Daily Archives

March 22, 2023

ଆଇପିଏଲ ପାଇଁ ନୂଆ ନିୟମ ଘୋଷଣା କଲା ବିସିସିଆଇ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ ଆରମ୍ଭ ହେବାକୁ ଆଉ ଏକ ସପ୍ତାହ ଥିବାବେଳେ ବିସିସିଆଇ ପକ୍ଷରୁ କେତେକ ନୂଆ ନିୟମ ଲାଗୁ କରାଯାଇଛି । ଏହା ଅନୁଯାୟୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୩) ଦଳର ଅଧିନାୟକମାନେ ଟସ୍ ପୂର୍ବରୁ 'ଖେଳାଳି ତାଲିକା' ଦେବା ପରିବର୍ତ୍ତେ ଟସ୍…
ଅଧିକ ଖବର ଦେଖନ୍ତୁ...

ବାଣ କାରଖାନାରେ ବିସ୍ଫୋରଣ: ୮ ଜଣଙ୍କର ମୃତ୍ୟୁ, ୧୭ ଜଣ ଗୁରୁତର

ଚେନ୍ନାଇ: ଆଜି ତାମିଲନାଡୁର କାଞ୍ଚିପୁରମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି | ତେବେ ଅନେକ ଲୋକ ଏବେ ବି କାରଖାନା ଭିତରେ ଫସିରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର…
ଅଧିକ ଖବର ଦେଖନ୍ତୁ...

ଇଣ୍ଡେନ ଗ୍ୟାସ ଏଜେନ୍ସି ଡ଼ିଲରସିପ ଠକାମୀ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ତେଲ, ପାଇପଲାଇନ ଏବଂ ପ୍ରାକୃତିକ ଘରୋଇ ଗ୍ୟାସ ପରି ସୁବିଧା ଯୋଗାଇଥାଏ | ଏହି କମ୍ପାନୀ ସମୟ ସମୟରେ ଲୋକଙ୍କ ପାଇଁ ଡିଲରସିପ୍ ଆବେଦନଗୁଡିକ ଜାରି କରିଥାଏ | ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଆବେଦନ…
ଅଧିକ ଖବର ଦେଖନ୍ତୁ...

ବାପା-ଝିଅଙ୍କ ମଧ୍ୟରେ ହୋଇପାରିଲାନି ସହମତି; ‘ବିସ୍‌ଲେରି’ର ମଙ୍ଗ ଧରିବେ ସିଇଓ ଅଞ୍ଜେଲୋ ଜର୍ଜ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ସହିତ ହୋଇଥିବା ଚୁକ୍ତି ବାତିଲ ହେବା ପରେ ଖବର ଆସିଥିଲା ​​ଯେ ରମେଶ ଚୌହ୍ବାନଙ୍କ ଝିଅ ଜୟନ୍ତୀ ଚୌହ୍ବାନ ବିସ୍‌ଲେରି କମ୍ପାନି ଚଳାଇବେ। କିନ୍ତୁ ଏବେ ଜଣାପଡୁଛି ଯେ ବାପା ଓ ଝିଅଙ୍କ ମଧ୍ୟରେ ଏହି ମାମଲା ସମାଧାନ ହୋଇପାରିନାହିଁ। ଏକ ରିପୋର୍ଟ ଅନୁଯାୟୀ କମ୍ପାନିର…
ଅଧିକ ଖବର ଦେଖନ୍ତୁ...

ସବୁଠାରୁ ଚର୍ଚ୍ଚିତ ୟୁଟ୍ୟୁବରଙ୍କ ମୃତ୍ୟୁ ଗୁଜବ ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ମିଷ୍ଟର ବିଷ୍ଟ

ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଦୁନିଆରେ ମିଷ୍ଟର ବିଷ୍ଟ ଏକ ଚର୍ଚ୍ଚିତ ନାମ। ମିଷ୍ଟର ବିଷ୍ଟଙ୍କ ଚାନେଲରେ ୧୩୮ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି, ଯାହାକି ବିଶ୍ବରେ ସବୁଠାରୁ ଅଧିକ ବୋଲି କୁହାଯାଉଛି। ମିଷ୍ଟର ବିଷ୍ଟଙ୍କ ବାସ୍ତବ ନାମ ଜିମି ଡୋନାଲ୍ଡସନ। ନିକଟରେ ୨୪ବର୍ଷର ଜିମିଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ହୁରୁନ ଧନୀ ତାଲିକା : ପ୍ରଥମ ୧୦ରେ କେବଳ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ହୁରୁନ ପକ୍ଷରୁ ବିଶ୍ବର ଧନୀ ତାଲିକା ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମାତ୍ର ଭାରତୀୟ ଅଛନ୍ତି । ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି । କିନ୍ତୁ ପୂର୍ବରୁ ନିୟମିତଭାବେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହୁଥିବା ଗୌତମ ଆଦାନୀ ଏହି…
ଅଧିକ ଖବର ଦେଖନ୍ତୁ...

ରଜନୀକାନ୍ତଙ୍କ ଝିଅଙ୍କ ଘରୁ ଚୋରି ଅଭିଯୋଗରେ ଘରୋଇ ସହାୟିକାଙ୍କ ସମେତ ଡ୍ରାଇଭର ଗିରଫ

ଚେନ୍ନାଇ: ସାଉଥ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ଵର୍ଯ୍ୟାଙ୍କ ଲକରରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ମାମଲାରେ ଆଜି ପୁଲିସ ଚୋରମାନଙ୍କୁ ଧରି ଘଟଣା ବାବଦରେ ଖୁଲାସା କରିଛି | ଏହି ଘଟଣାରେ ପୁଲିସ ଘରର ସହାୟିକା ଏବଂ କାର ଡ୍ରାଇଭରକୁ ଗିରଫ କରିଛି ।…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ମାମଲା ବଢ଼ୁଥିବାରୁ ସତର୍କତା ଅବଲମ୍ବନ ସହ ଜିନୋମ୍‌ ସିକ୍ୱେନ୍‌ସିଂ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ସମସ୍ତ ଗୁରୁତର ଶ୍ୱାସକ୍ରିୟାରେ ପୀଡ଼ିତ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି) ରୋଗୀଙ୍କ ଲ୍ୟାବ ସର୍ଭେଲାନ୍‌ସ, ଜିନୋମ୍‌ ସିକ୍ୱେନ୍‌ସିଂ ଏବଂ ଟେଷ୍ଟିଂ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

ଭୁବନେଶ୍ବର:  ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗଜ୍‌ ରେଳଲାଇନର ଶହେ ପ୍ରତିଶତ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଆମାଜନରୁ ମଗାଇଥିଲେ ଆଇଫୋନ, ଘରକୁ ଆସିଲା ଦୁଇଖଣ୍ଡ ପଥର

ନୂଆଦିଲ୍ଲୀ: ଇଣ୍ଟରନେଟ ଯୁଗରେ ଜୀବନ ଜିଇଁବା ସରଳ ହୋଇଯାଇଛି ବୋଲି କୁହାଯାଉଛି। ଲୋକମାନେ ଘରେ ବସି ତାଙ୍କ ମନ ପସନ୍ଦର ସାମଗ୍ରୀକୁ ହାତପାହାନ୍ତାରେ ପାଇ ପାରୁଛନ୍ତି। ଗୋଟିଏ କ୍ଲିକରେ ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ସହିତ ଘରର ସାମଗ୍ରୀ ଇତ୍ୟାଦିକୁ ଲୋକେ ଘରେ ବସି କିଣି ପାରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...