Daily Archives

May 1, 2023

ଆଇପିଏଲ : ଲକ୍ଷ୍ନୌ ଆଗରେ ୧୨୭ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୧୨୭ ରନର ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଓ ଫାଫ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ଚଳଚ୍ଚିତ୍ର ସଂଗୀତର ତାଳେତାଳେ ନାଚିଲେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଓ ତାଙ୍କର ବଲାଙ୍ଗୀର ସମକକ୍ଷ ଚଞ୍ଚଲ ରାଣା ସଙ୍ଗୀତର ତାଳେତାଳେ ନାଚିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ହୀରୋ ନଂ ୧’ର ଗୀତ ‘ସୋନା କିତନା ସୋନା ହେ...’ରେ ରାଜ୍ୟର ଦୁଇ ଯୁବ ଜିଲ୍ଲାପାଳ ଶ୍ରୀମତୀ ଦାସ ଓ ଶ୍ରୀ ରାଣା ନୃତ୍ୟ ପରିବେଷଣ କରିଛନ୍ତି। ନିଜ ବିବାହ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ କିନ୍ନରଙ୍କ ସହ ସଂସାର କରିବା ପରେ ଏବେ ଅନ୍ୟତ୍ର ବିବାହ ପ୍ରସ୍ତୁତି କରୁଛନ୍ତି ପଙ୍କଜ, ଅଭିଯୋଗ ଆଣିଲେ ଚନ୍ଦା

ପାଟ୍‌ନା: ବିହାରର ପାଟ୍‌ନାରେ ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ସ୍ବପ୍ନ ଦେଖାଇବା ପରେ ଏବେ ପଛଘୁଞ୍ଚା ଦେଇଥିବା ଅଭିଯୋଗ ହୋଇଛି। ମୁଜାଫରନଗରର ଏକ ଅକ୍ରେଷ୍ଟ୍ରାରେ ସାଙ୍ଗ ହୋଇ କାମ କରିବା ବେଳେ କିନ୍ନର ଚନ୍ଦାଙ୍କ ସହ ମୋତିପୁରର ପଙ୍କଜ ମନ୍ଦିରର‌େ ବିବାହ କରିଥିଲେ। ଦୁହେଁ ୫…
ଅଧିକ ଖବର ଦେଖନ୍ତୁ...

‘ପଖାଳ ଦିବସ’ ପାଳିଲା ଛତିଶଗଡ଼; ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ବାସି ପଖାଳର ଔଷଧୀୟ ଗୁଣ

ରାୟପୁର: ଛତିଶଗଡ ସରକାର ଅନ୍ତର୍ଜାତୀୟ ଶ୍ରମିକ ଦିବସକୁ ବୋରେ ବାସି ଅର୍ଥାତ ‘ପଖାଳ ଦିବସ’ ଭାବେ ପାଳନ କରିଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଧିକାରୀ, ପୁଲିସ କର୍ମଚାରୀ ଯବାନ ସମସ୍ତେ ଆଜି ବାସି ପଖାଳ ଦିବସରେ ସାମିଲ ହୋଇଛନ୍ତି। ନିଜର ସଂସ୍କୃତି ଓ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ହାତୀକୁ ହଇରାଣ କରିବା ମହଙ୍ଗା ପଡ଼ିଲା, ମହିଳାଙ୍କୁ ଉଠାଇ କଚାଡ଼ି ଦେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। କୌଣସି ଏକ ଜଙ୍ଗଲରେ ହାତୀ ବୁଲୁଛି। ଏହି ସମୟରେ ହାତୀ ସାମ୍ନାକୁ ଜଣେ ବିଦେଶୀ ମହିଳା ଚାଲି ଆସୁଛନ୍ତି। ଆଉ ହାତରେ କଦଳୀ କାନ୍ଦି ଧରିଛନ୍ତି। ଏଥିମଧ୍ୟରୁ ଗୋଟିଏ କଦଳୀ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ଆକ୍ଟରେ ୪ବର୍ଷ ଜେଲଦଣ୍ଡ ମିଳିବା ପରେ ରଦ୍ଦ ହେଲା ଅଫଜଲର ସଂସଦ ସଦସ୍ୟତା

ନୂଆଦିଲ୍ଲୀ: ଦଣ୍ଡ ମିଳିବା ପରେ ରଦ୍ଦ ହେଲା ସଂସଦ ସଦସ୍ୟତା। ଗ୍ୟାଙ୍ଗଷ୍ଟର ଆକ୍ଟରେ କୋର୍ଟ ୪ବର୍ଷ ଦଣ୍ଡାଦେଶ ଦେବା ପରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଭାଇ ତଥ‌ା ବହୁଜନ ସମାଜ ପାର୍ଟିର ସାଂସଦ ଅଫଜଲ ଅନସାରୀର ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଏନେଇ ଲୋକସଭା ସଚିବାଳୟ…
ଅଧିକ ଖବର ଦେଖନ୍ତୁ...

ବାତିଲ ହୋଇପାରେ ଏସିଆ କପ୍ !

ମୁମ୍ବାଇ : ବିସିସିଆଇ ଓ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ମଧ୍ୟରେ ବିବାଦ ମଧ୍ୟରେ ଚଳିତ ବର୍ଷ ଏସିଆ କପ୍ କ୍ରିକେଟ ବାତିଲ ହେବା ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନରେ ଏକ ୫ ଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଯୋଜନା କରୁଥିବା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ଟୋଲ-ଫ୍ରି ନମ୍ବରର ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ "ଅବକାଶକାଳୀନ ଗୃହକାର୍ଯ୍ୟ' ମେ’ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛିା କାର୍ଯ୍ୟକ୍ରମର…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ବର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡ଼ି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଶିଶୁ ଓ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିବାହକୁ ‘ପ୍ରେମର ବନ୍ଧନ’ ଆଖ୍ୟାଦେଇ ସମଲିଙ୍ଗୀ ବିବାହକୁ ସମର୍ଥନ କଲେ କଙ୍ଗନା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ କହିଛନ୍ତି ଯେ ଯେତେବେଳେ ଲୋକଙ୍କ ‘ହୃଦୟ ଏକ ହୋଇଥାଏ’ ସେତେବେଳେ ସେମାନଙ୍କ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବିବାହକୁ ‘ପ୍ରେମର ବନ୍ଧନ’ ବୋଲି…
ଅଧିକ ଖବର ଦେଖନ୍ତୁ...