Daily Archives

May 4, 2023

ନିର୍ମାଣ ଶ୍ରମିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

ରାୟଗଡା: ସ୍ଥାନୀୟ ଏକ ଘରୋଇ ହୋଟେଲରେ ନିର୍ମାଣ ଶ୍ରମିକ ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ସଉାପତି ନିରଞ୍ଜନ ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ନେସନାଲ୍ ଟ୍ରେଡ୍ ୟୁନିଅନ କଂଗ୍ରେସର ଜିଲ୍ଲା ସଉାପତି ଭବାନୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା କୋଲକାତା

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି କୋଲକାତା । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୭୨ ରନ୍‌ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୬୬ ରନ୍ କରି…
ଅଧିକ ଖବର ଦେଖନ୍ତୁ...

ସୀମାରେ ଶାନ୍ତି ନ ଆସିଲେ ସଂପର୍କ ସୁଧିୁରିବନି : ଚୀନ ବିଦେଶମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

ପାନାଜୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର  ନିଜର ଚୀନ୍ ପ୍ରତିପକ୍ଷ କିନ ଗାଙ୍ଗ ଙ୍କ ସହ  ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦର ସମାଧାନ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ପାଇଁ ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ସମୂହ ଇସ୍ତଫା ପ୍ରଦାନ କଲେ ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସକ

ରାୟଗଡା: ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ବାନକ୍ରମେ ଆଜି ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସମସ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତ୍ତ ମୂଳକ ଇସ୍ତଫା ରାୟଗଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଲାଣି ବିଭିନ୍ନ ରକମର ଆମ୍ବ : ଅଧିକ ଖାଇବା ଦ୍ବାରା ହୋଇପାରନ୍ତି ଏହି ସବୁ ସମସ୍ୟାର ସମ୍ମୁଖୀନ

ଗ୍ରୀଷ୍ମ କାଳରେ ଆମ୍ବ ଖାଇବାର ମଜା ହିଁ କିଛି ଅଲଗା। ଆମ୍ବ ଜୁସ୍‌ରୁ ନେଇ ପାଚିଲା ଆମ୍ବ ପର୍ଯ୍ୟନ୍ତ ସବୁର ସ୍ବାଦ ନିଆରା। ଏଥିରେ ଏ, ବି, ସି, ଇ, କେ ପରି ଭିଟାମିନ୍‌ ରହିଛି। କେବଳ ସେତିକି ନୁହେଁ, ଏଥିିରେ କପର୍‌, ପଟ୍ଟାସିୟମ୍‌ ଏବଂ ମ୍ୟାଗ୍‌ନେସିୟମ ଆଦି ମିନେରାଲ୍ସ ବି ରହିଛି। ମାତ୍ର…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀରକୁ କାନ୍ଧରେ ବସାଇ ରାସ୍ତାରେ ବୁଲୁଛି ଶିଶୁ

ନୂଆଦିଲ୍ଲୀ: କୁମ୍ଭୀର ହାବୁଡ଼ରେ ଯଦି ମଣିଷ ପଡ଼ିଯାଏ ତେବେ ଜୀବନ ନେଇ ଫେରିବା ଅସମ୍ଭବ ହୋଇଥାଏ। କାରଣ କୁମ୍ଭୀର ମଣିଷ ଉପରେ ଆଖିପିଛୁଳାକେ ଆକ୍ରମଣ କରି ଜୀବନ ନେଇ ଯାଇଥାଏ। ଏହି କ୍ରମରେ  କୁମ୍ଭୀରକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାଳକଙ୍କ କାନ୍ଧରେ…
ଅଧିକ ଖବର ଦେଖନ୍ତୁ...

ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ଗିରଫ

ମୁମ୍ବାଇ : ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଦେବା ଅଭିଯୋଗରେ ମହାରାଷ୍ଟ୍ର ଆଣ୍ଟି ଟେରରିଜିମ ସ୍କ୍ୱାଡ୍ (ଏଟିଏସ୍) ଗୁରୁବାର ପୁଣେର ଡିଆରଡିଓ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡକ୍ଟର ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି । ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ ବୈଜ୍ଞାନିକ କୁରୁଲକରଙ୍କୁ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଗରିବ ପିଲାକୁ ଭିକ ମାଗୁଥିବା ଦେଖି ମା’ ଭଳି ମୁଣ୍ଡ ଆଉଁସି ସ୍ନେହ କଲେ ମହିଳା

ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯାତାୟାତ କରୁଥିବା ବେଳେ ଅନେକ ଛୋଟ ପିଲା ଭିକ ମାଗୁଥିବା ଦେଖିବାକୁ ମିଳିଥାଏ। ଏହି ସମୟରେ କିଛି ଲୋକ ଉକ୍ତ ପିଲାଙ୍କୁ ଅଣଦେଖା କରି ପଳେଇ ଯାଉଥିବା ବେଳେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କୁ ନିଜ ସାମର୍ଥ୍ୟ ମୁତାବକ ଟଙ୍କା ଓ କିଛି ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଟିନାଙ୍କ ସହ ବ୍ରେକଅପ୍ ପରେ ଏବେ ନୁସରତଙ୍କୁ ଡେଟ୍ କରୁଛନ୍ତି ହନି ସିଂହ !

ମୁମ୍ବାଇ: ଡେଟ୍ କରୁଥିବା ନେଇ ଘୋଷଣା କରିବାର ୫ମାସ ପରେ ଅଭିନେତ୍ରୀ ଟିନା ଥଡ଼ାନୀଙ୍କ ସହ ବ୍ରେକ୍ଅପ କଲେ ପ୍ରସିଦ୍ଧ ଗାୟକ ହନି ସିଂହ। ୟୋ ୟୋ ହନି ସିଂହ ନାମରେ ପ୍ରସିଦ୍ଧ ଗାୟକ ହିରଦେଶ ସିଂହ ପତ୍ନୀ ଶାଲିନୀ ତଲବାରଙ୍କୁ ଛାଡ଼ପତ୍ର ଦେବା ପରେ ଟିନାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତର ଯୋଜନା ପ୍ରସ୍ତୁତ ଲାଗି ଭଲ ଦିନଟିଏ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବୃଷ: ଆପଣ ଆଜି ବହୁତ ସକ୍ରିୟ ରହିବେ। ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ଅଧୁରା କାର୍ଯ୍ୟ ପୂରା କରିବା ଲାଗି…
ଅଧିକ ଖବର ଦେଖନ୍ତୁ...