Daily Archives

May 2, 2023

କୁଷ୍ଠପୀଡ଼ିତଙ୍କୁ ଜମିପଟ୍ଟା ଓ ବାସଗୃହ ପ୍ରଦାନ ଦାବି

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ସୁଶୀଳା ରୋହିତ୍ୟାଗୀ କୁଷ୍ଠ ସେବା ସମିତି ବ୍ୟାନରେ ଖୋର୍ଦ୍ଧା ଶାନ୍ତିଦାନ କଲୋନିର ପ୍ରାୟ ୪୦ରୁ ଊର୍ଦ୍ଧ୍ବ କୁଷ୍ଠରୋଗୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରି ସେମାନଙ୍କୁ ଜମି ପଟ୍ଟା ଓ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଗୁଜରାଟକୁ ୫ରନ୍‌ରେ ପରାସ୍ତ କଲା ଦିଲ୍ଲୀ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ୪୪ତମ ମ୍ୟାଚ୍‌ରେ ଗୁଜରାଟକୁ ୫ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ଗୁଜରାଟ ୧୩୦ ରନ୍‌ର ଲକ୍ଷ୍ୟକୁ ପିଛାକରି ୬ ୱିକେଟ ହରାଇ ୧୨୫ ରନ୍‌ କରି ପରାସ୍ତ ହୋଇଛି । ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା…
ଅଧିକ ଖବର ଦେଖନ୍ତୁ...

ଖରାପ ଫର୍ମ ପାଇଁ ପୃଥ୍ଵୀ ସ’ଙ୍କୁ ବସାଇଦେଲା ଦିଲ୍ଲୀ କ୍ୟାପିଟାଲସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସର ଓପନର୍ ପୃଥ୍ଵୀ ସ ଆଇପିଏଲ୍ ୨୦୨୩ରେ ଫ୍ଲପ୍ ହୋଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ବର୍ତ୍ତମାନ ତାଙ୍କ ପାଇଁ ଏହି ସିଜନରେ ଦଳକୁ ଫେରିବା କଷ୍ଟକର ବୋଲି କୁହାଯାଉଛି । କାରଣ ପୃଥ୍ଵୀ ସଙ୍କୁ ଯେତିକି ମ୍ୟାଚରେ ସୁଯୋଗ ଦିଆଯାଇଥିଲା, ସେ…
ଅଧିକ ଖବର ଦେଖନ୍ତୁ...

ଇଡି ଚାର୍ଜସିଟରେ ରାଘବଙ୍କ ନାଁ ଆସିବାରୁ ଫିକା ପଡ଼ିଗଲା ପରିଣୀତିଙ୍କ ମୁହଁ

ମୁମ୍ବାଇ: ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ଦୁହେଁ ସାଙ୍ଗ ହୋଇ ଅନେକ ସ୍ଥାନରେ ନଜର ଆସିବା ପରେ ଏହି ଚର୍ଚ୍ଚା ଜୋର…
ଅଧିକ ଖବର ଦେଖନ୍ତୁ...

ଶାହରୁଖଙ୍କ ଦସ୍ତଖତ ଥିବା ଜ୍ୟାକେଟ ୨ଲକ୍ଷ ଟଙ୍କାରେ ହେଲା ବିକ୍ରି

ମୁମ୍ବାଇ: ଶାହରୁଖ ଖାନ ନିଜେ ଏକ ବ୍ରାଣ୍ଡ ବୋଲି କୁହାଯାଇଥାଏ। କିଙ୍ଗ ଖାନ ଶାହରୁଖ ସିନେମା ଦୁନିଆରେ ସୁପରଷ୍ଟାର ରହିବା ସହିତ ବିଜ୍ଞାପନ ଦୁନିଆରେ ବି ତାଙ୍କର ଖୁବ ଚାହିଦା ରହିଛି। କୁହାଯାଏ ଶାହରୁଖ ‌ଯେଉଁ ସାମଗ୍ରୀକୁ ସ୍ପର୍ଶ କରି ଦିଅନ୍ତି ତାହା ଖୁବଶୀଘ୍ର ବିକ୍ରି ହୋଇଯାଇଥାଏ।…
ଅଧିକ ଖବର ଦେଖନ୍ତୁ...

ଉଡାଣ ରଦ୍ଦ କରିବା ଘଟଣାକୁ ନେଇ ଗୋଫାଷ୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଡ଼ିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଆଜି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଗୋଫାଷ୍ଟ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି | ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ ବୋଲି ଗୋଫାଷ୍ଟ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟକୁ ଇଶା ନେଇ ପହଞ୍ଚିଥିବା ବ୍ୟାଗ ଚର୍ଚ୍ଚାରେ

ମୁମ୍ବାଇ: ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ରେ ହଲିଉଡରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ନିଜ ଜଲୱା ଦେଖାଇଥିଲେ । ଏହି ତାଲିକାରେ କେବଳ ଅଭିନେତ୍ରୀ ନୁହଁନ୍ତି, ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ନିଜ ଲୁକରେ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରେ ଫାଟ; ଦୁର୍ଘଟଣାରୁ ବର୍ତ୍ତିଲା ଉତ୍କଳ ଏକ୍ସପ୍ରେସ୍

ରାଉରକେଲା: ରେଳ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଆଜି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଉତ୍କଳ ଏକ୍ସପ୍ରେସ୍‌। ଏମିତି ଘଟଣା ଘଟିଛି ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗର ସୋନୁଆ ଓ ଟୁନିଆ ଷ୍ଟେସନ ମଧ୍ୟରେ। ରେଳଧାରଣାରେ ଫାଟ ଦେଖି କର୍ମଚାରୀମାନେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ମଦ୍ୟପକୁ ନିର୍ଦ୍ଧୁମ ଛେଚିଲେ ମହିଳା

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଯିଏ ବି ମଦ୍ୟପାନ କରି ଦାଣ୍ଡରେ ବୁଲୁଛି ତାକୁ ସାବାଡ଼ କରୁଛନ୍ତି ମହିଳା। ଏମିତି ସ୍ଥିତିରେ ଗାଁ ରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ମହିଳା ମାନେ ପଣ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିରାଟ-ଗମ୍ଭୀରଙ୍କ କଳି ତୁଟାଇବେ ଶାସ୍ତ୍ରୀ? ମଧ୍ୟସ୍ଥତା ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: ବିରାଟ କୋହଲି ଓ ଗୌତମ ଗମ୍ଭୀର କ୍ରିକେଟ ଜଗତର ଦୁଇଟି ବଡ଼ ନାଁ ହୋଇଥିଲେ ବି ପଡ଼ିଆ ଭିତରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିବା ଦେଖାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...