Daily Archives

May 3, 2023

ବିଶ୍ବ ପ୍ରେସ ସ୍ବାଧିନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସାମ୍ବାଦିକ ସଂଘର ଦାବିପତ୍ର ପ୍ରଦାନ

ରାୟଗଡା: ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଦୟାନନ୍ଦ ଖାଡ଼ାଙ୍ଗାଙ୍କ ନେତୃତ୍ବରେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଅଧିକାର ନେଇ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

କ୍ରେମଲିନ ଡ୍ରୋନ ଆକ୍ରମଣ ପରେ ରକ୍ତମୁଖା ହେଲା ରୁଷ, ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ, ୧୬ ମୃତ

କିବ୍ : ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ସଂଦିଗ୍ଧ ଡ୍ରୋନ ଆକ୍ରମଣ ପରେ ରକ୍ତମୁଖା ହୋଇଯାଇଛି ରୁଷ । ରୁଷ ପକ୍ଷରୁ ୟୁକ୍ରେନର ଖାରସେନ ସହର ଉପରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି । ଏହା ଫଳରେ ୧୬ ଜଣ ଲୋକ ନିହତ ହୋଇଛନ୍ତି ଓ ଆଉ ୨୨ ଜଣ ଆହତ ହୋଇଛନ୍ତି । ଡ୍ରୋନ ଆକ୍ରମଣ ପରେ…
ଅଧିକ ଖବର ଦେଖନ୍ତୁ...

କେଦାରନାଥରେ ପ୍ରବଳ ତୁଷାରପାତ, ଗ୍ଲାସିୟର ଫାଟିବା ଯୋଗୁଁ ରାସ୍ତା ବନ୍ଦ

ରୁଦ୍ରପ୍ରୟାଗ : କେଦାରନାଥ ଧାମରେ ପ୍ରବଳ ତୁଷାରପାତ ଯୋଗୁଁ କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଭାଙ୍ଗିଯିବାରୁ କେଦାରନାଥ ଯାତ୍ରା ମାର୍ଗ ବନ୍ଦ ହୋଇଯାଇଛି । ଯାତ୍ରା ମାର୍ଗ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଡିଏମଏକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ଲେସିୟର ଭାଙ୍ଗିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ମ୍ୟାଚ ଦେଖିବାକୁ ପହଞ୍ଚିଲେ ପରିଣୀତି ଓ ରାଘବ

ମୁମ୍ବାଇ: ନିଜ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିନୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ତେବେ ଆଜି ପରିଣୀତି ଚୋପ୍ରାଙ୍କ ଆଜିକାର ଫଟୋ ସୋସିଆଲ ମିଡିଆରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ପଂଜାବକୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୋହାଲି : ମୋହାଲିଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୬ତମ ମ୍ୟାଚରେ ପଂଜାବକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୧୫ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ୨୧୬ରନ୍‌ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ୭୫…
ଅଧିକ ଖବର ଦେଖନ୍ତୁ...

ଶିଜାନଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି, ଏବେ ‘ଖତରୋଁ କି ଖିଲାଡି’ରେ ଆସିବେ ନଜର

ମୁମ୍ବାଇ: ଶେଷ ଥର ପାଇଁ ଧାରାବାହିକ ଅଲି 'ବାବା: ଦାସ୍ତାନ-ଇ-କାବୁଲ'ରେ ନଜର ଆସିଥିବା ଟେଲି ଅଭିନେତା ଶିଜାନ ଖାନ ଏବେ ଖୁବଶୀଘ୍ର 'ଖତରୋଁ କି ଖିଲାଡି'ରେ ନଜର ଆସିବେ। କିଛି ମାସ ତଳେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଶିଜାନଙ୍କୁ ଜେଲ ଯିବାକୁ ପଡ଼ିଥିଲା। ୭୦ଦିନ ଜେଲରେ…
ଅଧିକ ଖବର ଦେଖନ୍ତୁ...

ଶିଶୁ ସମେତ ୧୦ ଜଣଙ୍କୁ ରକ୍ତାକ୍ତ କଲେ ଦୁଇ ପାଗଳ କୁକୁର

ତେନ୍ତୁଳିଖୁଣ୍ଟି: ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଏବଂ ଚିତ୍ରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ପାଗଳ କୁକୁର ଗୋଡେଇ ଗୋଡେଇ ଉଭୟ ଗ୍ରାମର ୧୦ ଜଣଙ୍କୁ କାମୁଡି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସମସ୍ତ ଆହତଙ୍କୁ ତେନ୍ତୁଳିଖୁଣ୍ଟି…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଷ୍ଟାଡିୟମରେ ଧୋନିଙ୍କୁ ଦିଆଗଲା ସ୍ୱତନ୍ତ୍ର ପୁରସ୍କାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଛି | ଏଥିପାଇଁ ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଥିଲା। ତେବେ ଆଜି ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସିଏସକେ ଅଧିନାୟକ ମହେନ୍ଦ୍ର ସିଂ…
ଅଧିକ ଖବର ଦେଖନ୍ତୁ...

ଭାରତ ଜନ୍ମିତ ଅଜୟ ବଙ୍ଗା ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ନିର୍ବାଚିତ

ନ୍ୟୁୟର୍କ : ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଅଜୟ ବଙ୍ଗା ବୁଧବାର ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  ସେ ଜୁନ ୨ରେ ଦାୟିତ୍ବ ଗ୍ରହଣ କରିବେ । ତାଙ୍କ କାର୍ଯ୍ୟକାଳ ୫…
ଅଧିକ ଖବର ଦେଖନ୍ତୁ...

ଭୋଜି ଖାଇସାରି ଘରକୁ ଫେରୁଥିଲେ; ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୩ ଆହତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବଡ଼ପୁଟ ଘାଟି ନିକଟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର…
ଅଧିକ ଖବର ଦେଖନ୍ତୁ...