Daily Archives

May 2, 2023

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ; ଟାଙ୍ଗିଆରେ ବାପାଙ୍କୁ ହତ୍ୟାକଲା

ରାଇରଙ୍ଗପୁର/ତିରିଂ: ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନିଜ ଜନ୍ମ କଲା ପୁଅ। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପଟକାଡ଼ିହି ଗ୍ରାମରେ। ସୂଚନା ଅନୁଯାୟୀ, ପଟକାଡିହି ଗ୍ରାମର ଗୁଡ଼ୁରା ଟୁଡୁ ସୋମବାର ବିଳମ୍ବିତ ରାତିରେ ଖାଇ ପିଇ ଶୋଇବା ସମୟରେ…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ; ଗୌହାଟିରେ ପଡ଼ିଲା ଅନନ୍ୟା-ଚଞ୍ଚଳଙ୍କ ହାତଗଣ୍ଠି

ସମ୍ବଲପୁର: ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ ଅଧିକାରୀ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେ’ ୧ ତାରିଖ ସୋମବାର ସଂଧ୍ୟାରେ ଗୌହାଟିର ଏକ ତାରକା ହୋଟେଲରେ ଉଭୟଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ମନୋବଳ ଦୃଢ଼ ରହିବ। କଥା ହେବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ‌ ବୃଷ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବାକୁ କାହାର ଲକ୍ଷ୍ୟ ଅଛି? କୁନି କୁନି ପିଲାଙ୍କୁ ପଚାରିଲେ ମୋଦୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗ ସମ୍ଭାଳିଛନ୍ତି ଓ କର୍ଣ୍ଣାଟକ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି କଲବୁର୍ଗୀରେ ରୋଡ୍ ସୋ ପୂର୍ବରୁ ପିଲାମାନଙ୍କୁ ଭେଟିଥିଲେ। ପିଲାମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଗୁଜରାଟକୁ ୧୩୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ, ମହମ୍ମଦ ସାମିଙ୍କ ୪ ୱିକେଟ୍‌ ଦଖଲ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ୪୪ତମ ମ୍ୟାଚ୍‌ରେ ଗୁଜରାଟ୍‌ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଟସ୍‌ ଜଣି ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ଅଯୋଧ୍ୟା ରାମ ମନ୍ଦିରର ପୂଜାରୀଙ୍କ ଦରମା, ଜାଣନ୍ତୁ ପ୍ରତି ମାସରେ କେତେ ମିଳିବ

ଅଯୋଧ୍ୟା: ରାମଲଲାଙ୍କ ପୂଜା କରିବାରେ ନିୟୋଜିତ ପୂଜାରୀ ଓ ସେବକଙ୍କ ପାଇଁ ଖୁସି ଖବର। ପୂର୍ବରୁ ପୂଜାରୀ ଓ ସେବକଙ୍କୁ କମ ଦରମା ମିଳୁଥିବା ଦେଇ ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସେମାନଙ୍କ ଦରମା ବଢ଼ାଇଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟ ଡକ୍ଟର…
ଅଧିକ ଖବର ଦେଖନ୍ତୁ...

ବିରିୟାନିରେ ଅସରପା! ଗ୍ରାହକଙ୍କୁ କ୍ଷତିପୂରଣ ବାବଦରେ ୨୦ ହଜାରର ତଣ୍ଡ ଗଣିବ ରେସ୍ତୋରାଁ

ହାଇଦ୍ରାବାଦ: ହାଇଦ୍ରାବାଦର ଅମୀରପେଟରେ ଥିବା ଏକ ରେସ୍ତୋରାଁରୁ ଜଣେ ଗ୍ରାହକ କିଣିଥିବା ବିରିୟାନିରୁ ଗୋଟିଏ ଅସରପା ବାହାରିଥିବା ଦେଖିବାକୁ ମିଳିଛି। ପରେ ଏହି ଘଟଣା ସଂପର୍କରେ ଗ୍ରାହକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଜିଲ୍ଲା ଖାଉଟି ବିବାଦ ନିବାରଣ କମିଶନ ସଂପୃକ୍ତ ରେସ୍ତୋରାଁକୁ…
ଅଧିକ ଖବର ଦେଖନ୍ତୁ...

ଲୁହା ରଡ଼ରେ ଆହତ ହେବାପରେ ‌ଯାତ୍ରୀ କରିଥିବା ଅଭି‌ଯୋଗର ତୁରନ୍ତ ଏଭଳି ଉତ୍ତର ଦେଲା ‌‌ରେଳବାଇ

ନୂଆଦିଲ୍ଲୀ: ଟ୍ରେନରେ ପ୍ରତିଦିନ ଲକ୍ଷଲକ୍ଷ ଲୋକଯାତ୍ରା କରିଥାଆନ୍ତି। ଯାତ୍ରା ସମୟରେ  ଯାତ୍ରୀଙ୍କୁ ଯେମିତି କୌଣସି ଅସୁବିଧା ନହେଉ ସେଥିପାଇଁ ରେଳବାଇ ବି ବିଭିନ୍ନ ପ୍ରକାର କାମ କରୁଛି ଆଉ ଆଗକୁ କରିବାକୁ ଯୋଜନା ବି ରଖିଛି। ଏଭଳି କ୍ଷେତ୍ରରେ ଯାତ୍ରା ସମୟ‌ରେ ଯାତ୍ରୀଙ୍କୁ ଯଦି…
ଅଧିକ ଖବର ଦେଖନ୍ତୁ...

ସୁଦାନରେ ସଂଘର୍ଷ: ଜନ୍ମମାଟିକୁ ଫେରିଲେ ଗୋଟିଏ ପରିବାରର ୪ ପ୍ରବାସୀ ଓଡ଼ିଆ

ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ ଖାରତୁମ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର…
ଅଧିକ ଖବର ଦେଖନ୍ତୁ...

ଏଆର୍ ରେହମାନ ସେତିକି ଗୀତ ଥାଉ, କନସର୍ଟକୁ ଅଧାରେ ବନ୍ଦ କଲା ପୁଲିସ

ପୁଣେ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନଙ୍କ କନସର୍ଟକୁ ଅଧାରୁ ବନ୍ଦ କଲା ପୁଲିସ | ଏଆର ଷ୍ଟେଜରେ ଗୀତ ଗାଉଥିବାବେଳେ ପୁଲିସ ସେଠାରେ ପହଞ୍ଚି ଗୀତ ଗାଇବାକୁ ବନ୍ଦ କରିବାକୁ କହିଥିଲା | ରବିବାର ରାତିରେ ମହାରାଷ୍ଟ୍ରର ପୁଣେରେ ଏଭଳି ଘଟଣା ଘଟିଛି | ଯେତେବେଳେ ପୁଣେରେ ଏଆର୍…
ଅଧିକ ଖବର ଦେଖନ୍ତୁ...