Daily Archives

May 5, 2023

ଆଇପିଏଲ : ରାଜସ୍ଥାନକୁ ୯ ଓ୍ବିକେଟରେ ହରାଇଲା ଗୁଜରାଟ

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୪୮ତମ ମ୍ୟାଚରେ ରାଜସ୍ଥାନକୁ ୯ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ  ଟାଇଟନ୍ସ।  ଗୁଜରାଟ  ଆଗରେ ୧୧୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ୧୩.୫ ତମ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ…
ଅଧିକ ଖବର ଦେଖନ୍ତୁ...

ଜବତ ଗଞ୍ଜେଇକୁ ନଷ୍ଟ କଲା ଜିଲ୍ଲା ପୁଲିସ

ରାୟଗଡା: ରାୟଗଡା ଜିଲ୍ଲା ଡ୍ରଗସ୍ ଡିସପୋଜାଲ କମିଟି ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ଥାନାର ୩୦ଟି ଗଞ୍ଜେଇ କେସରେ ଜବତ ହୋଇଥିବା ଗଞ୍ଜେଇକୁ ପୁଲିସ ପୋଡି ନଷ୍ଟ କରି ଦେଇଛି। ଜିଲ୍ଲାର ୩୦ଟି ଗଞ୍ଜେଇ କେସରେ ପ୍ରାୟ ୨୮୮୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇକୁ କୋର୍ଟରେ ହାଜର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ସାବଧାନତାର ସହ ଯାନ ଚଳାନ୍ତୁ। ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ। ବୃଷ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ମିଳିବ।…
ଅଧିକ ଖବର ଦେଖନ୍ତୁ...

ମାନସିକ ପୂରଣ ହେବାରୁ ସୀମାଞ୍ଚଳମ୍‌ରେ ୧୫ ହଜାର ନଡ଼ିଆ ଭାଙ୍ଗିଲେ ଓଡ଼ିଆ ବିଧାୟକ

ସୋରଡ଼ା: ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ରେ ଶ୍ରୀ ବରାହଲକ୍ଷ୍ମୀ ନାରାୟଣ ସ୍ବାମୀଙ୍କ ଠାରେ ୧୫ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି ଗଂଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସେ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରାୟ ୧୪୦୦୦ରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜରାଟ ଆଗରେ ୧୧୯ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୪୮ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ରାଜସ୍ଥାନ ରାୟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖି ଡ଼ରାଇବାରୁ ପୁଲିସ ସାମ୍ନାରେ ସ୍ୱାମୀଙ୍କ ଗୁମର ଖୋଲିଦେଲେ ପତ୍ନୀ

ନୋଏଡା: ପତ୍ନୀଙ୍କୁ ସବୁବେଳେ ବନ୍ଧୁକ ଦେଖାଇ ଧମକ ଦେବା ଜଣେ ସ୍ୱାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ପତ୍ନୀ ଜଣକ ସ୍ୱାମୀଙ୍କ ବନ୍ଧୁକ ଗୁମର ଖୋଲିଦେବାରୁ ଏବେ ତାଙ୍କୁ ପୁଲିସ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ନୋଏଡା ସେକ୍ଟର -୧୨୧ କ୍ଲୋ କାଉଣ୍ଟି ସୋସାଇଟିରେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ

ଭଞ୍ଜନଗର: ମୃତ୍ୟୁ ପରେ ନିଜର ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଅମର ହୋଇଯାଇଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠ ବାଉଁଶଲୁଣ୍ଡି ଗ୍ରାମର ଶ୍ୟାମବାବା ପାତ୍ର(୮୫)। ତାଙ୍କ ଦେହାନ୍ତ ପରେ ତାଙ୍କର ସନ୍ତାନ ମାନେ ବାପାଙ୍କ ଇଚ୍ଛା ମୁତାବକ ୨ ଟି ଆଖିକୁ ଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇ ଆଣ୍ଠେଇ ଭୋଟ ମାଗୁଛନ୍ତି ଗରିବ ପ୍ରାର୍ଥୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ପୌର ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ଆଣ୍ଠେଇ ଆଣ୍ଠେଇ ଲୋକଙ୍କୁ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଗତକାଲି ପୌର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଭିନ୍ନଭିନ୍ନ ଶୈଳୀ ଆପଣାଇ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଇରଙ୍ଗପୁର: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ରାଇରଙ୍ଗପୁରରେ କଳା ପତାକା ପ୍ରଦର୍ଶନ କରାଯାଇଛି। ଡାଣ୍ଡବୋଷ ଗ୍ରାମକୁ ଗସ୍ତରେ ଆସିଥିଲେ। ତେବେ ଆଜି ଅଲଚିକି ଲିପିର ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି କି? ଏହି ୬ଟି କଥା ନିଶ୍ଚୟ ମାନନ୍ତୁ

ଧ୍ୟାନ ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କଲେ ମଣିଷ ଶରୀରରେ ହାର୍ଟ ଆଟାକ୍‌ର ସମ୍ଭାବନା ହ୍ରାସ ପାଇଥାଏ ବୋଲି ଆମେ ଜାଣନ୍ତି। ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ନିଜ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ବି…
ଅଧିକ ଖବର ଦେଖନ୍ତୁ...