Daily Archives

March 25, 2023

ସୁନାଚେନ୍‌ ଲୁଟ୍‌ ଉଦ୍ୟମ: ଦୁଇ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଖାଲି ହାତରେ ଫେରାର ମାରିଲା ଦୁର୍ବୃତ୍ତ

ବୈପାରିଗୁଡ଼ା: କିଛି ଦିନର ନୀରବତା ପରେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଛିନତାଇ ଉଦ୍ୟମ ହୋଇଥିବା ଜଣାପଡିଛି। ଅଳ୍ପ ସମୟ ମଧ୍ୟରେ ଦୁଇ ଜଣ ମହିଳାଙ୍କ ଠାରୁ ସୁନାଚେନ୍‌ ଝାମ୍ପିବାରେ ଏଥର ଦୁର୍ବୃତ୍ତ ବିଫଳ ହେବା ସହ ଫେରାର ହୋଇଯାଇଛି। ଘଟଣା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ରୁଟି ପାଇଁ ପାକିସ୍ତାନରେ ଚାଲିଛି ସଂଘର୍ଷ, ମାଗଣା ଅଟା ବଣ୍ଟନ ବେଳେ ଦଳାଚକଟାରେ ମଲେ ୪ ବୃଦ୍ଧ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନର ଗରିବ ଲୋକମାନେ ଦିନକୁ ଓଳିଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ପବିତ୍ର ରମଜାନ ମାସରେ ମାଗଣା ଅଟା ପାଇବା ଆଶାରେ ଅତି କମରେ ଚାରିଜଣ ବୃଦ୍ଧଙ୍କ ଜୀବନ ଗଲାଣି। ସରକାରୀ ବଣ୍ଟନ…
ଅଧିକ ଖବର ଦେଖନ୍ତୁ...

‘ଚୋରମଣ୍ଡଳି’ କହି ଅଡ଼ୁଆରେ ସଂଜୟ ରାଉତ, ସ୍ବାଧିକାର ଭଙ୍ଗ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ

ନୂଆଦିଲ୍ଲୀ: ୨୦୧୯ର ଏକ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପରେ ରାଜନୈତିକ ମହଲରେ ଚହଳ ପଡ଼ିଯାଇଛି । ଏହା ମଧ୍ୟରେ ଆଉ ଜଣେ ରାଜନେତାଙ୍କୁ ନେଇ ବଡ଼ ଖବର ଆସୁଛି । ସେ ହେଉଛନ୍ତି ସଂଜୟ ରାଉତ । ଏକ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ମାମଲାରେ ସଞ୍ଜୟ ରାଉତଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

‘ଭଏଁରାଘୁମର ଜଳପ୍ରପାତ’ର ବିକାଶ ଲାଗି ଉଦ୍ୟମ ଆରମ୍ଭ କଲା ନବରଂଗପୁର ଜିଲ୍ଲା ପ୍ରଶାସନ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତରେ ଥିବା ଭଏଁରାଘୁମର ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଭଏରା ଘୁମର ଜଳପ୍ରପାତ ନିକଟକୁ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଘରର ପରିବେଶ ଶାନ୍ତିମୟ ରହିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କରିପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଜି ଭୋଟ ହେଲେ ଏତିକି ସିଟ ପାଇବ ବିଜେପି, ଏହି ସଂସ୍ଥା କଲା ଆକଳନ

ଲଖନଉ: ୨୦୨୪ ନିର୍ବଚନ ପାଇଁ ଏବେଠାରୁ ବିଜେପି ସହ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଲେଣି | ତେବେ ମ୍ୟାଟ୍ରିଜ୍ ନାମକ ଏକ ସଂସ୍ଥା ପକ୍ଷରୁ ଏକ ଆକଳନ କରାଯାଇଛି ଯେ ବର୍ତ୍ତମାନ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବାରେ ସକ୍ଷମ ହେବେ? ଏହି ସର୍ଭେ ଉତ୍ତରପ୍ରଦେଶରେ କରାଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା

ନୂଆଦିଲ୍ଲୀ:ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ପ୍ରଯୋଜିକା ହେଉଛନ୍ତି ଗୁନିତ୍ ମୋଙ୍ଗା। ‘ନେଟ୍‌ଫ୍ଲିକ୍ସ୍‌’ରେ ରିଲିଜ୍ ହୋଇଥିବା କାର୍ତିକି ଗୋନସାଲବେସ୍ ଏବଂ ଗୁନୀତ୍‌ ମୋଙ୍ଗାଙ୍କ…
ଅଧିକ ଖବର ଦେଖନ୍ତୁ...

ଦାମୀ କାର୍ କିଣିବା ପରେ ମୁମ୍ବାଇରେ ରେସ୍ତୋରାଁ ଖୋଲିଲେ ବିଗ୍ ବସ୍-୧୬ପ୍ରତିଯୋଗୀ ଶିବ ଠାକରେ

ମୁମ୍ବାଇ: ଦାମୀ କାର୍ କିଣିବା ପରେ ମୁମ୍ବାଇରେ ରେସ୍ତୋରାଁ ଖୋଲିଲେ ବିଗ୍ ବସ୍-୧୬ପ୍ରତିଯୋଗୀ ଶିବ ଠାକରେ। ଶିବ ଏହି ରିୟାଲିଟି ସୋ’ ଜିତିନଥିଲେ ବି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ବିପୁଳ ଭୋଟ ପାଇ ସେ ପ୍ରଥମ ରସର୍ସ ଅପ ହୋଇଥିବା ବେ‌ଳେ ଏବେ ତାଙ୍କ ଭାଗ୍ୟ ବଦଳିଛି। ବିଗ୍…
ଅଧିକ ଖବର ଦେଖନ୍ତୁ...

କିଛି ଲୋକ ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ଏପରି ହେବାକୁ ଦେବୁନି : କେଜ୍ରିଓ୍ବାଲ

ଚଣ୍ଡିଗଡ଼ : ଅମୃତପାଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଗବନ୍ତ ସରକାରଙ୍କୁ ପ୍ରଶଂସା କରିବା ସହ ରାଜ୍ୟରେ ଶାନ୍ତି ଶୃଙ୍ଖଳା ତାଙ୍କ ପ୍ରାଥମିକତା ବୋଲି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ସିନେମାରୁ ଆସି ବଲିଉଡରେ ରାଜ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ବୈଜୟନ୍ତୀମାଳାଙ୍କ ନାମ ସବୁଠାରୁ ଆଗରେ ଆସିଥାଏ | ଶ୍ରୀଦେବୀ ଏବଂ ହେମାମାଳିନୀଙ୍କ ପରି ଅଭିନେତ୍ରୀମାନେ ବୈଜୟନ୍ତୀଙ୍କର ବଡ଼ ପ୍ରଶଂସକ ହୋଇଥିବାବେଳେ ଲକ୍ଷ ଲକ୍ଷ ଦର୍ଶକ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରନ୍ତି…
ଅଧିକ ଖବର ଦେଖନ୍ତୁ...