Daily Archives

March 24, 2023

ସୌର ଶକ୍ତିଚାଳିତ ପ୍ରକଳ୍ପ ଅଚଳ; ଦେଢ ବର୍ଷ ହେଲା ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ

ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ମୁଣ୍ଡାଠାକୁରା ଗ୍ରା.ପର ଦାମୁଡିଗୋଡା ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଦାମୁଡିଗୋଡା ଗ୍ରାମର ଉପୁସାହିରେ ଊର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ନଳକୂପ ଓ ନଈରେ ଚୁଆ କରି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଅମୃତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜୋରବାଗ ଅଞ୍ଚଳର ବିକେ ଦତ୍ତ କଲୋନିରୁ ଗୁରୁବାର ରାତିରେ ପଞ୍ଜାବ ପୁଲିସ ଖଲିସ୍ତାନୀ ନେତା ଅମୃତପାଲର ଜଣେ ସହଯୋଗୀକୁ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ସହାୟତାରେ ପଞ୍ଜାବ ପୁଲିସ ତାକୁ ପ୍ରଥମେ ଅଟକ ରଖିଥିଲା ଓ ପରେ ତାକୁ ନିଜ ସହ ନେଇଯାଇଛି । ତିନି ଦିନ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ କେଶ ସମସ୍ୟାକୁ ସମାଧାନ କରିପାରେ ମେଥି ପାଣି, ଜାଣନ୍ତୁ କିଭଳି ବ୍ୟବହାର କରିବେ

ମୁମ୍ବାଇ: ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷଣ, ଧୂଳି କେବଳ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ପ୍ରଭାବ ପକାଇ ନଥାଏ, ବରଂ ଏଥିପାଇଁ କେଶ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଆଜିକାଲି କେଶ ଝଡ଼ିବା ହେଉ କି କେଶ ଧଳା ପଡିଯିବା ଭଳି ସମସ୍ୟା ଅନେକଙ୍କ ସହ ଘଟୁଛି | ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ଥ୍ରି ଇଡିଅଟ ସିକ୍ବେଲର ସାମ୍ବାଦିକ ସମ୍ମିଳନୀ ଦେଖି ରାଗିଗଲେ କରିନା, ଭିଡିଓ ସେୟାର କରି କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ନିଜର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଚକିତ ହୋଇଯାଉଛନ୍ତି। ଏହି ଭିଡିଓରେ କରିନା ‘ଥ୍ରି ଇଡିଅଟ ସିକ୍ବଲ’କୁ ନିଶ୍ଚିତ କରିଛନ୍ତି। ରାଜକୁମାର ହିରାନିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ:  ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସମାଜ’ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୩’ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ପହିଲାରୁ ଚୈତ୍ର ପର୍ବ: ମା’ ମଝିଘରିଆଣୀ ମନ୍ଦିରରେ ସ୍ଥାପନ ହେଲା ଶୁଭଖୁଂଟି

ରାୟଗଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିରରେ ଚୈତ୍ର ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ମନ୍ଦିର ପରିଚାଳନା କମିଟି। ଏହି ଅବସରରେ ଆଜି ପୂର୍ବାହ୍ନରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଚୈତ୍ର ପର୍ବ ପାଳନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଝରକା ତାଡି ତିରିଶ ଲକ୍ଷ ଟଙ୍କାର ସୁନା ଓ ରୁପା ଚୋରି

ଭୁବନ: ଏନଏସି ଭଦଳିଆପଶି ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ଘରୁ ପ୍ରାୟ ୧୨ଲକ୍ଷ ଟଙ୍କାର ସୁନା ଓ ରୁପା ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଘର ମାଲିକ କାଳନ୍ଦୀ ଚରଣ ସାହୁ ପୁରୀ ଜଗନାଥ ଦର୍ଶନ କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ତାଡି ଆଲମିରାରୁ ତାଲା ଖୋଲି…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାର ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଟିକଟକକୁ  ନିଷିଦ୍ଧ କରିଛନ୍ତି : ସିଇଓ

ଓ୍ଵାସିଂଟନ୍: ବଢ଼ୁଥିବା ସୁରକ୍ଷା ଚିନ୍ତା ଏବଂ କମ୍ପାନୀ ଉପରେ ଚୀନ୍ ସରକାରଙ୍କ ପ୍ରଭାବ ମଧ୍ୟରେ ଟିକଟକ୍ ସିଇଓ ସୌ ଝି ଚୁ ଆମେରିକା କଂଗ୍ରେସରେ ହାଜର ହୋଇଛନ୍ତି । ଚୁ ଗୃହ ଶକ୍ତି ଏବଂ ବାଣିଜ୍ୟ କମିଟିର ଅନେକ କଠିନ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ଟିକଟକ୍ ର ସିଇଓଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି କ୍ରିକେଟରଙ୍କୁ ହୃଦୟ ଦେଇଥିଲେ ମାଧୁରୀ, ତେବେ କଣ ପାଇଁ ଡାକ୍ତରଙ୍କୁ କଲେ ବିବାହ?

ମୁମ୍ବାଇ: ଭାରତୀୟ ମନୋରଞ୍ଜନ ଜଗତରେ କ୍ରିକେଟ୍ ଏବଂ ଚଳଚ୍ଚିତ୍ର ତାରକାମାନେ ପରସ୍ପରକୁ ପ୍ରେମ ଓ ଏହାପରେ ବିବାହ କରୁଥିବାର ତ ଆପଣ ଜାଣିଥିବେ | ବିରାଟ-ଅନୁଷ୍କା ହରଭଜନ-ଗୀତା, ଜାହିର-ସାଗରିକା ବା ଯୁବରାଜ-ହେଜଲଙ୍କ ନାମ ପ୍ରଥମେ ଆସିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯୋଡି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ସଫଳ ହେବେ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥା ହେବେ।‌ ବୃଷ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହେବ।…
ଅଧିକ ଖବର ଦେଖନ୍ତୁ...