Daily Archives

May 5, 2023

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ଯୋଗଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର: ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ସମୟରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ହେଲିପ୍ୟାଡ଼ରେ ଅବତରଣ କରିଥିଲେ। ସେଠାରେ ଝାଡ଼ଖଣ୍ଡ ପରିବହନ…
ଅଧିକ ଖବର ଦେଖନ୍ତୁ...

ନିଆରା ଜନ୍ମଦିନ; ୩୭ ୟୁନିଟ ରକ୍ତ ସଂଗୃହୀତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଦଳପୁର ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ରକ୍ଥଦାତା ଓ ପ୍ରବର୍ତ୍ତକ ଫୋରମ୍ ଏବଂ ସମ୍ବାଦ- ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରକ୍ତ ଭଣ୍ଡାର ଅଧିକାରୀ ଫକୀର…
ଅଧିକ ଖବର ଦେଖନ୍ତୁ...

ଚୀନ ସହ ସଂପର୍କ ସ୍ବାଭାବିକ ହେବ ନାହିଁ, ଯେପର୍ଯ୍ୟନ୍ତ…: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି। ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେଇ ସେ କହିଛନ୍ତି ଯେ ଭାରତ-ଚୀନ ସମ୍ପର୍କ ସ୍ୱାଭାବିକ ନୁହେଁ। ଏବଂ ସୀମାରେ ଶାନ୍ତି ନ ହେବା ପର୍ଯ୍ୟନ୍ତ ସେମାନେ…
ଅଧିକ ଖବର ଦେଖନ୍ତୁ...

କେବଳ ଡାହାଣ ପାଦର ୨୦୦ଟି ଜୋତା ଚୋରି କଲେ ଚୋର

ଲିମା: ଆପଣ ତ ଅନେକ ସମୟରେ ଟିଭି ପରଦାରେ ଚୋରିର ଅନେକ ଭିଡିଓ ଦେଖିଥିବେ | ସେହିପରି ସିସିଟିଭିରେ ରେକର୍ଡ ହୋଇଥିବା ଅନେକ ଚୋରି ଘଟଣାର ଫୁଟେଜ ମଧ୍ୟ ଦେଖିଥିବେ | ତେବେ ଆଜି ଆମେ ଏମିତି ଏକ ଚୋରି ବାବଦରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ପେରୁର ହୁଆଙ୍କାୟୋ…
ଅଧିକ ଖବର ଦେଖନ୍ତୁ...

୩୫ବର୍ଷ ଧରି ଲିଭ-ଇନରେ ରହିବା ପରେ ପାର୍ଟନରଙ୍କୁ ଦେଲେ ଏଭଳି ସରପ୍ରାଇଜ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ୩୫ବର୍ଷ ଧରି ଲିଭ-ଇନରେ ରହିବା ପରେ ଏବେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏତେ ବର୍ଷ ହୋଇଯାଇଥିଲେ ବି ଦୁହିଁଙ୍କ ମଧ୍ୟରେ ପ୍ରେମ କମ ହୋଇନାହିଁ ତାହାକୁ ଜଣାଇବାକୁ…
ଅଧିକ ଖବର ଦେଖନ୍ତୁ...

କେଉଁଠି ଲେଖା ହୋଇଛି ଯେ କେବଳ ବିଜେପିକୁ ଭୋଟ ଦେଉଥିବା ଲୋକ ହିନ୍ଦୁ : ଗେହଲୋଟ୍

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ବିଜେପିକୁ ଯିଏ ଭୋଟ୍ ଦେବ ସେ ହିନ୍ଦୁ ହେବ ବୋଲି କେଉଁଠି ଲେଖା ଯାଇଛି। ଏଥିସହିତ ଗେହଲଟ ଯୁବକମାନଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ବିକାଶ ଚାହୁଁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଉପକନିଷ୍ଠ ମହିଳା ହକି: ମହାରାଷ୍ଟ୍ର, କର୍ଣ୍ଣାଟକର ବୃହତ୍‌ ବିଜୟ

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବି ଗୋଲ୍‌ ବର୍ଷା ଜାରି ରହିଛି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ୫୧ଟି ଗୋଲ୍‌ ଦେଖିବାକୁ ମିଳିଥିବାବେଳେ ଆଜି…
ଅଧିକ ଖବର ଦେଖନ୍ତୁ...

ଆମ୍ବ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ଜଳିଗଲା ପିକ୍‌ଅପ୍‌

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟରକୁ ଆମ୍ବ ବୋଝେଇ ପିକ୍‌ଅପ୍‌ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପିକ୍‌ଅପଟି ଜଳି ପାଉଁଶ ହୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ହାଇସ୍କୁଲ ଛକ ଠାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ମାଲିକ ସଂଘ ନିର୍ବାଚନ: ୟାଲା କୋଣ୍ଡା ରାଓଙ୍କୁ ସଭାପତି ମୁକୁଟ

ରାୟଗଡା: ଦୀର୍ଘଦିନ ଧରି ରାୟଗଡା ଟ୍ରକ ମାଲିକ ସଂଘରେ ଲାଗିଥିବା ବିବାଦ ଶେଷରେ ଥମିଛି। ଟ୍ରକ ମାଲିକ ସଂଘରେ ଗତ କିଛିଦିନ ହେଲା ସଂଘର ପରିଚାଳନାକୁ ନେଇ ବିବାଦ ଉପୁଜିଥିଲା। ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ନାମରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହାପରେ ସଂଘକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ବିନା ଆଶାବାଡିରେ ଚାଲିଲେ ଋଷଭ ପନ୍ତ

ମୁମ୍ବାଇ: ଟିମ୍ ଇଣ୍ଡିଆର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦୁର୍ଘଟଣା ପରେ ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛନ୍ତି | ସେ ଗତ ସପ୍ତାହରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଅପଡେଟ୍…
ଅଧିକ ଖବର ଦେଖନ୍ତୁ...