Daily Archives

May 6, 2023

ଷ୍ଟାଡିୟମରେ ଧୋନିଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଲେ ନୟନତାରା

ଚେନ୍ନାଇ: ଦକ୍ଷିଣ ଭାରତର ତାମିଲ, ତେଲୁଗୁ ଓ ମାଲୟାଲମ ଚଳଚ୍ଚିତ୍ର ଶିଳ୍ପରେ ଅଭିନେତ୍ରୀ ନୟନତାରାଙ୍କର ଏକପ୍ରକାର ରାଜୁତି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଦିନରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତେବେ ଆଜି ଆଇପିଏଲ୍ ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ଖମ୍ବେଶ୍ୱରୀଙ୍କ ମଣ୍ଡେଇ ଯାତ୍ରାରେ ଦେବୀ ପୀଠ ରକ୍ତ ରଞ୍ଜିତ

ଚନ୍ଦାହାଣ୍ଡି: ପାନାବେଡାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ବରୀଙ୍କ ମଣ୍ଡେଇ ଯାତ୍ରାର ପ୍ରଥମ ଦିନ ଦେବୀଙ୍କ ଆସ୍ଥାନ ନିକଟରେ ଶହଶହ ମନସ୍କାମନା ଧାରି ଛାଗ କୁକୁଡ଼ା ଆଦି ବଳି ଦେଇ ଥିବାରୁ ମାଁଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି। ପାନାବେଡା ଅଞ୍ଚଳ ପୂର୍ବରୁ ଖଡ଼ିଆଳ ରାଜାଙ୍କ ଶାସନାଧୀନ ରହିଥିଲା…
ଅଧିକ ଖବର ଦେଖନ୍ତୁ...

ଏହି ତାରିଖରେ ରିଲିଜ୍ ହେବ ‘ଆଦିପୁରୁଷ’ର ଟ୍ରେଲର୍‌, ରାମାୟଣ କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହିତ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍‌ ଉତ୍ସୁକ ଅଛନ୍ତି। ଏହାରି ଭିତରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବହୁଦିନର ଆଶା ପୂରଣ ହେବ। ମଙ୍ଗଳ ଓ ବୁଧବାର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। ଗୁରୁ ଓ ଶୁକ୍ରବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ଶନିବାର: ଭଲ ଖବର ପାଇବେ। ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଣି ମାଓ ପୋଷ୍ଟର

ତୁମୁଡ଼ିବନ୍ଧ: କିଛି ଦିନରେ ନିରବତା ପରେ କନ୍ଧମାଳରେ ପୁଣି ଲାଲବାହିନୀ ଉପସ୍ଥିତି ଜାହିର କରିଛି। ଆଜି ବେଲଘର-ମାତୃଗାଁ ରାସ୍ତା ଗୁମା ଛକ ନିକଟସ୍ଥ ଗୁଚୁକା ଠାରେ ଶୁଖିଲା ଗଛ କାଟି ରାସ୍ତାରେ ପକାଇ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ ସିପିଆଇ (ମାଓବାଦୀ) ପୂର୍ବ ସବ୍‌ଜୋନାଲ ବ୍ୟୁରୋ ବୋଲି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟରକୁ ପଛରୁ ପିଟିଲା ବାଇକ୍, ଘଟଣାସ୍ଥଳରେ ୨ ମୃତ

ବୈପାରିଗୁଡା: ରାସ୍ତାକଡ଼ରେ ପଥର ବୋଝେଇ ଟ୍ରାକ୍ଟର ଠିଆ ହୋଇଥିବା ବେଳେ ପଛରୁ ଯାଇ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କେନ୍ଦୁଗୁଡାର ପ୍ରହଲ୍ଲାଦ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୮୨ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୦ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଓପନ କରିଥିବା ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ଉପହାର ପାଇଥିବା ଆଇଫୋନରେ ହିଁ ଉମେଶଙ୍କ ଲୋକେସନ ବାବଦରେ ସୂଚନା ଦେଇଥିଲା ଅତିକଙ୍କ ଓକିଲ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାଫିଆ ଅତିକ ଅହମ୍ମଦର ଓକିଲ ଖାନ ସୌଲତ ହନିଫ ଆଜି ଏକ ବଡ ଖୁଲାସା କରିଛି | ପୁଲିସ ରିମାଣ୍ଡରେ ପଚରାଉଚରା ବେଳେ ହନିଫ କହିଛି ଯେ ଏହି ଗୁଳିକାଣ୍ଡ ପଛରେ ତାହାର ମଧ୍ୟ ସମ୍ପୃକ୍ତି ଥିଲା | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁସ୍ଥତାରୁ ନେଇ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ଗୋଟାଏ : ମନ ଖୋଲି ହସନ୍ତୁ, ଦୂରେଇ ଯିବ ବହୁ…

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏକ ଏପରି ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ। ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ…
ଅଧିକ ଖବର ଦେଖନ୍ତୁ...

ଭୋକିଲା ରହି, ନିଜର ଚିକିତ୍ସା ନକରି ପୁଅକୁ ଟଙ୍କା ଦେଉଥିଲେ ରିକ୍ସା ଚାଳକ; ଏବେ ଆଇଏଏସ୍‌ ବନି ସମ୍ମାନ ରଖିଲେ…

ନୂଆଦିଲ୍ଳୀ: କଥାରେ ଅଛି ଯେଉଁଠାରେ କିଛି କରିବାର ଇଚ୍ଛା ଥାଏ, ସେଠାରେ ଉପାୟ ମନକୁ ଆସେ ।  ଆଇଏଏସ୍ ଗୋବିନ୍ଦ ‌ଜୈଶୱାଲ୍‌ ଏହାକୁ ସତ୍ୟ ବୋଲି ପ୍ରମାଣ କରି ଦେଇଛନ୍ତି। ଅନେକ ଅସୁବିଧା ପରେ ବି ଗୋବିନ୍ଦ ସମ୍ପୂର୍ଣ୍ଣ ସାହସ ଏବଂ ନିଷ୍ଠା ସହିତ ଶେଷରେ ନିଜେ ଦେଖିଥିବା ସ୍ବପ୍ନକୁ ପୂରା କରି…
ଅଧିକ ଖବର ଦେଖନ୍ତୁ...