Daily Archives

May 3, 2023

ପୁଲିସ ପଞ୍ଝାରେ ନକଲି ଆଧାର ରାକେଟ୍‌; ମେସିନାରୀ ଜବତ, ୩ ଗିରଫ

ବାଲେଶ୍ବର: ସାରା ରାଜ୍ୟରେ ବିଭିନ୍ନ ପ୍ରକାର ନକଲି କାରବାର ଉପରେ ଏବେ ପୁଲିସର ଧରପଗଡ଼ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲା ସେଥିରେ ଆଗରେ ରହିଛି। ନକଲି ପେଟ୍ରୋଲ-ଡିଜେଲ, ନକଲି ମଦ, ନକଲି ଔଷଧ, ନକଲି ସାର୍ଟିଫିକେଟ୍‌, ନକଲି ଚାକିରି ଆଦି ରାକେଟ୍‌ର ପର୍ଦ୍ଦାଫାଶ କରାଯିବା ପରେ ଏବେ ନକଲି…
ଅଧିକ ଖବର ଦେଖନ୍ତୁ...

ଗଂଜାମ-ଆନ୍ଧ୍ର ସୀମାନ୍ତ ବାହୁଦା ନଦୀ ଉପରେ ୧୯୨୯ରେ ନିର୍ମିତ ୯୪ ବର୍ଷର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପୋଲ ଭୁଶୁଡ଼ିଲା

ପାତ୍ରପୁର: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟରେ ଗଂଜାମ-ଆନ୍ଧ୍ର ରାଜପଥ ସଂଯୋଗ ନିମନ୍ତେ ବାହୁଦା ନଦୀ ଉପରେ ନିର୍ମିତ ୯୪ ବର୍ଷ ପୁରୁଣା ପୋଲ ଆଜି ଭୁଶୁଡ଼ିପଡ଼ିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନାମରେ ନାମିତ ଏହି ପୋଲ ୧୯୨୯ ମସିହା…
ଅଧିକ ଖବର ଦେଖନ୍ତୁ...

ଜେଲ୍ ଫେରନ୍ତା ବାହୁବଳୀ ନେତା ଆନନ୍ଦ ମୋହନ ଡେରାଡୁନ୍‌ରେ କରୁଛନ୍ତି ପୁଅର ବାହାଘର; ବୋହୂ ଆୟୁଷି ଡାକ୍ତରାଣୀ…

ପାଟନା: ଗୋପାଳଗଞ୍ଜ ଜିଲ୍ଲାପାଳ ଜି କ୍ରିଷ୍ଣେୟାଙ୍କ ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ତାଙ୍କ ପୁଅ ଚେତନ ଆନନ୍ଦଙ୍କ ବିବାହ ସମାରୋହରେ ଖୁବ ଖୁସି ଥିବାର ଦେଖିବାକୁ ମିଳିଛି। ଚେତନ ଆନନ୍ଦ ଆଜି ଉତ୍ତରାଖଣ୍ଡର ଡେରାଡୁନ୍‌ର କେନାଲ ରୋଡରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପ୍ରଥମ ଥର ଉତ୍ପାଦିତ ଷ୍ଟ୍ରବେରି ବିକି ମହିଳା ଚାଷୀଙ୍କ ୧୭ ଲକ୍ଷ ରୋଜଗାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରି ଆଦିବାସୀ ମହିଳା ଚାଷୀ ଭଲ ରୋଜଗାର କରିଛନ୍ତି। ପ୍ରଥମ ବର୍ଷରେ ଉତ୍ପାଦିତ ଷ୍ଟ୍ରବେରିକୁ ସେମାନେ ୧୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଫୁଲବାଣୀ ବ୍ଲକ୍‌ର ମିଣିଆ ଓ ତୁଡ଼ିପାଜୁ, ଫିରିଙ୍ଗିଆ ବ୍ଲକ୍‌ର କୁଟିବାରି, ଚକାପାଦ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ବଡ଼ ଡାକ୍ତରଖାନାରେ ସଫଳ ନିତମ୍ବ ଗଣ୍ଠି ପ୍ରତିରୋପଣ

ବାଲେଶ୍ବର: ଫକୀରମୋହନ ‌ଭେଷଜ ଓ ଡାକ୍ତରଖାନା ବାଲେଶ୍ବରରେ ଜଣେ ରୋଗୀଙ୍କର ସଫଳ ନିତମ୍ବ ଗଣ୍ଠି(ହିପ୍‌) ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ଏହି ଡାକ୍ତରଖାନାର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅତନୁ ମହାନ୍ତିଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର…
ଅଧିକ ଖବର ଦେଖନ୍ତୁ...

ସରିଛି ନିର୍ବନ୍ଧ, ଆସନ୍ତା ମାସରେ ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ କରଣ

ମୁମ୍ବାଇ: ଆସନ୍ତା ମାସରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ 'ପଲ ପଲ ଦିଲ କେ ପାସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା, ଫିଲ୍ମର ଗୀତଗୁଡିକ…
ଅଧିକ ଖବର ଦେଖନ୍ତୁ...

ଶୁଣିଲେନି ସରକାର ଶେଷରେ ସରକାରୀ ମଦଭାଟି ଭାଙ୍ଗିଲେ ଗାଁ ଲୋକେ

ନବରଙ୍ଗପୁର: ସରକାର ଶୁଣିଲେନି। ଶେଷରେ ସରକାରୀ ଦେଶି ମଦଭାଟି ଭାଙ୍ଗିଲେ ଗାଁ ଲୋକେ। ତାହା ବି ପୁଲିସ ଉପସ୍ଥିତିରେ ଭାଙ୍ଗିଲେ ମଦ ଭାଟି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଦାଢ଼ିଆମାଝୀଗୁଡା ସ୍ଥିତ ସରକାରୀ ଦେଶୀମଦ ଭାଟିକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ବହୁବାର ଗୁହାରି କରିବାସହ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସମୟରେ ଆଜି ସନ୍ଧ୍ୟାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼…
ଅଧିକ ଖବର ଦେଖନ୍ତୁ...

ବାଲ୍ୟବିବାହ ରୋକିଲା ଚାଇଲ୍‌ଡ ଲାଇନ୍‌, ଆର୍‌ଜିଏଚ୍‌ ‘ସଖୀ’ରେ ନାବାଳିକା କନ୍ୟା

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ କମୁନି ବାଲ୍ୟବିବାହ। ସୂଚନା ମିଳିଲେ ବିବାହ ବନ୍ଦ ହେଉଛି। ନ ହେଲେ ନାବାଳିକା ବାହା ହୋଇ ଶାଶୁଘରକୁ ଚାଲି ଯାଉଛି। ଆଜି ରାଉରକେଲା ଛେଣ୍ଡ କଲୋନିରେ ଚାଲିଥିବା ଏମିତି ଏକ ବାଲ୍ୟବିବାହକୁ ବନ୍ଦ କରିଛନ୍ତି ଚାଇଲ୍‌ଡଲାଇନ୍‌ ଟିମ୍‌। ଛେଣ୍ଡ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫୦ଟଙ୍କା ଖର୍ଚ୍ଚ କରି ରାତାରାତି କୋଟିପତି ହେଲେ ଏହି ଗରିବ ଯୁବକ

ନୂଆଦିଲ୍ଲୀ: ରାଜସ୍ଥାନର ପ୍ରତାପଗଡ଼ରେ ଜଣେ ଗରିବ ଯୁବକ ରାତାରାତି କୋଟିପତି ହୋଇଯାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି। ଗରିବ ଯୁବକ ଜଣକ ଡ୍ରିମ ୧୧ ଆଇପିଏଲରେ ଟିମ ତିଆରି କରି ୧କୋଟି ଟଙ୍କା ଜିତି ଯାଇଛନ୍ତି। ଉକ୍ତ ଯୁବକ ଜଣକ ଧରିୟାବଦ ଉପଖଣ୍ଡର ମୃଙ୍ଗଣାରେ ବସବାସ କରୁଥିବା…
ଅଧିକ ଖବର ଦେଖନ୍ତୁ...