Daily Archives

March 30, 2023

ଠାକୁରାଣୀଯାତ୍ରାରେ ୨ଗୋଷ୍ଠୀ ମାରପିଟ୍, ପୁଲିସ ଏସ୍ଆଇଙ୍କ ସହ ୩କର୍ମଚାରୀ ଆହତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣୀପୁଟ ଗାଁରେ ଗତ କାଲି ମା’ ଝାଡେଶ୍ବରୀ ଦେବୀ ଠାକୁରାଣୀ ଯାତ୍ରାର ଉଦଯାପନୀ ଉତ୍ସବରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲେ। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ପୁଲିସ ଗାଡ଼ି ଉପରକୁ ଏମାନେ ଢ଼େଲା ମାଡ଼ କରିଛନ୍ତି। ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବୃଷ: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଏବଂ ଅର୍ଥନୀତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ଭାରତରେ ବିକାଶର ଯାତ୍ରା: ସ୍ୱାଧୀନତାର ୭୫ତମ ବର୍ଷରେ ଅର୍ଥନୈତିକ ଓ ଯୋଗାଯୋଗ ଦୃଶ୍ୟପଟ୍ଟରେ ପ୍ରତିଫଳନ' ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା

ମୁମ୍ବାଇ: କରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗତ କିଛି ଦିନ ହେବ କରୋନା ସଂକ୍ରମଣ ପୁଣି ବଢ଼ିଥିବା ବେଳେ ଏବେ ରାଜ କୁନ୍ଦ୍ରା ଏହାର ଶିକାର ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟେଲି ଅଭିନେତ୍ରୀ ମାହି ବିଜ୍ ମଧ୍ୟ କରୋନା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ରାମନବମୀରେ ପଶ୍ଚିମବଙ୍ଗରେ ହିଂସା ; ଦୁଇ ଗୋଷ୍ଠୀମଧ୍ୟରେ ସଂଘର୍ଷ, ଜଳାପୋଡ଼ା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାୱଡ଼ାରେ ରାମନବମୀ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଖବର ହସ୍ତଗତ ହୋଇଛି । ଏହି ସଂଘର୍ଷ ପରେ ରାସ୍ତାରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ରାମନବମୀ ଶୋଭାଯାତ୍ରା ହାଓ୍ବଡ଼ାର ଶିବପୁରୀ ଅଞ୍ଚଳ ଦେଇ…
ଅଧିକ ଖବର ଦେଖନ୍ତୁ...

କୁନି ଝିଅ ପାଇଁ ଏକାଠି ଲାଗିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ସାଂସଦ, ମେଡ଼ିସିନ ଉପରୁ ହଟାଇଲେ ସୀମାଶୁଳ୍କ

ନୂଆଦିଲ୍ଲୀ: କୁନି ଝିଅକୁ ବଞ୍ଚାଇବାକୁ ଏକାଠି ପ୍ରୟାସ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ କଂଗ୍ରେସ ସାଂସଦ | କଂଗ୍ରେସ ସାଂସଦ ଶଶି ଥରୁର ଏଭଳି ଏକ ପ୍ରୟାସ ବାବଦରେ ଟ୍ୱିଟରରେ ପୋଷ୍ଟ ସେୟାର କରିଛନ୍ତି | କର୍କଟ ରୋଗୀଙ୍କ ପାଇଁ ଆବଶ୍ୟକ ଜୀବନ ରକ୍ଷାକାରୀ ଔଷଧରୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି)…
ଅଧିକ ଖବର ଦେଖନ୍ତୁ...

୧୦୦ଟଙ୍କାରେ ପର୍ସ କିଣି ୬ଲକ୍ଷରେ ବିକିଲେ ଯୁବତୀ

ନୂଆଦିଲ୍ଲୀ: ୧୦୦ଟଙ୍କାରେ ପର୍ସ କିଣି ୬ଲକ୍ଷରେ ବିକିଲେ ଯୁବତୀ। ଜଣେ ଯୁବତୀ ୨୦୨୧ରେ ଅନଲାଇନ ନିଲାମି ସମୟରେ ୧୦୦ଟଙ୍କା ଦେଇ ଏକ ପୁରୁଣା ପର୍ସ କିଣିଥିଲେ, ଯାହାକୁ ସେ ୨୦୨୩ରେ ୬ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଚାଣ୍ଡଲର ୱେଷ୍ଟ ଏଭଳି କରିଥିବା…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସୁମଗୁଡା ଗ୍ରାମପଞ୍ଚାୟତ ଅଧିନସ୍ତ ସାନକେଲାର ଗାଁର ଏକ ବନ୍ଦ ଘରୁ ଜଣେ ବିବାହିତ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨୨ ବର୍ଷିୟା ଗର୍ଭବତୀ ମହିଳା ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। କିନ୍ତୁ ମୃତ…
ଅଧିକ ଖବର ଦେଖନ୍ତୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତିଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତିଙ୍କ ନାମରେ ସ୍ମାରକୀ ଡାକଟିକଟ ଉନ୍ମୋଚନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ମୁହଁରେ ବିୟୁଟି ମାସ୍କ ଲଗାଇ ରାସ୍ତାକୁ ପଳେଇ ଆସିଲେ ଉର୍ବଶୀ ରୌତେଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ହୁଏତ ଫିଲ୍ମରେ ସକ୍ରିୟ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ। ଉର୍ବଶୀ କିଛି ନା କିଛି କାରଣ ପାଇଁ ଟ୍ରୋଲ୍‌ ହେଉଥାନ୍ତି ଓ ଚର୍ଚ୍ଚ‌ାରେ ରହୁଥାନ୍ତି। ତାଙ୍କ ପ୍ରଶଂସକମାନେ ଉର୍ବଶୀଙ୍କ ପୋଷ୍ଟକୁ ବହୁତ ପସନ୍ଦ କରୁଥିବା…
ଅଧିକ ଖବର ଦେଖନ୍ତୁ...