Monthly Archives

May 2023

ଶ୍ରୀଶ୍ରୀ ବୁର୍ଦାଲା ପାଲାମାଙ୍କ ଯାତ୍ରା ଆରମ୍ଭ; ୯ ଦିନିଆ ଯାତ୍ରାରେ ୪ ରାଜ୍ୟରୁ ଏକାଠି ହେବେ ହଜାର ହଜାର ଶ୍ରଦ୍ଧାଳୁ

ରାୟଗଡ଼ା: ଆରମ୍ଭ ହୋଇଛି ରାୟଗଡାର ପ୍ରଶିଦ୍ଧ ଠାକୁରାଣୀ ଯାତ୍ରା। ମା’ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ଛାଡି ଚାଲି ଆସିଛନ୍ତି ଅସ୍ଥାୟୀ ମଣ୍ଡପକୁ। ଦୀର୍ଘ ୯ ଦିନ ଧରି ମା’ ଭକ୍ତଙ୍କୁ ଦର୍ଶନ ଦେବା ସହ ଲୀଳାଖେଳ କରିବେ। ହଜାର ହଜାର ଭକ୍ତଙ୍କ ଗହଣରେ ମା‘ ଆଶି ଭକ୍ତଙ୍କୁ ଦର୍ଶନ ଦଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମଣିପୁର ହିଂସା ରୋକିବାକୁ ଅମିତ ଶାହାଙ୍କ ୫-ସୁତ୍ରୀ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର (ମଣିପୁର ହିଂସା) ଗସ୍ତରେ ଅଛନ୍ତି। ଗତ ଏକ ମାସ ଧରି ଏଠାରେ ଚାଲିଥିବା ହିଂସାର ସମୀକ୍ଷା କରୁଛନ୍ତି । ଇମ୍ଫାଲରେ ମଣିପୁରର ସ୍ଥିତି ଉପରେ ସର୍ବଦଳୀୟ ବୈଠକ ବ୍ୟତୀତ ଶାହ ମଣିପୁର ପୋଲିସ, ସିଆରପିଏଫ ଏବଂ ଭାରତୀୟ ସେନାର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ସରିଲା, କେବେ ବିବାହ କରିବେ ପରିଣୀତିଜୀ; ପ୍ରଶ୍ନ ଶୁଣି ଏଭଳି ଉତ୍ତର ରଖିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଏବେ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ଉଭୟଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଘର ଛାଡ଼ି ସୋନାକ୍ଷୀ ଫ୍ୟାନ୍ସଙ୍କ ସହ ‌ସେୟାର କଲେ ଗୁଡନ୍ୟୁଜ

ମୁମ୍ବାଇ: ବାପାଙ୍କ ଘର ଛାଡ଼ି ଦେଲେ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜ‌ଣେ । ସେ ନିକଟରେ ‘ଦହାଡ଼’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସିରିଜରେ ସୋନାକ୍ଷୀଙ୍କୁ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ହେଲେ ଆମେରିକା ଓ ଚୀନ ଯୁଦ୍ଧ ବିମାନ, ଜାରି ହେଲା ଭିଡିଓ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ବିବାଦ  ବଢିବାରେ ଲାଗିଛି । ଏହି କ୍ରମରେ ଗତ ସପ୍ତାହରେ ମେ' ୨୬ ତାରିଖରେ ଦୁଇ ଦେଶର ଲଢୁଆ ବିମାନ ମୁହାଁମୁହିଁ ହୋଇଥିଲେ। ଆମେରିକୀୟ ବିମାନଟି ଚୀନ ସୀମାର ଏତେ ନିକଟତର ହେବା ପରେ ଚୀନ ଚିନ୍ତିତ ହୋଇପଡ଼ିଛି ଓ  ଏହାକୁ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଧକ୍କାରେ ଶିଶୁପୁତ୍ର ମୃତ; ବ୍ରହ୍ମପୁର-ଫୁଲବାଣୀ ରାସ୍ତା ୩ ଘଣ୍ଟା ଅବରୋଧ

ଚକାପାଦ: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରୁ ୩ କିଲୋମିଟର ଦୂର ଟିକାବାଲି ଥାନା ଅଧୀନ ଶ୍ରାମ୍ବୁଡ଼ି ଗ୍ରାମ ୧୫୭ ନମ୍ବର ରାଜ୍ୟ ରାଜପଥରେ ଆଜି ବୋଲେରୋ ଧକ୍କାରେ ୫ ବର୍ଷ ବୟସର ଶିଶୁପୁତ୍ର ପ୍ରାଣ ହରାଇଛି। ମୃତକଜଣକ ହେଉଛି, ଟିକାବାଲି ବ୍ଲକ୍ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ…
ଅଧିକ ଖବର ଦେଖନ୍ତୁ...

ଅମରେନ୍ଦୁ ପ୍ରକାଶ ସେଲ୍‌ର ନୂଆ ଅଧ୍ୟକ୍ଷ

ରାଉରକେଲା: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ)ର ଚେୟାରମ୍ୟାନ୍ ଭାବରେ ଅମରେନ୍ଦୁ ପ୍ରକାଶ, ୩୧ ମଇ, ୨0୨୩ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ପ୍ରକାଶ ସେଲର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ (ବିଏସ୍ଏଲ୍) ରେ ଭାରପ୍ରାପ୍ତ ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଗିଲଙ୍କୁ ନୁହେଁ, ଏହି କ୍ରିକେଟରଙ୍କୁ ସମର୍ଥନ କରିବା ପାଇଁ ପହଞ୍ଚିଥିଲେ ସାରା

ଲକ୍ଷ୍ନୌ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ଆଇପିଏଲ-୨୦୨୩ର ଶେଷ ମ୍ୟାଚ୍। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ। ତେବେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି…
ଅଧିକ ଖବର ଦେଖନ୍ତୁ...

‘ମ’ ଓ ’ନ’ର ୫-ମ, ୫-ନ ଫର୍ମୁଲା ଗ୍ରହଣ କର: ସୌମ୍ୟରଂଜନ

ବ୍ରହ୍ମପୁର: କେବଳ ସଫଳ ହେଲେ ହେବ ନାହିଁ, ସମାଜରେ ଭଲ ମଣିଷ ହେବା ନିହାତି ଦରକାର। କଠିନ ପରିଶ୍ରମ ବଳରେ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ପରିଶ୍ରମ ଆଗକୁ ମଧ୍ୟ ଜାରି ରହୁ। ଏଥିପାଇଁ ‘ମ’ ଓ ‘ନ’ର ଫର୍ମୁଲା ଆପଣେଇବା ପାଇଁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ମାଟ୍ରିକ୍‌ ଟପ୍ପର ଶ୍ରେୟଶ୍ରୀ ଜେନାଙ୍କୁ ସଂବର୍ଦ୍ଧନା

ବରୀ: ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ପଂଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ସର୍ବାଧିକ ନମ୍ବର ରଖୁଥିବାରୁ ଚାରିଆଡ଼ୁ ଶୁଭେଛା ଓ ସଂବର୍ଣ୍ଣନାର ସୁଅ ଛୁଟିଛି । ଆଜି ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ଶ୍ରେୟଶ୍ରୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...