Daily Archives

May 6, 2023

ଓଡ଼ିଆ ନାମଫଳକ: ଶ୍ରମ ବିଭାଗର ଚଢ଼ଉ, ୩୦ ଦୋକାନକୁ ନୋଟିସ୍‌ ଜାରି

ଜୟପୁର: ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ହେଟେଲ ଆଦିରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏହାକୁ ନେଇ ଜିଲ୍ଲାପ୍ରଶାସନ, ଶ୍ରମବିଭାଗ ଓ ଚାମ୍ବର ଅଫ କମର୍ସ ପକ୍ଷରୁ ମିଳିତ ଭାବେ ବୈଠକ କରି ଏହି ନିର୍ଦେଶନାମାକୁ ପ୍ରଚାର ଓପ୍ରସାର କରିବାକୁ କୁହାଯାଇଥିଲା। ଚାମ୍ବର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ : ଏହି କାରଣରୁ କଂଗ୍ରେସକୁ ନୋଟିସ ଜାରି କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଖବରକାଗଜରେ ପ୍ରକାଶିତ 'ଦୁର୍ନୀତି ଦରତାଲିକା' ବିଜ୍ଞାପନକୁ ନେଇ ନିର୍ବାଚନ ଆୟୋଗ କଂଗ୍ରେସର କର୍ଣ୍ଣାଟକ ୟୁନିଟ୍କୁ ନୋଟିସ୍ ଜାରି କରିବା ସହ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ରବିବାର ସନ୍ଧ୍ୟା ସୁଦ୍ଧା  ପ୍ରମାଣ ପ୍ରଦାନ କରିବାକୁ କହିଛନ୍ତି। ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ଟାଇଟାନ୍ସକୁ ଝଟକା, ନିଜ ଦେଶକୁ ପଳାଇଲେ ଏହି ଖେଳାଳି

ମୁମ୍ବାଇ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ୧୬ତମ ସିଜିନରେ ଗୁଜୁରାଟ ଟାଇଟାନ୍ସ ଏପର୍ଯ୍ୟନ୍ତ ବହୁତ ଭଲ ପ୍ରଦର୍ଶନ କରିଛି | ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ୧୦ଟି ମ୍ୟାଚ ମଧ୍ୟରୁ ୭ଟି ଜିତିଥିବାବେଳେ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି | କିନ୍ତୁ ଗୁଜୁରାଟକୁ ଏବେ ଝଟକା ଲାଗିଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ବାଙ୍ଗାଲୋରକୁ ୭ ୱିକେଟରେ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୦ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ ପରାସ୍ତ କରିଛି। ବାଙ୍ଗାଲୋରର ୧୮୨ ରନର ଟାର୍ଗେଟକୁ ପିଛା କରି ଦ୍ବିତୀୟ ପାଳିରେ ଦିଲ୍ଲୀ ୩ ୱିକେଟ ହରାଇ ୧୬.୪ ଓଭରରେ ୧୮୭…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରେ ଭଲ ରୋଜଗାର କରିଛି ‘ଦି କେରଳ ଷ୍ଟୋରି’; ‘କାଶ୍ମୀର ଫାଇଲ୍ସ’ ପଡ଼ିଲା ପଛରେ

ଭୋପାଳ: ଗତ ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ବକ୍ସ ଅଫିସ୍‌ରେ ଧମାକା କରିଛି। ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମୁକ୍ତ କରିଥିବା ‘ଦି କେରଳ ଷ୍ଟୋରି’ ବିବାଦ ମଧ୍ୟରେ ରିଲିଜ୍‌ ହୋଇଛି ଓ ରିଲିଜ ପରେ ଫିଲ୍ମଟିକୁ ବହୁ ଗ୍ରହଣୀୟତା ବି ମିଳିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

କାଜୁତୋଟାରେ ମହିଳାଙ୍କୁ ପଥ‌ର ଛେଚି ହତ୍ୟା

ଗଂଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସାନରାମଚନ୍ଦ୍ରପୁର ପଞ୍ଚାୟତର ଜହମି ଗ୍ରାମର ଏକ କାଜୁତୋଟାରେ ଆଜି ସଂଧ୍ୟାରେ ଜନୈକା ମହିଳାଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଭଗବାନ ନାହାକଙ୍କ ପତ୍ନୀ ପୁନି ନାହାକ(୬୦)। ହତ୍ୟା ପରେ ଦୁର୍ବୃତ୍ତ ଜଣକ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ବସ୍‌ ହକର୍‌ଙ୍କୁ ହତ୍ୟା

ବ୍ରହ୍ମପୁର: ଫାଷ୍ଟଗେଟ୍ ଡୁଡୁମା କଲୋନି ନିକଟ ଆଚାର୍ଯ୍ୟ ବିହାର ଅଂଚଳରେ ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ବଜାର ଏବଂ ସଦର ଥାନା ପୁଲିସ ସେଠାରେ ‌ପହଁଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଶବକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସେ…
ଅଧିକ ଖବର ଦେଖନ୍ତୁ...

ନାଗିରକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି: ପ୍ରଧାନ ବିଚାରପତି

କଟକ: ‌ସବୁ ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଅତୀକ ପରେ ମୁଖତାର ଅନସାରି ? ହତ୍ୟା ମାମଲାରେ ମେ ୧୭ରେ ଆସିବ କୋର୍ଟ ରାୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ମାଫିଆ ମୁଖତାର ଅନସାରି ବିରୋଧରେ ଆସନ୍ତା ମେ ୧୭ ତାରିଖରେ ରାୟ ଶୁଣାଇବେ କୋର୍ଟ । କପିଳ ଦେବ ସିଂ ହତ୍ୟା ମାମାଲାରେ ଏହି ରାୟ ଆସିବ । ମୁଖତାର ଅନସାରୀ କରନ୍ଦାର ସାବୁଆରେ ରହୁଥିବା କପିଲ ଦେବ ସିଂହଙ୍କ ହତ୍ୟା ଏବଂ ମହମ୍ମଦାବାଦର ମୀର ହାସନଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଅର ମୃତ୍ୟୁ ପରେ ସମ୍ପତ୍ତି ଉପରେ ମା ନା ସ୍ତ୍ରୀ, କାହାକୁ ମିଳିଥାଏ ଅଧିକ ଅଧିକାର?

ଭୁବନେଶ୍ୱର: ଆଜିକାଲି ଆପଣ ଅନେକ ସମୟରେ ଦେଖିଥିବେ ଯେ କୌଣସି ପୁଅର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଦେଖାଯାଇଥାଏ | ଏହି ସମ୍ପତ୍ତି ଉପରେ କାହାର ଅଧିକାର ଅଛି ତାହାକୁ ନେଇ ତର୍କବିତର୍କ ମଧ୍ୟ ହୋଇଥାଏ | ଯଦି ପୁଅ ମରିଯାଏ, ତେବେ ସମ୍ପତ୍ତି ଉପରେ ମା'ଙ୍କର ଅଧିକାର ଥାଏ କି?…
ଅଧିକ ଖବର ଦେଖନ୍ତୁ...