Daily Archives

May 8, 2023

ଜୟପୁର-ନବରଙ୍ଗପୁର ରେଳପଥ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

ଜୟପୁର: ଆଜି ଜୟପୁର ବ୍ଲକର ଜୟନ୍ତଗିରୀ ଠାରେ ଜୟପୁର-ନବରଙ୍ଗପୁର ରେଳପଥ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ସୂରଜ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜୟନ୍ତଗିରୀ ରାଜସ୍ବ ସର୍କଲ ଅଞ୍ଚଳରୁ ଶହେ ଏକର ଜମି ଅଧିଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଆତଙ୍କ ମଧ୍ୟରେ ଆନନ୍ଦ ! ମଣିପୁର ହିଂସାକାଣ୍ଡ ସମୟରେ ଉଦ୍ଧାର ଗର୍ଭବତୀ ମହିଳା ସେନା ଶିବିରରେ ଜନ୍ମଦେଲେ ଶିଶୁପୁତ୍ର

ଇମ୍ଫାଲ: ମଣିପୁରରେ ଅଣ-ଆଦିବାସୀଙ୍କ ଆଦିବାସୀ ମାନ୍ୟତା ଦାବି ବିରୋଧରେ ହିଂସାକୁ ନେଇ ଅଣାୟତ୍ତ ସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳରେ ହିଂସା ଥମିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଭାରତୀୟ ସେନା ଓ ଆସାମ ରାଇଫଲ୍‌ସ ଯବାନଙ୍କୁ ଶାନ୍ତିରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆଉ ଏହି…
ଅଧିକ ଖବର ଦେଖନ୍ତୁ...

ବିସିସିଆଇକୁ ଚ୍ୟାଲେଞ୍ଜ୍ କରିବା ମହଙ୍ଗା ପଡ଼ିଲା… ପାକିସ୍ତାନ ବଦଳରେ ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ୍

ମୁମ୍ବାଇ : ଯାହା ଜଣାପଡ଼ୁଛି ଏସିଆ କପ୍ ଆୟୋଜନ ପ୍ରସଙ୍ଗରେ ବିସିସିଆଇକୁ ଚ୍ୟାଲେଞ୍ଜ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି । କାରଣ ଏସିଆ କପ୍ ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବାର ସମ୍ଭାବନା ଦେଖାଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରୀଲଙ୍କାକୁ ଏସିଆ କପ୍ ଆୟୋଜନ ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠା ଦିବସ ପାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଶୋଭନୀୟ ଆନ୍ଦୋଳନର ୬୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହା ସହିତ ଶୋଭନୀୟ ଆନ୍ଦୋଳନର ସଂସ୍ଥାପକ ପୂଜ୍ୟ କୁମାର ଭାଇଙ୍କର ୭୬ତମ ଜୟନ୍ତୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ସମାବେଶରେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଅଧ୍ୟାୟ ପାଇଁ ଏତେ ଟଙ୍କା ନେଉଛନ୍ତି ଅନୁପମାର ମୁଖ୍ୟ ଅଭିନେତ୍ରୀ ରୂପାଲି

ମୁମ୍ବାଇ: ଧାରାବାହିକ ଅନୁପମା ବର୍ତ୍ତମାନ ଟିଆରପି ରେସରେ ୧ନଂରେ ରହିଛି। ଏଥିସହିତ ଧାରାବାହିକର ଚରିତ୍ରମାନେ ମଧ୍ୟ ଦର୍ଶକଙ୍କ ଉପରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ଧାରାବାହିକ ଆରମ୍ଭ ହେବା ପୂର୍ବରୁ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିବ କି ନାହିଁ ବୋଲି ନିର୍ମାତା ଚିନ୍ତାରେ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଜିପିଏସ୍ ବତାଉଥିବା ରାସ୍ତାରେ ଯାଉ ଯାଉ ସମୁଦ୍ର ଭିତରେ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଗାଡି ଚଳାଇବା ସମୟରେ ସଠିକ୍ ରାସ୍ତା ଅନୁସରଣ କରିବା ଉଦ୍ଦେଶ୍ୟରେ ଜିପିଏସ୍ ବ୍ୟବହାର କରିଥାନ୍ତି। ଜିପିଏସ୍ ସବୁବେଳେ ସଠିକ ରାସ୍ତା ଦେଖାଇ ନଥାଏ ଆଉ ଏହା ଦ୍ୱାରା ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ। କେଉଁଠାରେ ରାସ୍ତା ନଥାଏ ତ ଆଉ କେଉଁଠାରେ ରାସ୍ତା…
ଅଧିକ ଖବର ଦେଖନ୍ତୁ...

୨୦୨୭ ସୁଦ୍ଧା ବଡ଼ ସହରରେ ଡିଜେଲ ଗାଡ଼ି ନିଷିଦ୍ଧ କର : ପେଟ୍ରୋଲିୟମ ମନ୍ତ୍ରାଳୟ କମିଟିର ସୁପାରିଶ

ନୂଆଦିଲ୍ଲୀ : ଆଗାମୀ ଦିନରେ ଡିଜେଲ ଚାଳିତ କାର୍ ଓ ଏସୟୁଭି ଉପରେ କଟକଣା ଲଗାଯାଇପାରେ। ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଏନର୍ଜି ଟ୍ରାଞ୍ଜିସନ ଆଡଭାଇଜରି କମିଟି ଏହାର ଚୂଡ଼ାନ୍ତ ରିପୋର୍ଟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୨୦୨୭ ସୁଦ୍ଧା ଡିଜେଲ ଚାଳିତ କାର୍ ଏବଂ ଏସୟୁଭି ଉପରେ…
ଅଧିକ ଖବର ଦେଖନ୍ତୁ...

ପୁଷ୍ପା-୨ ପାଇଁ ପ୍ରସ୍ତୁତି: ସୁଟିଂ ଲାଗି ମାଲକାନଗିରିରେ ପହଞ୍ଚିଲା ଲାଲ ଚନ୍ଦନକାଠ

ମାଲକାନଗିରି: ବେଶ୍ ଲୋକପ୍ରିୟ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ‘ପୁଷ୍ପା ଦ ରାଇଜ’ ଦ୍ବିତୀୟ ଭାଗ ‘ପୁଷ୍ପା ଦ ରୁଲ୍’ ମାଲକାନଗିରି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି। ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଷ୍ପା-୨ ପାଇଁ କୃତିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି। ନଦୀ କୂଳରେ ସେହି ଚନ୍ଦନ…
ଅଧିକ ଖବର ଦେଖନ୍ତୁ...

ଗୁଡ଼ୁମ ବ୍ୟାଙ୍କ ଅଫ ବରୋଦା ଶାଖା ଡକାୟତି ମାମଲା, ୨ ଗିରଫ

ଖୋର୍ଦ୍ଧା: ଗତ ୩ ମାସ ମଧ୍ୟରେ ଖୋର୍ଦ୍ଧା ସଦର ଥାନା ଅଧୀନ ଅଂଚଳରେ ୩ଟି ବ୍ୟାଙ୍କ ଡକାୟତି ଓ ଏଟିଏମ୍ ଲୁଟ ଘଟଣା ଘଟିଛି। ବଣିଆ ଟାଙ୍ଗୀ ଠାରେ ଥିବା ଏସ୍ବିଆଇ ଓ ୟୁନିଅନ୍ ବ୍ୟାଙ୍କ ଏଟିଏମ୍ ଲୁଟ ମାମଲାର ଅଭିଯୁକ୍ତଙ୍କ ନିକଟରେ ଏଯାଏଁ ପୁଲିସ ପହଂଚିବାରେ ସକ୍ଷମ ହୋଇପାରିନଥିବା ବେଳେ ଏପ୍ରିଲ୍…
ଅଧିକ ଖବର ଦେଖନ୍ତୁ...