Monthly Archives

April 2023

ହୃଦ୍‌ଘାତରେ ୨ ଯୁବକଙ୍କ ମୃତ୍ୟୁ

ଜୟପୁର: ସ୍ଥାନୀୟ ପାୱାରହାଉସ ଅଂଚଳରେ ରହୁଥିବା ତନଜ କୁମାର ପ୍ରଧାନ(୩୨) ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନଥାନାକୁ ଖବର ଦେବା ପରେ…
ଅଧିକ ଖବର ଦେଖନ୍ତୁ...

ଲୋକେ କାମ ଦେଉନଥିବା ବେଳେ ସଲମାନ ଭାଇ ମୋ ଫିଲ୍ମର ପ୍ର‌ଯୋଜନା କରିଥିଲେ, ସେ ହିଁ ପ୍ରକୃତ ବନ୍ଧୁ: ସୂରଜ

ମୁମ୍ବାଇ: ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଜିଆଙ୍କୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଶୁକ୍ରବାର ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ରୋଡ଼ ସୋ’ବେଳେ ମୋଦୀଙ୍କ ଉପରକୁ ଫିଙ୍ଗାଗଲା ମୋବାଇଲ ଫୋନ

ମହୀଶୂର: କର୍ଣ୍ଣାଟକ ମହୀଶୂରରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ମୋବାଇଲ ଫିଙ୍ଗାଯାଇଥିବାର ଦେଖିବାକୁ ମିଳିଛି | ତେବେ ସୌଭାଗ୍ୟବଶତଃ ମୋବାଇଲ ଫୋନଟି ମୋଦୀଙ୍କ ଦେହରେ ନ ବାଜି ଗାଡ଼ିରେ ବାଜିହୋଇ ତଳେ ପଡିଯାଇଥିଲା | ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଐଶ୍ବର୍ଯ୍ୟାଙ୍କ ବିଷୟରେ ଲେଖିଥିବା ଟ୍ବିଟର୍‌ ବ୍ୟବହାରକାରୀଙ୍କୁ ଏପରି ଜବାବ ଦେଲେ ଅଭିଷେକ; ଲୋକ କହିଲେ ସ୍ବାମୀ ହେବ…

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ଟ୍ବିଟର୍‌ ଉତ୍ତର ବି ଦେଇଥାନ୍ତି। ନିକଟରେ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ଟ୍ବିଟର୍‌ର ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିଷେକ। ସେ ‘ପୋନିୟିନ୍‌…
ଅଧିକ ଖବର ଦେଖନ୍ତୁ...

‘ମନ କି ବାତ’ର କଳ୍ପନା ମୋଦୀଙ୍କ ମୁଣ୍ଡକୁ କାହିଁକି ଆସିଲା? ନିଜେ କାରଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ଆଜି ୧୦୦ ତମ ଏପିସୋଡର ପ୍ରସାରଣ କରାଯାଇଛି | ତେବେ 'ମନ କି ବାତ'ର କଳ୍ପନା କାହିଁକି ଆସିଲା ସେନେଇ ଆଜି ମୋଦୀ ନିଜେ କହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 'ମୁଁ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

‘ମନ କି ବାତ୍’ ଶୁଣିବା ପାଇଁ ବିବାହର ରୀତିନୀତିକୁ ଅଟକାଇଦେଲେ ବର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡିଓ କାର୍ଯ୍ୟକ୍ରମ 'ମନ କି ବାତ୍'ର ୧୦୦ତମ ସଂସ୍କରଣ ଥିଲା। ଏହି କାର୍ଯ୍ୟକ୍ରମର ରେକର୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଭାବବିହ୍ବଳ ହୋଇଥିବା ଜଣାପଡ଼ିଥିଲା। ୧୦୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଚିକ୍କଣ କେଶ ଓ ସୁନ୍ଦର ଚେହେରା ପାଇଁ ରୁଷୀୟ ମହିଳା ଆପଣାନ୍ତି ଏହି ସବୁ ତରିକା

ନିଜର ସୌନ୍ଦର୍ଯ୍ୟକୁ ନେଇ ରୁଷୀୟ ମହିଳାମାନେ ବେଶ୍‌ ଜଣାଶୁଣା। ସେମାନଙ୍କ ପ୍ରାକୃତିକ ସୁନ୍ଦରତା ସଭିଙ୍କୁ ଆକର୍ଷିତ କରିଥାଏ। ତେବେ ଆପଣ ଜାଣନ୍ତି କି ପ୍ରକୃତିକ ସୌନ୍ଦର୍ଯ୍ୟ ପାଇବା ପାଇଁ ଏମାନେ କୌଣସି କୃତ୍ରିକ ଉପାୟର ସହାୟତା ନିଅନ୍ତି ନାହିଁ, ବରଂ ପ୍ରାକୃତିକ ଉପାୟରେ ହିଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ବ୍ୟବସାୟରେ ନୂଆ ଦଳ ସହ ଯୋଡ଼ିହୋଇ ପାରନ୍ତି। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ଜୀବନସାଥୀଠୁ ଉପହାର ପାଇବେ। ବୃଷ: କାର୍ଯ୍ୟରେ ସଫଳତା ହାସଲ ହେବ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ଜମି କିଣିବା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।…
ଅଧିକ ଖବର ଦେଖନ୍ତୁ...

ଏକ କିଲୋଗ୍ରାମ ଘିଅର ଦାମ ଏକ କୋଟି ଟଙ୍କା: କୁମାର ବିଶ୍ୱାସଙ୍କ ଏହି କଥା ପଛର ରହସ୍ୟ କଣ?

ନୂଆଦିଲ୍ଲୀ: ଜଣାଶୁଣା କବି ତଥା ପୂର୍ବତନ ଆପ ନେତା କୁମାର ବିଶ୍ୱାସଙ୍କୁ ତ ଆପଣ ଜାଣିଥିବେ | ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି ଏବଂ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି | ଦିନେ ସେ ଆମ୍ ଆଦମୀ ପାର୍ଟିର ଜଣେ ପ୍ରମୁଖ ନେତା ତାଲିକାରେ ଥିଲେ କିନ୍ତୁ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୬: ଯଶସ୍ବୀ ଜୟସ୍ବାଲଙ୍କ ଶତକ, ମୁମ୍ବାଇକୁ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଜୟସ୍ବାଲ ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏହି ସଫଳତା ହାସଲ କରିଛନ୍ତି। ସେ ୬୨ଟି ବଲ୍‌ ଖେଳି ୧୬ଟି…
ଅଧିକ ଖବର ଦେଖନ୍ତୁ...