ଟ୍ବିଟର ପ୍ରତିଷ୍ଠାତା ଜ୍ୟାକ୍ ଦୋର୍ସିଙ୍କ କମ୍ପାନିକୁ ଟାର୍ଗେଟ୍ କଲା ହିଣ୍ଡନବର୍ଗ
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ ପରେ ଆମେରିକାର ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ସଂସ୍ଥା ଏବେ ଟ୍ବିଟର ପ୍ରତିଷ୍ଠାତା ଜ୍ୟାକ୍ ଦୋର୍ସିଙ୍କ କମ୍ପାନି ବ୍ଲକ୍ ଇନକର୍ପୋରେଟେଡକୁ ଟାର୍ଗେଟ୍ କରିଛି ।
ହିଣ୍ଡେନବର୍ଗ ଗୁରୁବାର ଆମେରିକୀୟ କମ୍ପାନୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...