ୍ର ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜେଠାଲାଲ ଭୂମିକାରେ ନଜର ଆସିଥାନ୍ତେ ଏହି କଳାକାର, ମନା କରିବାରୁ ଦିଲୀପଙ୍କୁ ମିଳିଥିଲା ସୁଯୋଗ

ମୁମ୍ବାଇ: ଟିଭିରେ ସବୁଠାରୁ ଲୋକପ୍ରିୟ କମେଡି ସୋ 'ତାରକ ମେହେଟା କା ଓଲଟା ଚଷମା' ଗତ ୧୫ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି | ଶୋ’ର ପ୍ରତ୍ୟେକ ଚରିତ୍ରକୁ ଦର୍ଶକମାନେ ଖୁବ ପସନ୍ଦ କରନ୍ତି | କିନ୍ତୁ ଅଧିକାଂଶ ଦର୍ଶକ 'ଜେଠାଲାଲ'ଙ୍କୁ ବହୁତ ପସନ୍ଦ କରନ୍ତି ଆଉ ଏହି ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ଭୁକମ୍ପରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ମଙ୍ଗଳବାର ରାତି ପ୍ରାୟ ୧୦.୧୭ରେ ଭୂକମ୍ପରେ ଆଫଗାନିସ୍ତାନର ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ଥରି ଉଠିଛି। ପାକିସ୍ତାନ ସହିତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର…
ଅଧିକ ଖବର ଦେଖନ୍ତୁ...

ଏମସି ଷ୍ଟାନ ଓ ଅବଦୁଙ୍କ ମଧ୍ୟରେ ଥିବା ବିବାଦ ଉପରେ ଏଭଳି ପ୍ରତିକ୍ରିୟା ଦେଲେ ଶିବ

ମୁମ୍ବାଇ: ରାପର ଏମସି ଷ୍ଟାନ ଓ ତାଜିକିସ୍ତାନୀ କଣ୍ଠଶିଳ୍ପୀ ଅବଦୁ ରୋଜେକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ତାଙ୍କ ବନ୍ଧୁ ତଥା ବିଗ୍ ବସ୍ -୧୬ପ୍ରତିଯୋଗୀ ଶିବ ଠାକରେ। ମଣ୍ଡଲୀ ଶେଷ ହୋଇନାହିଁ ବୋଲି କହିଲେ ଶିବ। ବିଗ୍ ବସ୍-୧୬ରେ ଷ୍ଟାନ, ଅବଦୁ, ଶିବ ଠାକରେ, ସାଜିଦ…
ଅଧିକ ଖବର ଦେଖନ୍ତୁ...

୩୬ହଜାର ଫୁଟ ଉଚ୍ଚରେ ରୋମାଣ୍ଟିକ ହେଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ବତନ୍ତ୍ର କରିବା ସହିତ ଅଭୁଲା କରିବା ପାଇଁ ଯୁବକ ଓ ଯୁବତୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ମଝି ଆକାଶରେ ରୋମାଣ୍ଟିକ ଶୈଳୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ସମେତ ଉତ୍ତର-ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୬

ନୂଆଦିଲ୍ଲୀ:  ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହିମାଚଳ, ରାଜସ୍ଥାନର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନ, ତାଜିକିସ୍ତାନ ଓ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଜମେରରେ ଖସିପଡ଼ିଲା ଟାଓ୍ବାର ଦୋଳି, ମହିଳା, ଶିଶୁଙ୍କ ସମେତ ୧୫ ଆହତ

ଜୟପୁର: ଅଜମେରର କୁନ୍ଦନ ନଗରରେ ଚାଲିଥିବା ଦରବାର ଡିଜନିଲାଣ୍ଡରେ ଥିବା ଜୟ ରାଇଡ୍ ଟାୱାର (ଟାଓ୍ବାର ଦୋଳି) ଖସିପଡ଼ିବାରୁ ପ୍ରାୟ ୧୫ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ଜଣାଯାଇଛି । ଖବର ପାଇ ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପାଗଳ କଲା ଭିଡିଓ ନିଶା, ଜେଜେବାପାଙ୍କ ମୃତ୍ୟୁ ପରର ଭିଡିଓ କରି ଟ୍ରୋଲ ହେଲେ ୟୁଟ୍ୟୁବର

ନୂଆଦିଲ୍ଲୀ: ବର୍ତ୍ତମାନ ୟୁଟ୍ୟୁବର ଯୁଗ ହୋଇଥିବାବେଳେ ଆଜିକାଲି କିଛି ବ୍ୟକ୍ତି ସଫଳ ୟୁଟ୍ୟୁବର୍ ହେବାକୁ ଚେଷ୍ଟା କରୁଛନ୍ତି | ତେବେ ଜଣେ ସଫଳ ୟୁଟ୍ୟୁବର ହେବାକୁ ଦୀର୍ଘ ସମୟ ସହ ଧୈର୍ଯ୍ୟର ଆବଶ୍ୟକତା ଥିବାବେଳେ ବେଳେବେଳେ ସଫଳତାର ସିଢି ଶୀଘ୍ର ଚଢ଼ିବାକୁ କିଛି ବ୍ୟକ୍ତି ଏଭଳି କିଛି…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟ ହେବା ପରେ ସହକାରୀ ଉପରେ ନିର୍ଭରଶୀଳ ହୋଇପଡ଼ନ୍ତି କଳାକାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରତ୍ନା ପାଠକ ସବୁବେଳେ ନିଜ ମନଖୋଲା ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜ ମତ ରଖିବାକୁ କେବେ ବି ଡରୁନଥିବା ‌ଦେଖିବାକୁ ମିଳେ। ଏବେ ପୁଣି ଥରେ ସେ ବଲିଉଡ କଳାକାରଙ୍କୁ ନେଇ କିଛି ଏଭଳି କଥା କହିଛନ୍ତି, ଯାହା ଅନେକଙ୍କୁ…
ଅଧିକ ଖବର ଦେଖନ୍ତୁ...

କୁଡୁମୀ ଜାତିକୁ ଆଦିବାସୀରେ ପୁନଃ ଅନ୍ତର୍ଭୁକ୍ତ କରିବା ନେଇ ୬ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

ରାଇରଙ୍ଗପୁର: କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ମଙ୍ଗଳବାର ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟ ଲୋକଙ୍କ ତରଫରୁ ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ବନ୍ଦ ପାଇଁ ଆହ୍ବାନ ଦିଆ ଯାଇଥିଲା ବେଳେ ଆଜି ସମଗ୍ର…
ଅଧିକ ଖବର ଦେଖନ୍ତୁ...