Daily Archives

March 25, 2023

ପାରୋଲରେ ଯାଇ ୩୬ କଏଦୀ ଫେରିଲେ; ଫେରିଲାନି ଦୁର୍ଦ୍ଦାନ୍ତ କାଳୁ, ପଳାତକ ଘୋଷିତ

ବ୍ରହ୍ମପୁର: କୋଭିଡ୍‌ ମହାମାରୀ ସମୟରେ ଜେଲ୍‌ରେ ଭିଡ଼ ଓ ସଂକ୍ରମଣ କମାଇବା ପାଇଁ କଏଦୀମାନଙ୍କୁ ସ୍ବତନ୍ତ୍ର ପାରୋଲ୍‌ ଦିଆ ଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ ହାଇପାୱାର୍‌ କମିଟି ଦ୍ବାରା ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଜେଲ୍‌ରୁ ଛାଡ଼ କରା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ସଂକଟ ନେଇ ସତର୍କ ହେଲେ ଭାରତ ସରକାର, ଜରୁରୀ ବୈଠକ ଡକାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଓ ୟୁରୋପରେ ଏବେ ବ୍ୟାଙ୍କ ସଂକଟ ଦେଖାଦେଇଥିବାରୁ ତାହାକୁ ନେଇ ଭାରତରେ ବି ଚିନ୍ତା ପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ସତର୍କ ହୋଇଉଠିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାରଦିନ ବସିଥିବା ଏକ ଜରୁରୀ ବୈଠକରେ…
ଅଧିକ ଖବର ଦେଖନ୍ତୁ...

୩୦ ହଜାର ଟଙ୍କା ପାଇଁ ହେବ ମୁକାବିଲା, ଭାଗ ନେବେ ବାବର ଆଜମ

ଲାହୋର: ପାକିସ୍ତାନ ଜାତୀୟ ଦଳର ଅଧିନାୟକ ବାବର ଆଜମଙ୍କ ସମେତ ପାକିସ୍ତାନର କ୍ରିକେଟରମାନେ ଲାହୋରରେ ହେବାକୁ ଥିବା ଏକ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛନ୍ତି | ବାସ୍ତବରେ ଲାହୋରରେ ଖେଳାଯିବାକୁ ଥିବା 'ରମଜାନ ଟୁର୍ନାମେଣ୍ଟ'ରେ ଆଜମଙ୍କ ବ୍ୟତୀତ ଶାଦବ ଖାନ, ଇହସାନୁଲ୍ଲା, ଉସାମା ମିର, ଆଜମ…
ଅଧିକ ଖବର ଦେଖନ୍ତୁ...

ସକାଳୁ ଏହି ସବୁ ପାନୀୟ ଶରୀର ପ୍ରତି ସୁସ୍ଥକର, ଭୁଲ୍‌ରେ ବି ପିଅନ୍ତୁନି ଚା କିମ୍ବା କଫି

ସକାଳୁ ଉଠିବା ମା‌ତ୍ରେ ଅନେକ ଲୋକଙ୍କର ଚା କିମ୍ବା କଫି ପିିଇବା ଅଭ୍ୟାସ ଥାଏ। ଅନେକ ଲୋକ କିଛି ଗୋଟାଏ ପାନୀୟରୁ ହିଁ ନିଜର ଦିନ ଆରମ୍ଭ କରିଥାନ୍ତି। ଆପଣଙ୍କ ବି ସେପରି କିଛି ଅଭ୍ୟ‌ାସ ଅଛି କି? ଯଦି ଅଛି ତେବେ ଜାଣିରଖନ୍ତୁ ଯେ କ’ଣ ପିିଇବା ଦ୍ବାରା କ’ଣ ଲାଭ ହେଇଥାଏ ଓ କ’ଣ କ୍ଷତି…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧକୁ ସମାଲୋଚନା କରିବାରୁ ‘ମୋଷ୍ଟ-ଓ୍ବାଣ୍ଟେଡ୍’ ଘୋଷିତ ହେଲେ ପୁଟିନଙ୍କ ଭାଷଣ ଲେଖକ

ମସ୍କୋ : ଯେଉଁମାନେ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନଙ୍କ ଉପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଜଣାପଡିଛି । ୟୁକ୍ରେନ ଯୁଦ୍ଧ ବିରୋଧରେ କହୁଥିବା କିମ୍ବା ଶାନ୍ତି ପାଇଁ ନିବେଦନ କରୁଥିବା ଲୋକମାନଙ୍କୁ ରୁଷରେ କଠୋର ଦଣ୍ଡ ଭୋଗ…
ଅଧିକ ଖବର ଦେଖନ୍ତୁ...

ଆର୍ଥ ଆୱାର: ଭୁବନେଶ୍ବର କମିସନରେଟ ପୁଲିସ କାର୍ଯ୍ୟାଳୟ ଘଣ୍ଟାଏ ଅନ୍ଧାର

ଭୁବନେଶ୍ବର: ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଶନିବାର ଆର୍ଥ ଆୱାର ପାଳିତ ହୋଇଛି। ଭାରତ ସମେତ ବିଭିନ୍ନ ଦେଶ ନିଜ ନିଜ ସମୟ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଘଣ୍ଟାଏ ଅଦରକାରୀ ଲାଇଟ୍‌ ବନ୍ଦ ରଖି ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କମ୍ବଳ ଘୋଡେଇ ହୋଇ ସମର୍ଥନ ମାଗିଥିଲି: ସୁଖୁ

ସିମଲା: ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ତାଙ୍କ କଲେଜରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏଭଳି କିଛି କହିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ କନଷ୍ଟେବଳ ରାଲିରେ ଅସୁସ୍ଥ ପରୀକ୍ଷାର୍ଥୀ ଏମ୍‌କେସିଜିରେ ମୃତ

ବ୍ରହ୍ମପୁର: ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ କନେ‌ଷ୍ଟବଳ ନିଯୁକ୍ତି ରାଲି ବେଳେ ଚାଲିଥିବା ଶାରୀରିକ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ହଠାତ୍‌ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଯକ୍ଷ୍ମା ଦିବସ ପାଳିତ; ଭୁବନେଶ୍ବର ଏମ୍‌ସରେ ମାସିକ ପ୍ରାୟ ୬୦ ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସଭାପତି, ଅବନୀ ସମ୍ପାଦକ

ରାଉରକେଲା: ଓଡ଼ିଶା ରାଜ୍ୟଆଇନଜୀବୀ ପରିଷଦ ନିର୍ଦ୍ଦେଶକ୍ରମେ ଶାନ୍ତି ଶୃଙ୍ଖଳାସହ ରାଉରକେଲା ଓକିଲ ସଂଘ ନିର୍ବାଚନ ଆଜି ସମ୍ପନ୍ନ ହୋଇଛି। ଏଥିରେ ସଭାପତିଭାବେ ପ୍ରଦୀପ ମିଶ୍ର, ଉପସଭାପତିଭାବେ ମାନ୍ଥା ମାଲେଶ୍ବରମ, ସାଧାରଣ ସମ୍ପାଦକଭାବେ ଅବନୀ ପ୍ରଧାନ ଓ କୋଷାଧ୍ୟକ୍ଷଭାବେ ଶ୍ରୀନିବାସ ପଣ୍ଡା…
ଅଧିକ ଖବର ଦେଖନ୍ତୁ...