Daily Archives

April 2, 2023

ଆମ ଲଢେଇ ଭାରତ ସରକାରଙ୍କ ସହ ଚାଲିଛି: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲେ ଖଲିସ୍ତାନ ସଂଗଠନ

ନୂଆଦିଲ୍ଲୀ: ପଞ୍ଜାବ ପୁଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ପରେ ଖଲିସ୍ତାନର ସମର୍ଥକ ଅମୃତପାଲ ଫେରାର ଅଛି । ତେବେ ଅମୃତପାଲର ଅନେକ ସହଯୋଗୀଙ୍କୁ ଗିରଫ କରାଯାଇ ଆସାମର ଜେଲରେ ରଖାଯାଇଛି। ଏହାକୁ ନେଇ ଖଲିସ୍ତାନ ସମର୍ଥକମାନେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଧମକ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୫: ତିଲକ ବର୍ମାଙ୍କ ଅପରାଜିତ ୮୪ ରନ୍‌, ବାଙ୍ଗାଲୋର ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ବାଙ୍ଗାଲୋର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପଞ୍ଚଦଶ ସଂସ୍କରଣର ୫ମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ରୋହିତ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା, ବିଜେପି ସାଂସଦଙ୍କ କାର୍ଯ୍ୟକ୍ରମରେ ପଥରମାଡ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖାଦେଇଛି। ହାଓଡ଼ା ପରେ ହୁଗୁଲିରେ ଆଜି ପୁଣିଥରେ ହିଂସାକାଣ୍ଡ ହୋଇଛି | ବିଜେପିର ଶୋଭାଯାତ୍ରା ସମୟରେ ଅଗ୍ନିକାଣ୍ଡ ଓ ପଥରମାଡ ହୋଇଛି | ମିଳିଥିବା ସୂଚନା ମୁତାବକ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ କାର୍ଯ୍ୟକ୍ରମରେ ଏହି…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣାରେ ଉତ୍କଳ ଦିବସ: ଅତିଥି କହିଲେ- ଓଡ଼ିଶାର କଳା ଓ ସଂସ୍କୃତି ମହାନ

ବିଶାଖାପାଟଣା: ଭାଗ୍ୟର ନଗରୀ ବିଶାଖାପାଟଣା ଠାରେ ମହାସମାରୋହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଉତ୍କଳ ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ସହସ୍ରାଧିକ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ମା’ କାଜୋଲଙ୍କ କଥା ନଶୁଣି କ୍ୟାମେରା ସାମ୍ନାରୁ ଚାଲିଗଲେ ନ୍ୟାଶା

ମୁମ୍ବାଇ: କାଜୋଲଙ୍କ ଝିଅ ନ୍ୟାଶା କ୍ୟାମେରା ମ୍ୟାନଙ୍କୁ ଭଲ ବ୍ୟବହାର ଦେଖାଇଥାଆନ୍ତି। ଯେକୌଣସି ସ୍ଥାନରେ ତାଙ୍କୁ କ୍ୟାମେରାମ୍ୟାନ ଯଦି ଫଟୋ ଉଠାଇବାକୁ କହିଥାଆନ୍ତି ସେ ବି ସେମାନଙ୍କ କଥା ରଖିଥାଆନ୍ତି। ଦେଖିବାକୁ ଗଲେ ମା’ କାଜୋଲ ଓ ଝିଅ ନ୍ୟାଶାଙ୍କ ଯୋଡ଼ି ବି ଖୁବ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟରର ଆର୍ଟ ହାଉସ୍ କୋକିଳାବେନ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି କଲଚରାଲ୍ ସେଣ୍ଟରର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଖବର ଶୁଣି ରାଗି ଗଲେ ବାଦଶାହ, କହିଲେ; ଭଲ ମସଲା ଖୋଜ…

ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ସାନଭାଇ ରଖିଲା ଅନୈତିକ ସମ୍ପର୍କ, ବଡଭାଇକୁ କାରରେ ପୋଡି ମାରିଦେଲେ ମହିଳାଙ୍କ ସ୍ୱାମୀ

ବିଶାଖାପାଟଣା: ସାନଭାଇର ଅନୈତିକ ସମ୍ପର୍କ ପାଇଁ ବଡଭାଇ ପାଇଲା ଶାସ୍ତି | ସାନଭାଇର ଅନୈତିକ ସମ୍ପର୍କ ପାଇଁ ବଡଭାଇକୁ ଜିଅନ୍ତା କାରରେ ପୋଡିଦେଲେ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟ | ଆନ୍ଧ୍ରପ୍ରଦେଶର ତିରୁପତି ନିକଟରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ଜଣେ ୩୫ ବର୍ଷୀୟ ସଫ୍ଟୱେୟାର…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅମ୍ପାୟାର ହତ୍ୟାକାଣ୍ତ ଘଟଣା: ଜଣେ ଗିରଫ

କଟକ: କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପଡ଼ିଆ ଭିତରେ ଅମ୍ପାୟାରଙ୍କୁ ପିଟିପିଟି ଓ ଛୁରୀ ଭୁସି ହତ୍ୟା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।  ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ କରି ପ୍ରଥମେ ଅମ୍ପାୟାରଙ୍କୁ ମାଡ଼ ଏବଂ ଅମ୍ପାୟାରଙ୍କ ବଞ୍ଚାଇବାକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ଏଣିକି ଏହି ସ୍କୁଟରରେ ପାଟ୍ରୋଲିଂ କରିପାରେ ପୁଲିସ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ଅତିଥିଙ୍କ ସୁରକ୍ଷାକୁ ଦେଖି ଦିଲ୍ଲୀ ପୁଲିସ ଅନେକ ବ୍ୟବସ୍ଥା କରୁଛି। ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖିବାକୁ ପାଇଁ ପୁଲିସ ଏକ ଇଲେକଟ୍ରିକ ସ୍କୁଟର ପରୀକ୍ଷଣ କରୁଛି। ଏହି…
ଅଧିକ ଖବର ଦେଖନ୍ତୁ...