Daily Archives

March 29, 2023

ଯୁବକଙ୍କ ଆତ୍ମହତ୍ୟା ଟୁଇଟ୍, ନାକେଦମ ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିଜ ମା’ ସହ ଆତ୍ମହତ୍ୟା କରିବ ବୋଲି ଜଣେ ଯୁବକ କରିଥିବା ଭିଡିଓ ଟୁଇଟ୍ ଭାଇରାଲ୍ ହୋଇଛି। ନଟ୍ ଜୋକିଙ୍ଗ୍, ଆଉ କିଛି ସମୟ ପରେ ଆତ୍ମହତ୍ୟାର ଲାଭଇ୍ ଦେଖିବ ବୋଲି ଭିଡିଓରେ ଯୁବକ କହୁଛନ୍ତି। ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଓ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ପାଇଁ ବିଷ ପିଆଇ ପତ୍ନୀ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ ନିର୍ଦ୍ଦୋଷ

ଜୟପୁର: କୋର୍ଟରେ ପୁଲିସ ଦାଖଲ କରିପାରିଲାନି ଠିକ ସାକ୍ଷ୍ୟ ପ୍ରମାଣ। ଫଳରେ  ବହୁ ଚର୍ଚ୍ଚିତ ୨୦୧୫ମସିହାର  ପତ୍ନୀ ହତ୍ୟା ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତ ପତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦେଲେ ନିର୍ଦ୍ଦେଶ। ବହୁ ଚର୍ଚ୍ଚିତ   ଜୟପୁର ସଦରଥାନା ଅର୍ନ୍ତଗତ ମୁଖିଖୁଡିପି…
ଅଧିକ ଖବର ଦେଖନ୍ତୁ...

ମା’ କଟକଚଣ୍ଡୀଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା, ଓଡ଼ିଶା ଆସି ଭଲ ଲାଗିଲା: ଜୟାପ୍ରଦା

କଟକ: ମା’ କଟକଚଣ୍ଡୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି। ଓଡ଼ିଶା ଆସି ଭଲ ଲାଗିଛି ବୋଲି ରାଜ୍ୟସଭାର ପୂର୍ବତନ ସାଂସଦ ତଥା ୭୦-୮୦ ଦଶକର ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଜୟାପ୍ରଦା ବୁଧବାର ଏହା କହିଛନ୍ତି। ଅଭିନେତ୍ରୀ ଜୟା ଆଜି ସନ୍ଧ୍ୟାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆମେ କାହା ସହ ମେଣ୍ଟ କରିବୁ ନାହିଁ: ଡିକେ ଶିବକୁମାର

ବେଙ୍ଗାଲୁରୁ: ଆଜି ନିର୍ବାଚନ କମିଶନ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି | ଆସନ୍ତା ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମେ ୧୩ରେ ଫଳାଫଳ ଆସିବ | ତେବେ ଏହା ପରେ ଆଜି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏକ ବଡ ବୟାନ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ସମସ୍ତଙ୍କ ଜୀବନରେ ରହିଛି, ତାକୁ ପ୍ରତିହତ କରି ଆଗକୁ ବଢିବାକୁ ପଡ଼ିବ: ଜୟାପ୍ରଦା

ଭୁବନେଶ୍ବର: ସମସ୍ୟା ସମସ୍ତଙ୍କ ଜୀବନରେ ରହିଛି । କିନ୍ତୁ ତାକୁ ପ୍ରତିହତ କରି ଜୀବନରେ ଆଗକୁ ବଢିବାକୁ ପଡ଼ିବ ବୋଲି ବିଶିଷ୍ଟ ଅଭିନେତ୍ରୀ ଜୟାପ୍ରଦା ବୁଧବାର ପ୍ରକାଶ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ୭୦ ଓ ୮୦ ଦଶକର ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଜୟାପ୍ରଦା ଭୁବନେଶ୍ବରରେ…
ଅଧିକ ଖବର ଦେଖନ୍ତୁ...

ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ

ବୈପାରିଗୁଡା/ଜୟପୁର: ସ୍ବାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଜନ୍ମପୀଠ ତେନ୍ତୁଳିଗୁମ୍ମା ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ଆଦିବାସୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ସାରକା, କୋରାପୁଟ ଏସଡିସି ଚେୟାରମେନ ଚନ୍ଦ୍ର ଶେଖର…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ; ବିଜେପି ୱାସିଂ ମେସିନ ଦେଖାଇ ଏଭଳି କହିଲେ ଦିଦି

କୋଲାକାତା: ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କୋଲକାତାରେ ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ "ବିଜେପି ୱାଶିଂ ମେସିନ୍" ପ୍ରଦର୍ଶନ କରିଥିଲେ। ପରେ ଏହି…
ଅଧିକ ଖବର ଦେଖନ୍ତୁ...

ହାଜତରେ ଅଟକ ଅଭିଯୁକ୍ତର ଦାନ୍ତ ଉପାଡିଦେଲେ ଆଇପିଏସ ଅଫିସର

ଚେନ୍ନାଇ: ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଜଣେ ଆଇପିଏସ୍ ଅଧିକାରୀ ଅଭିଯୁକ୍ତଙ୍କୁ ଜେଲରେ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଆଉ ଏହି ଘଟଣାରେ ଆଇପିଏସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମିଳିଥିବା ଅଭିଯୋଗ ମୁତାବକ ଏକ ମାମଲାରେ ଅଟକ ଥିବା ତିନି ଜଣ ଅଭିଯୁକ୍ତଙ୍କର…
ଅଧିକ ଖବର ଦେଖନ୍ତୁ...

ମୁଁ ଦ୍ବିତୀୟ ବିବାହ କରିବି, କିଏ କ’ଣ କରିବ କରୁ ! ଏପରି କହି ସିଓଙ୍କ କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା କଲେ ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳା ପ୍ରେମିକଙ୍କୁ ବିବାହ କରିବାକୁ ଜିଦ ଧରି ସିଓଙ୍କ ସାମ୍ନା‌ରେ ହଙ୍ଗାମା କରିଥି‌ଲେ। ଏହି ସମୟରେ ସେ ଚୌକି ଫିଙ୍ଗିବା ସହିତ ମୋବାଇଲ ଭାଙ୍ଗି ଚଟାଣରେ ଗଡ଼ି ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...