Monthly Archives

March 2023

ପାରାଦୀପ ଜିଏସଟି ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଜଗତସିଂହପୁର ଟାଉନ୍: ମାମଲା ରଫାଦଫା କରି ବନ୍ଦ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଣିଜ୍ୟକର ଓ ଜିଏସଟିର ପାରାଦୀପ ସ୍ଥିତ ଏନଫୋର୍ସମେଣ୍ଟ ୟୁନିଟ୍ ଅଫିସର ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ। ତାଙ୍କ ଠାରୁ ୮୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଗୌଡ଼ ଦେଓପାଲି ଡକାୟତି ମାମଲା: ୬ ଅଭିଯୁକ୍ତ ଗିରଫ, ମୂଲ୍ୟବାନ ପ୍ରାଚୀନ ଥାଳି ପାଇଁ ଡକାୟତି

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ପୁଲିସକୁ ବଡ଼ ସଫଳତା ମିଳିଛି। ମୁଲ୍ୟମାନ ପ୍ରାଚୀନ ଥାଳି ପାଇବା ପାଇଁ ଗୌଡ଼ ଦେଓପାଲି ଡକାୟତି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇଁ ଖାତିଗୁଡା ଥାନା ପରିସରରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ଝିଅକୁ ରାମ୍ପରେ ଚାଲିବା ଦେଖି ଭାବବିହ୍ବଳ ହୋଇ ଏଭଳି ପୋଷ୍ଟ କଲେ ଅର୍ଜୁନ ରାମପାଲ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ୧୯୯୮ ମସିହାରେ ପୂର୍ବତନ ସୁପରମଡେଲ ମେହର ଜେସିୟାଙ୍କୁ  ବିବାହ କରିଥିଲେ। ୨୦୧୯ରେ ବିବାହର ୨୧ବର୍ଷ ପରେ ଦୁହେଁ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ ଓ ମେହରଙ୍କ ଦୁଇ କନ୍ୟା ସନ୍ତାନ ଅଛନ୍ତି। ଦୁହିଁଙ୍କ ନାମ ମାହିକା ଓ ମାୟରା ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଭଲ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ବୃଷ: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ନୂଆ କାମ ମିଲିବ। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପ୍ରଥମ ମ୍ୟାଚରେ ଋତୁରାଜଙ୍କ ବିସ୍ଫୋରଣ, ଗୁଜରାଟ ଆଗରେ ୧୭୯ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ।  ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଥିବା ପ୍ରଥମ ମ୍ୟାଚରୁ ହିଁ ଆଇପିଏଲର ରୋମାଞ୍ଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ବାଡଙ୍କ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଲାଇଭ ରେକର୍ଡିଙ୍ଗ ବେଳେ ଲୁଟ ଉଦ୍ୟମ: ଲୁଟେରାଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ବ୍ଲଗର

ବେଙ୍ଗାଲୁରୁ: ନିଜ ସାଙ୍ଗମାନଙ୍କ ସହ ଲାଇଭ ସୁଟିଂ କରୁଥିବାବେଳେ ପହଞ୍ଚିଗଲେ ଲୁଟେରା | ଆଉ ଲୁଟେରା ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରୁଥିଲେ ବି ଫେଲ ମାରିଲେ | ତେବେ ଲୁଟେରାଙ୍କ କବଳରୁ ଯୁବତୀ ଓ ତାଙ୍କ ସାଙ୍ଗମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି | ବେଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟ ବାହାରୁ ଲୁଟ…
ଅଧିକ ଖବର ଦେଖନ୍ତୁ...

‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଷ୍ଟେସନରେ ହେଉଥିବା ଘୋଷଣାରେ ଶୁଣିବାକୁ ମିଳେ ଏହି ମହିଳାଙ୍କ କଣ୍ଠସ୍ବର

ନୂଆଦିଲ୍ଲୀ: ‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଭାରତୀୟ ରେଳରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ନିଶ୍ଚିତ ଭାବେ ଏହି ଘୋଷଣାକୁ ଶୁଣିଥିବେ। ଏହି ଘୋଷଣା ଭାରତୀୟ ରେଳବାଇର ପରିଚୟ ହୋଇଯାଇଥିଲା। ବେଳେବେଳେ ଏହି ଘୋଷଣା ସମୟରେ ମନରେ ପ୍ରଶ୍ନ ଆସିଥାଏ କି ଏହି ସ୍ବର କାହାର? କ’ଣ…
ଅଧିକ ଖବର ଦେଖନ୍ତୁ...

ଦୁବାଇ-ଭୁବନେଶ୍ୱର ବିମାନସେବା ଆଗେଇଲା ପାଦେ, ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନଲାଇନ ବୁକିଂ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଦୁବାଇ-ଭୁବନେଶ୍ୱର ବିମାନସେବା ଆସନ୍ତା ମେ ୧୫ରୁ ଆରମ୍ଭ ହେବ | ତେବେ ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ଏହି ବିମାନସେବା ପାଇଁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହେବ | ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ଟିକେଟ ବୁକିଂ ସେବା ଆରମ୍ଭ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦୈନିକ ଖାଆନ୍ତୁ ଗୋଟାଏ ଅଣ୍ଡା; କେଶ ଝଡ଼ିବା ରୋକିବ, ହୃଦ୍‌ରୋଗକୁ ଦୂରେଇ ଦେବ

ଆପଣ ଜାଣିଥିବେ ‌ଯେ କେହି କିଛି ବି ରୋଗରେ ପଡ଼ିଲେ ଅଧିକାଂଶ ସମୟରେ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ବଛା ବଛା କେତୋଟି ଉତ୍ତମ ଖାଦ୍ୟ ଭିତରେ ଅଣ୍ଡା ଅନ୍ୟତମ। ଏଥିରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ୍‌ସ ଅଛି। ଏହାକୁ ଆପଣ ଆପଣଙ୍କର ଦୈନିକ ଡାଏଟ୍‌ରେ  ସାମିଲ୍‌…
ଅଧିକ ଖବର ଦେଖନ୍ତୁ...

ବିହାରକୁ ବ୍ୟାପିଲା ରାମନବମୀ ହିଂସା ; ନାଳନ୍ଦା, ସାସାରାମରେ ଉତ୍ତେଜନା

ପାଟନା : ରାମନବମୀ ଅବସରରେ ଦେଶର ଅନେକ ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ, ଗୁଜରାଟରେ ଏବେ ବିହାରରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାରର ନାଳନ୍ଦା ଓ ସାସାରାମରେ ଦୁଇଗୋଷ୍ଠୀ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏହା ପରେ ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...