Daily Archives

May 4, 2023

ନୀଳକଣ୍ଠ ସାଗରର ଅଗ୍ରଗତିର ତଦାରଖ ଓ ସମୀକ୍ଷା ‌କଲେ ବିଧାୟକ

ଜୟପୁର: ୯କୋଟି ଟଙ୍କା ବ୍ୟୟରେ ସମ୍ପ୍ରତି ନୀଳକଣ୍ଠସାଗରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଏନବିସିସି ଠିକା ସଂସ୍ଥା ପକ୍ଷରୁ ଜାରି ରହିଛି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଟାଉନହଲ ପରିସରରେ ଚଳନ ଶକ୍ତି ଓ ଶ୍ରବଣଶକ୍ତି ବାଧିତ ସହାୟତା ଉପକରଣ ପ୍ରଦାନ ଆକଳନ ଶିବିରରେ…
ଅଧିକ ଖବର ଦେଖନ୍ତୁ...

ରଶ୍ମିକାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ ଶ୍ରୀନିବାସ ଦେଲେ ସ୍ପଷ୍ଟୀକରଣ

ମୁମ୍ବାଇ: ନିକଟ ଅତୀତରେ କିଛି ଇଭେଣ୍ଟରେ ଏବଂ ମୁମ୍ବାଇ ବିମାନବନ୍ଦରରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ ଅଭିନେତା ଶ୍ରୀନିବାସ ବେଲମକୋଣ୍ଡାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ 'ଛତ୍ରପତି' ସହିତ ବଲିଉଡରେ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟା ପରିଚାଳନା ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ଭାବ୍ୟ ବାତ୍ୟା ମୋଚା ପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସମ୍ମିଳନୀ କକ୍ଷର ଓସୱାନ୍ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବାତ୍ୟାର…
ଅଧିକ ଖବର ଦେଖନ୍ତୁ...

ପରିଖିତି ସରପଞ୍ଚ ଉପନିର୍ବାଚନରେ ସୂର୍ଯ୍ୟ କୁମାରିକା ବିଜୟୀ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକର ପରିଖିତି ପଞ୍ଚାୟତରେ ଗତ ୨ ତାରିଖରେ ସରପଞ୍ଚ ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଗାୟତ୍ରୀ ମାଣ୍ଡାଙ୍ଗୀ ଖୋଲା ବହି ଚିହ୍ନରେ ଲଢେଇ କରୁଥିବା ବେଳେ ନରସିଂହ ମାଣ୍ଡାଙ୍ଗୀ ମାଛ ଚିହ୍ନ ଏବଂ ସୂର୍ଯ୍ୟରାଓ କୁମାରିକା ସୂର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୧୭୨ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୭୨ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ସ୍ୱପ୍ନେଶ୍ୱର ସାହିର ପ୍ରକାଶ ବେହେରାଙ୍କ ଘରେ ଚଢ଼ାଉ କରି ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳାଙ୍କ ସହ ୫ଜଣଙ୍କୁ ଗିରଫ କରିଛି । ଗୁଇନ୍ଦା ସୂତ୍ରରୁ ବ୍ରାଉନସୁଗାର କିଣାବିକା ହେଉଥିବା ସୂଚନା ପାଇ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ ଲମ୍ବା କରିବା ପାଇଁ ମହିଳା ଆପଣାଇଲେ ଏଭଳି ଉପାୟ

‌ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରୁଥିବା ଶୁଣିବାକୁ ଓ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣିଛନ୍ତି କି ଲମ୍ବା ଗୋଡ଼ ପାଇବା ପାଇଁ ଜଣେ ଯୁବତୀ ‌କୋଟିଏରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ଆଇଏଲ୍ଏସର ବୈଜ୍ଞାନିକ ଆବିଷ୍କାର କଲେ ନୂଆ ପ୍ରୋବାୟୋଟିକ, ଶରୀରକୁ ସୁସ୍ଥ ଓ ନିରୋଗ ରଖିବ ଏହି ଉପକାରୀ…

ଭୁବନେଶ୍ବର:  ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଭୁବନେଶ୍ବରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ପକ୍ଷରୁ ଏକ ଅଭିନବ ଗବେଷଣା କରାଯାଇଛି । ପ୍ରାୟ ତିନି ବର୍ଷ ପୂର୍ବେ ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡାଙ୍କ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣାରେ ଚାରିଜଣ ମୃତକଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା…

ଭୁବନେଶ୍ବର/ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

କାଲି ରିଲିଜ୍ ହେବ ‘ଦି କେରଳ ଷ୍ଟୋରି’: ରୋକ୍‌ ଲଗାଇବାକୁ ମନା କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ: କାଲି ରିଲିଜ୍ ହେବ କିଛି ଦିନ ଧରି ବିବାଦରେ ରହିଥିବା ଫିଲ୍ମ ‘ଦି କେରଳ ଷ୍ଟୋରି’। ସୁପ୍ରିମକୋର୍ଟଙ୍କ ପରେ ରୋକ୍‌ ଲଗାଇବାକୁ ମନା କଲେ ମାଡ୍ରାସ ହାଇକୋର୍ଟ। ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ର ରିଲିଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଥମେ ସୁପ୍ରିମକୋର୍ଟରେ ଏକ ଆବେଦନ…
ଅଧିକ ଖବର ଦେଖନ୍ତୁ...