Daily Archives

March 26, 2023

ସିବିଆଇ ଚଢଉ  ଚାଲିଥିବାବେଳେ ଛାତ ଉପରୁ ଫିଙ୍ଗିଲେ ନୋଟ ବିଡ଼ା

ରାଜକୋଟ : ୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ନିକଟରେ ଗୁଜୁରାଟର ରାଜକୋଟରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି)ର ଯୁଗ୍ମ ନିର୍ଦ୍ଦେଶକ ଜବ୍ରି ମାଲ ବିଷ୍ଣୋଇଙ୍କୁ ଗିରଫ କରିଥିଲା। ଶନିବାର ସିବିଆଇ ଟିମ୍ ରାଜକୋଟସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରିବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରାହୁଲ-ପ୍ରିୟଙ୍କାଙ୍କୁ କରଣ ଜୋହରଙ୍କ ଫିଲ୍ମ‌ରେ କାମ କରିବା ଉଚିତ୍: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା ଲୋକପ୍ରିୟ ଚଳଚ୍ଚିତ୍ର 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ଦିଅନ୍ତି। ବଲିଉଡଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ବିବେକ ଅଗ୍ନିହୋତ୍ରୀ ନିଜର…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ସହ ଆସୁଥିବା ବେଳେ ବାଇକରୁ ପଡ଼ି ସ୍ତ୍ରୀର ମୃତ୍ୟୁ

ପାଟଣାଗଡ଼: ବଲାଙ୍ଗୀରକୁ ଯାଇ ଫେରୁଥିବା ସମୟରେ ନିଜ ଗାଁ ନିକଟରେ ତଥା ଭଇଁଷା-ସରମୁହାଣ ମଧ୍ୟରେ ବାଇକରୁ ପଡି ସ୍ତ୍ରୀର ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମର ଦେବବ୍ରତ ସାହୁ(୪) ଓ ତାଙ୍କ ସ୍ତ୍ରୀ ସଙ୍ଗୀତା ସାହୁ (୩୦) ନିଜ ବାଇକ (ଓଡି ୧୭ ଜେ ୪୭୭୦)…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପାଦଥାପିଲେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ; ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ଦାୟିତ୍ବ ଗ୍ରହଣ କଲେ

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ବାଂସୁରୀ ସ୍ୱରାଜ ସୁପ୍ରିମକୋର୍ଟରେ ଓକିଲାତି କରୁଥିଲେ ବୋଲି ଜଣାପଡ଼ିଛି। ଦଳର…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଉପର କୁଣ୍ଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ ଥିବା ଐତିହାସିକ ଦେବଗିରି ପାହାଡ଼ ଉପରେ ଥିବା କୁଣ୍ଡରେ ଚୁନିରେ ପଥର ବାନ୍ଧା ଥିବା ଛାତ୍ରୀର ମୃତଦେହ ଠାବ କରିଛି ପୁଲିସ। କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ବିରେନ ଗୌଡ଼ଙ୍କ ଝିଅ ଦେବକୀ ଗୌଡ଼(୨୦)। ବୁଧବାର ଦିନ ଦେବକୀ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଲଳିତ ମୋଦୀ ଓ ନିରବ ମୋଦୀ କ’ଣ ପଛୁଆ ବର୍ଗରେ ଆସୁଛନ୍ତି  ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଆଦୌ କହିନଥିଲେ ଯେ "ମୋଦୀ ଉପନାମ ଥିବା ପ୍ରତ୍ୟେକ ବ୍ୟକ୍ତି ଚୋର"।  ନିରବ ମୋଦି ଓ ଲଳିତ ମୋଦି ପଛୁଆ ବର୍ଗ ବା ଓବିସି ନୁହନ୍ତି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଛଡ଼ାଇନେଲା ଖେଳକୁଦ; ବଞ୍ଚିବା ପାଇଁ ସଂଘର୍ଷ କରୁଛି ୮ ବର୍ଷର ଝିଅ ‘ଭୂମିକା’

କୁଳିଦା: ବୟସ ମାତ୍ର ୮ ବର୍ଷ। ଯେଉଁ ବୟସରେ ଖେଳାବୁଲା କରିବା କଥା, ସେ ବୟସରେ ସେ ବିଛଣାରେ ପଡ଼ିଛନ୍ତି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ଏପରି ଅବସ୍ଥା। ଚିକିତ୍ସା ପାଇଁ ଡାକ୍ତର କହୁଛନ୍ତି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଫଳରେ ଗରିବ ବାପାମାଆ କିଛି…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ ବାହାରେ ଡାକ୍ତର ଲଗାଇଛନ୍ତି ଗୁପଚୁପ ‌ଠେଲା

ନୂଆଦିଲ୍ଲୀ: ରାଜସ୍ଥାନରେ ସରକାରଙ୍କ ‘ରାଇଟ୍ ଟୁ ହେଲ୍ଥ‘ ବିଲକୁ ବିରୋଧ କରି ଘରୋଇ ଓ ସରକାରୀ ଡାକ୍ତର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଖିଳ ରାଜସ୍ଥାନ ସେବାରତ ଚିକିତ୍ସକ ସଂଘ ମାର୍ଚ୍ଚ ୨୯ ତାରିଖ ଦିନ ସାମୁହିକ ଛୁଟି ଘୋଷଣା କରିଛନ୍ତି । ଏଥିରେ ପୁରା ରାଜ୍ୟର ୧୪ ହଜାରରୁ ଅଧିକ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ। ରବିବାର ମୁମ୍ବାଇ ପୁଲିସ ସହ ମିଳିତ ସର୍ଚ୍ଚ ଅପରେସନ କରି ଯୋଧପୁର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯୋଧପୁରର ଲୁନି ପୁଲିସ ଷ୍ଟେସନ ଏସଏଚଓ ଇଶ୍ୱର ଚାନ୍ଦ ପାରିକ୍ କହିଛନ୍ତି ଯେ ସଲମାନ ଖାନଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...