Daily Archives

March 30, 2023

ଶ୍ରୀରାମମୟ  ହେଲା ଜୟପୁର: ୮ଫୁଟର ରାମଙ୍କ ପ୍ରତିମୂର୍ତ୍ତି ଓ ରଥ ଆକର୍ଷଣର କେନ୍ଦ୍ରବିନ୍ଦୁ

ଜୟପୁର: ପବିତ୍ର ଶ୍ରୀରାମନବମୀରେ ଗୁରୁବାର ଜୟପୁର ସହର ଶ୍ରୀରାମମୟ ହୋଇ ପଡ଼ିଥିଲା। ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମ‌ସ୍ତେ ଅଧ୍ୟାତ୍ମିକତାମୟ ହୋଇପଡ଼ିଥିଲେ। ଆଜି ସକାଳ ଠାରୁ ହିଁ ସହରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ଅଚାନକ୍ ନିର୍ମାଣାଧୀନ ନୂଆ ସଂସଦ ଭବନରେ ପହଞ୍ଚିଗଲେ ମୋଦୀ

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଅଚାନକ ସେଠାରେ ପହଞ୍ଚିଯାଇଥିଲେ । ସେ ଏଠାରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ଏହି ଅବସରରେ  ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଦିନରେ ଗୃହିଣୀ, ରାତିରେ ଏଜେଣ୍ଟ: ଦେଖିଛନ୍ତି କି ରାଧିକାଙ୍କ ‘ମିସେସ ଅଣ୍ଡରକଭର’ର ଟ୍ରେଲର

ମୁମ୍ବାଇ: ଦମଦାର ତଥା ଭିନ୍ନ ଢଙ୍ଗର ଅଭିନୟ ପାଇଁ ବେଶ ଜଣାଶୁଣା ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ | ବିଭିନ୍ନ ସମୟରେ ରାଧିକା ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଖୁବ ଶୀଘ୍ର ରାଧିକା ଆପ୍ଟେ ଓଟିଟି ପ୍ଲାଟଫର୍ମ ଜ଼ୀ୫ ର ୱେବ୍ ସିରିଜ୍ 'ମିସେସ ଅଣ୍ଡରକଭର'ରେ ନଜର ଆସିବେ | ଆଜି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ପାଇଁ ଗୌରବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ଉନ୍ମୋଚିତ

ଭଦ୍ରକ: ବହୁ ପ୍ରତିକ୍ଷିତ ତଥା ଭଦ୍ରକ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ଉନ୍ମୋଚିତ ଓ ପ୍ରଚଳନ ହୋଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ୩ଟି ସନ୍ତାନର ବାପା ହେବେ ୟୁଟ୍ୟୁବର ଅରମାନ, ଫ‌ଟୋସୁଟ ପାଇଁ କିଣିଲେ ଝୁଲଣା

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମାଲିକ ତାଙ୍କର ଦୁଇଜଣ ସ୍ତ୍ରୀ କ୍ରିତିକା ଓ ପାୟଲ ମଲିକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନଙ୍କ ଦୁଇଜଣ ସ୍ତ୍ରୀ ଗର୍ଭବତୀ ଥିବା ନେଇ ନିକଟରେ ଖବର ମିଳିଥିଲା। ଏବେ ସେ ଏକା ସାଙ୍ଗରେ ୩ଟି ସନ୍ତାନର ବାପା ହେବେ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି

ଭୁବନେଶ୍ବର: ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ ମାର୍ଚ୍ଚ ୩୧ ତାରିଖରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ…
ଅଧିକ ଖବର ଦେଖନ୍ତୁ...

ପରସ୍ପର ସହ ଧକ୍କା ହୋଇଗଲେ ୨ ଆମେରିକୀୟ ବ୍ଲାକହକ୍ ହେଲିକପ୍ଟର, ୯ ମୃତ

ୱାଶିଂଟନ: ଆମେରିକାର ଦୁଇଟି ଅତ୍ୟାଧୁନିକ ବ୍ଲାକହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଗୁଡ଼ିକ କେଣ୍ଟକିରେ ଉଡୁଥିଲା। ଏହି ସମୟରେ ପରସ୍ପର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଛନ୍ତି ବୋଲି ଆମେରିକାର ସ୍ଥାନୀୟ ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

ଭିକ ମାଗ ପଛେ, ପତ୍ନୀଙ୍କୁ ଭରଣପୋଷଣ ପାଇଁ ହାତଖର୍ଚ୍ଚ ଦିଅ: କୋର୍ଟ

ଚଣ୍ଡୀଗଡ଼: ଛାଡପତ୍ର କିମ୍ବା ଅନ୍ୟ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପରେ ମହିଳାମାନଙ୍କୁ ଅଧିକ ସମସ୍ୟା ସହିବାକୁ ପଡିଥାଏ | ଏଭଳି ପରିସ୍ଥିତିରେ, ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସେମାନେ କିଭଳି ବଞ୍ଚିବେ ତାହା ମହିଳାଙ୍କ ସାମ୍ନାରେ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଥାଏ |…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଫଟୋ ଭାଇରାଲ୍, ଧମକଚମକ ମାମଲାରେ ଯୁବକ ଗିରଫ

ବେଗୁନିଆପଡ଼ା: କୋଦଳା ଥାନା ଇଲାକାର ଜଣେ ବିବାହିତାଙ୍କ ସହ ପ୍ରେମ ସଂପର୍କ ରଖିବା ଓ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିବା ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛି, ଢେଙ୍କାନାଳ ଜିଲ୍ଲାର ରତିକାନ୍ତ…
ଅଧିକ ଖବର ଦେଖନ୍ତୁ...

ଦୟାନଦୀକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦୟାନଦୀକୁ ଗାଧୋଇବାକୁ ଯାଇ ଗୁରୁବାର ଜଣେ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ବାଳକ ଭୁବନେଶ୍ୱର ଇନ୍ଦିରା କଲୋନିର ସୁମିତେନ୍ଦ୍ର ସାହୁ। ସେ ଅପରାହ୍ନ ୪ଟା ସମୟରେ ଦୟାନଦୀକୁ ଗାଧୋଇବା ସହିତ ଆକ୍ବାରିୟମ ପାଇଁ ମାଛ ଧରୁଥିଲେ। ୪ ଜଣ ନାବାଳକ…
ଅଧିକ ଖବର ଦେଖନ୍ତୁ...