Daily Archives

March 22, 2023

୪୨ଟି ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଗୃହରେ ଚାଲିଛି

କେନ୍ଦୁଝର: ରାଜ୍ୟ ସରକାର ହାଇସ୍କୁଲ ଗୁଡ଼ିକୁ ୫-ଟିରେ ସାମିଲ କରି ରୂପାନ୍ତରୀକରଣ କରୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। କେନ୍ଦୁଝର ଜିଲ୍ଲାର ୪୨ଟି ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଗୃହରେ ଚାଲିଛି। ଏସବୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁସ୍ତାନ ଏରୋନୋଟିକ୍ସରୁ ୩.୫% ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ରେ ନିଜର ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ସରକାର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିବେ । ସରକାର ଓଏଫ୍ଏସ୍ ଜରିଆରେ ଅଂଶଧନ କୁ ସେୟାର ପିଛା ୨୪୫୦…
ଅଧିକ ଖବର ଦେଖନ୍ତୁ...

କୁଆଡେ ଗଲେ ଡାକ୍ତର ସଞ୍ଜୟ କୁମାର? ଶଳାଙ୍କୁ ଖୋଜି ଖୋଜି ବିହାରରେ ପହଞ୍ଚିଲେ ଶେଖର ସୁମନ

ପାଟନା: ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡାକ୍ତର ସଞ୍ଜୟ କୁମାର ଦୀର୍ଘଦିନ ଧରି ନିଖୋଜ ଅଛନ୍ତି | ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ | ଏହି ଘଟଣାକୁ ନେଇ ଅଭିନେତା ଶେଖର ସୁମନ ଆଜି ପୁଲିସ ପ୍ରଶାସନର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଗର୍ଭାବସ୍ଥାରେ ଦୌଡ଼ି ଚମ୍ପିଆନ ହେଲେ ମହିଳା; ବିଶ୍ବାସ କରି ପାରୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ଗର୍ଭାବସ୍ଥାର ନବମ ମାସ ଚାଲିଥିବା ବେଳେ ମହିଳାଙ୍କୁ ଯଥା ସମ୍ଭବ ବିଶ୍ରାମ ନେବାକୁ କୁହାଯାଇଥାଏ। ଏହି ସମୟରେ ବେଶୀ ଚଲିବା ଠିକ ନୁହେଁ  ବୋଲି ଘରେ ଥିବା ବରିଷ୍ଠ ଲୋକେ କହିଥାଆନ୍ତି। କିନ୍ତୁ ୩୦ବର୍ଷୀୟ ଜଣେ ମହିଳାଙ୍କ ସହିତ ଏହାର ଓଲଟା ଘଟଣା ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ଟିଭି ସିରିଏଲରେ ପୁଲିସ ଅଫିସର ଭୂମିକାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଖୁବ ଶୀଘ୍ର କ୍ରିକେଟ ପଡିଆ ନୁହେଁ ବରଂ ଏକ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ | ରିପୋର୍ଟ ମୁତାବକ ଜି ଟିଭିର ଲୋକପ୍ରିୟ ଟିଭି ସିରିଏଲ 'କୁଣ୍ଡଳୀ ଭାଗ୍ୟ'ରେ ଶିଖର ଧାୱନ ଜଣେ ପୁଲିସ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ରାୟଗଡା: ଝୋଡିଆ ସମାଜର ଦୀର୍ଘଦିନର ଦାବି ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଅନୁସୂଚିତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ, କାଳିରାମ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜଳଶକ୍ତି ଓ ଆଦିବାସୀ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ…
ଅଧିକ ଖବର ଦେଖନ୍ତୁ...

୪୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ଖୋର୍ଦ୍ଧ ସଦର ଥାନା ଅଞ୍ଚଳରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଆଜି ବୁଧବାର ସକାଳ ୯ଟାରେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ…
ଅଧିକ ଖବର ଦେଖନ୍ତୁ...

୩ୟ ଦିନିକିଆ : ଭାରତକୁ ୨୧ ରନରେ ହରାଇଲା ଅଷ୍ଟ୍ରେଲିଆ

ଚେନ୍ନାଇ :  ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଦିନିକିଆରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଏହା ସହିତ ଅଷ୍ଟ୍ରେଲିଆ ଏହି ଦିନିକିଆ ସିରିଜକୁ ୨-୧ରେ ଜିତିଯାଇଛି । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୨୭୦ ରନ ଜବାବରେ ଭାରତ ୪୯.୧ ତମ ଓଭରରେ ୨୪୮ ରନ କରି…
ଅଧିକ ଖବର ଦେଖନ୍ତୁ...

ସପିଂ ପାଇଁ ଯାଇଥିବା ବେଳେ ମଲର ସ୍କ୍ରିନରେ ନିଜର ବ୍ୟକ୍ତିଗତ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ସପିଂ ମଲରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ସପିଂ ମଲର ବଡ଼ ପରଦାରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋକୁ ଦେଖିବାକୁ ପାଇଥିଲେ। ଏହାଦେଖି ତାଙ୍କୁ ଅତ୍ୟନ୍ତ ଲଜ୍ଜ୍ୟାାକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ୨୯ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ। ନୂଆ ଉଦ୍ୟୋଗ ଆରମ୍ଭ କଥା ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ବୃଷ: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...