Daily Archives

March 24, 2023

ମାର୍କଙ୍କ ଘରକୁ ଆସିଲେ ନୂଆ ଅତିଥି, କୁନି ଝିଅର ଏହି ନାମ ରଖିଲେ ଫେସବୁକ ପ୍ରତିଷ୍ଠାତା

କାଲିଫର୍ଣ୍ଣିଆ: ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଘରକୁ ଆଜି ଏକ କୁନି ଅତିଥି ଆସିଛନ୍ତି। ବାସ୍ତବରେ ମାର୍କଙ୍କ ପତ୍ନୀ ପ୍ରିସିଲା ଚାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜୁକରବର୍ଗ ଫେସବୁକରେ ଏହି ସୂଚନା ଦେଇଛନ୍ତି। କୁନି ଝିଅର ଫଟୋ ପୋଷ୍ଟ କରି ମାର୍କ ଲେଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗରେ ନୃତ୍ୟ କରୁଥିବା ନର୍ସଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗରୁ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ଭିଡିରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନାଚୁଥିବା ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟକର୍ମୀ ଜଣକ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ଅଦଳବଦଳ : ନିକୁଞ୍ଜ ବିହାରୀ ଧଳ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ପଞ୍ଚାୟତିରାଜ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଅସଦାଚରଣ କରି ଟ୍ରେନର ଅନ୍ୟ ବଗିରେ ଲୁଚିଥିଲେ ଯୁବକ, ଧରିପକାଇଲେ ଯାତ୍ରୀ

କାନପୁର: ବିଳମ୍ବିତ ରାତିରେ ଟ୍ରେନରେ ଯାଉଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ଟ୍ରେନର ଅନ୍ୟ ବଗିରେ ଲୁଚିଥିବା ଯୁବକକୁ ଯାତ୍ରୀମାନେ ଧରି ପୁଲିସର ଜିମା ଦେଇଛନ୍ତି | କାନପୁରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କାନପୁର ସହରରେ ରହୁଥିବା ଜଣେ ଓକିଲ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୪% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ଖୁସି ଖବର । ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଶୁକ୍ରବାରଦିନ ମଂଜୁରୀ ଦେଇଛି । ଅତିରିକ୍ତ କିସ୍ତି ଆକାରରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ । ଦରଦାମ ବୃଦ୍ଧିର…
ଅଧିକ ଖବର ଦେଖନ୍ତୁ...

ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରୀ ସ୍କୁଲରେ ପାଉଁରୁଟି ବିକ୍ରି କରି କିଣିଲେ ଆଇଫୋନ

ନୂଆଦିଲ୍ଲୀ: ଦୁବାଇରେ ଜଣେ ଭାରତୀୟ ବ୍ୟକ୍ତିଙ୍କ ୧୨ବର୍ଷର ଝିଅ ନିଜ ରୋଜଗାରରେ ଆଇଫୋନ ୧୪ କିଣିଥିବା ଘଟଣା ସାମ୍ନାକୁ ଆସିଛି। ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା ବିୟାଙ୍କା ଜେମି ବାରିୟାବା ନିଜେ ପ୍ରସ୍ତୁତ କରୁଥିବା ପାଉଁରୁଟିକୁ ସ୍କୁଲରେ ବିକ୍ରି କରୁଥିଲେ। ପାଉଁରୁଟି ବିକ୍ରି କରି ସେ…
ଅଧିକ ଖବର ଦେଖନ୍ତୁ...

‘ଫୋର୍ବସ’ ପତ୍ରିକା ପ୍ରଚ୍ଛଦରେ ୨ ସଫଳ ପ୍ରବାସୀ ଓଡ଼ିଆଙ୍କ କାହାଣୀ, ରାଜ୍ୟରେ କରିବେ ଦେଶର ପ୍ରଥମ ଇଭି-ଟ୍ରକ କାରଖାନା

ନୂଆଦିଲ୍ଲୀ/ ଭୁବନେଶ୍ୱର:  ଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି  ବ୍ରିଟେନରେ ରହୁଥିବା ପ୍ରବାସୀ ଓଡ଼ିଆ ନିବେଶକ ବିଶ୍ୱନାଥ ପଟ୍ଟନାୟକ ଓ ଉଦ୍ୟୋଗୀ ଅରୁଣ କର। ପ୍ରସିଦ୍ଧ ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସର ପ୍ରଚ୍ଚଦପଟ୍ଟରେ ସେମାନଙ୍କର ଖବର ସ୍ଥାନିତ ହୋଇଛି- ଏହାର ଶୀର୍ଷକ ରହିଛି…
ଅଧିକ ଖବର ଦେଖନ୍ତୁ...

ପାଳଙ୍ଗ ଶାଗ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ସୁଫଳ, ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଭଲ

ଆପଣ ଜାଣନ୍ତି ଯେ ପରିବା ପରି ଶାଗ ମଧ୍ୟ ଶରୀର ପାଇଁ ଖୁବ୍ ଭଲ ଏହା ଆମେ ସମସ୍ତେ ଜାଣନ୍ତି। ଶାଗ ଖାଇବା ଦ୍ବାରା ଶରୀରକୁ ବିଭିନ୍ନ ପ୍ରକାରର ସୁଫଳ ମିଳିଥାଏ। ଭିନ୍ନ ଧରଣର ଶାଗରେ ଭିନ୍ନ ପ୍ରକାରର ସୁଗୁଣ ରହିଛି। ତେବେ ଚାଲନ୍ତୁ ଜାଣିବା ପାଳଙ୍ଗ ଶାଗରେ କ’ଣ ସବୁ ଭଲ ଗୁଣ ରହିଛି ଓ ଏହାକୁ…
ଅଧିକ ଖବର ଦେଖନ୍ତୁ...

ହରିଶଙ୍କର ନିକଟସ୍ଥ ଗାଁ ବୋରୱେଲରୁ ମିଳିଲା ସୁନା ଗୁଣ୍ଡ!

ପାଟଣାଗଡ଼: ପ୍ରସିଦ୍ଧ ହରିଶଙ୍କର ନିକଟସ୍ଥ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାନବାହାଲି ଠାରେ ବୋରୱେଲ ଖୋଳାଯାଇଥିବା ବେଳେ ସେଠାରୁ ସୁନା ସଦୃଶ ଗୁଣ୍ଡ ବାହାରିଛି। ଏହାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ତଦନ୍ତ କରି ସମ୍ପୃକ୍ତ ହଳଦିଆ ଗୁଣ୍ଡକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇ ଦିଆ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ସଂପର୍କ ମାମଲାରେ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର, ବାବର ଖାଲସା ବିରୋଧରେ ଚାର୍ଜସିଟ ଦାଖଲ…

ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର, ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଏବଂ ଅନ୍ୟ କେତେକ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଶୁକ୍ରବାର ଚାର୍ଜସିଟ୍ ଦାଖଲ କରିଛି । ୩ଟି…
ଅଧିକ ଖବର ଦେଖନ୍ତୁ...