Daily Archives

April 2, 2023

ଖୋର୍ଦ୍ଧାର ଶିକ୍ଷକ ଉପେନ୍ଦ୍ର ଦାଶ ଓ ଶିକ୍ଷୟିତ୍ରୀ କବିତା କାନୁନଗୋଙ୍କୁ ରାଜ୍ୟପାଳ ପୁରସ୍କାର

ଖୋର୍ଦ୍ଧା: ୮୮ତମ ଓଡ଼ିଶା ଦିବସ ଓ ରାଜ୍ୟ ପୁଲିସ ବିଭାଗ ପ୍ରତିଷ୍ଠା ଦିବସ ଉପଲକ୍ଷେ ନିଜର ବୃତ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଦୁଇଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଜଣେ କନଷ୍ଟେବଳ ଓ ଜଣେ ଡିଏସ୍ପିଙ୍କୁ ଯଥାକ୍ରମେ ରାଜ୍ୟପାଳ ସମ୍ମାନ ଓ ଡିଜିପି ଡିସ୍କ୍ ସମ୍ମାନରେ ସମ୍ମାନିତ…
ଅଧିକ ଖବର ଦେଖନ୍ତୁ...

କେବେ କୋୖଣସି ରାଜନେତାଙ୍କୁ ବିବାହ କରିବି ନାହିଁ, ଦିନେ ଏମିତି କହିଥିଲେ ପରିଣୀତି

ନୂଆଦିଲ୍ଲୀ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବ‌ୋଲି ଶୁଣିବାକୁ ମିଳିଥିଲା। ତେବେ ଏନେଇ ପରିଣୀତି କି ରାଘବ ଚଢ଼ା…
ଅଧିକ ଖବର ଦେଖନ୍ତୁ...

‘ଭୋଲା’ ଚଳଚ୍ଚିତ୍ର ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼, ୩ଦିନରେ ଆୟ କଲା ଏତେ କୋଟି

ମୁମ୍ବାଇ: ‘‘ଶାଲେ ହାତକଡ଼ି ଖୁଲେ ନହିଁ ଔର ସୁରୁ ହୋ ଗୟୀ ରଙ୍ଗ୍‌ବାଜି। ହାଁ ତୁମ୍‌ହାରି ସକଲ ଦେଖ କର। ନହିଁରେ ସକଲ ନହିଁ ତୁମ୍‌ହାରା ଅକଡ୍ ଦେଖ କେ’’- ଏହା ହେଉଛି ଅଜୟ ଦେବଗନ୍ ଓ ଅଭିନେତ୍ରୀ ତବୁଙ୍କ ସତେଜ ସଂଳାପର କିୟଦଂଶ। ‘ଭୋଲା’ ଜଣେ କଏଦୀ। ୧୦ ବର୍ଷର ବନ୍ଦୀ ଜୀବନ ପରେ ତା’ର ଝିଅକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୫: ମୁମ୍ବାଇକୁ ୮ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ବାଙ୍ଗାଲୋର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପଞ୍ଚଦଶ ସଂସ୍କରଣର ୫ମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଦ୍ବିତୀୟ ପାଳିରେ ୧୭୨ ରନ୍‌ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ୧୭୨ ରନ୍‌ କରି…
ଅଧିକ ଖବର ଦେଖନ୍ତୁ...

ପ୍ରଚୁର ତରଭୁଜ ଖାଆନ୍ତୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଖରାଦିନେ ବଜାରରେ ତରଭୁଜ ପ୍ରଚୁରମାତ୍ରାରେ ମିଳିଥାଏ। ପ୍ରାୟତଃ ଖରାଦିନେ ତରଭୁଜ ଖାଇବାକୁ ବି ଅନେକ ‌ଲୋକ ପସନ୍ଦ କରିଥାଆନ୍ତି। ଆପଣ ଜାଣିଛନ୍ତି କି, ତରଭୁଜରେ ୯୨ ପ୍ରତିଶତ ଅଂଶ ଜଳ ରହିଥାଏ। ଏହା ଆମ ଶରୀରରେ ଜଳୀୟଅଂଶକୁ କମ କରିବାକୁ ଦେଇ ନଥାଏ। ତରଭୁଜ ହେଉଛି ଏକ…
ଅଧିକ ଖବର ଦେଖନ୍ତୁ...

ଆପଣ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି, ଆପଣ ଜଣକୁ ହତ୍ୟା କରିଛନ୍ତି; ସିଦ୍ଧୁଙ୍କୁ ଆପର ଜବାବ

ଚଣ୍ଡୀଗଡ଼: ଆପଣ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି, ଆପଣ ଜଣକୁ ହତ୍ୟା କରିଛନ୍ତି। ଏଭଳି କହି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଜବାବ ଦେଲା ଆପ୍। ୧୦ ମାସ ଜେଲରେ ରହିବା ପରେ ଶନିବାର ପଞ୍ଜାବର ପଟିଆଲା ଜେଲ୍‌ରୁ ମୁକୁଳିଥିଲେ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ଦେଖା ହେବାକୁ ମନା କରିବାରୁ ସୁପାରୀ ଦେଇ ମା’ଙ୍କୁ ହତ୍ୟା କଲା ଯୁବତୀ

ନୂଆଦିଲ୍ଲୀ: ପ୍ରେମିକ ସହ ଦେଖା ହେବାକୁ ମନା କରିବାରୁ ସୁପାରୀ ଦେଇ ମା’ଙ୍କୁ ହତ୍ୟା କଲା ଯୁବତୀ।‌ ପ୍ରେମରେ ଅନ୍ଧ ହୋଇ ଜଣେ ଯୁବତୀ ନିଜ ଜନ୍ମ କଲା ମା’କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତ ଯୁବତୀ ନିଜ ପ୍ରେମିକ ସହ ମିଶି ମା’ଙ୍କ ସୁପାରୀ ଦେଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନାରୀମାନଙ୍କ ପାଇଁ ଯେତିକି ସୁରକ୍ଷା ବ୍ୟବସ୍ଥା ବାହାରୁଛି ସେତିକି ଅତ୍ୟାଚାର ଘଟଣା ବି ସାମ୍ନାକୁ ଆସୁଛି। ତେଣୁ ଆତ୍ମରକ୍ଷା କୌଶଳ ନାରୀମାନଙ୍କ ନିମନ୍ତେ ଏକାନ୍ତ ଜରୁରୀ ହୋଇଯାଇଛି। ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ସେମାନେ ନିଜକୁ ରକ୍ଷା କରି ପାରିବେ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଚାରିପାଖରେ ଆନନ୍ଦର ପରିବେଶ ରହିବ। ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। ବୃଷ: ବୈବାହିକ ସମ୍ବନ୍ଧରେ ସୌହାର୍ଦ୍ଦ ବଜାୟ ରହିବ। ବେପାରୀଙ୍କୁ ବହୁତ ଲାଭ ମିଳିବ। ଘରେ ଧାର୍ମିକ ଅନୁଷ୍ଠାନର ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୩ ଆହତଙ୍କ ମଧ୍ୟରୁ ୨ ଗୁରୁତର

ବୈପାରିଗୁଡ଼ା: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳର ଜଗନ ହରିଜନ (୨୫) ବାଇକ୍ ଯୋଗେ ଜୟପୁର ଆଡ଼କୁ ଯାଉଥିବା ବେଳେ ବିପରୀତ…
ଅଧିକ ଖବର ଦେଖନ୍ତୁ...