Daily Archives

May 8, 2023

ସୀମାନ୍ତରେ ଗୁଳିବିନିମୟ: ଯବାନ ଗୁଳିରେ ମାଓବାଦୀ ଦମ୍ପତି ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲ ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ସୋମବାର ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିୟମ ହୋଇଛି। ଯବାନମାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ଦମ୍ପତି ନିହତ ହୋଇଛନ୍ତି। ମୃତ୍ୟୁ ହୋଇଥିବା ମାଓବାଦୀ ହେଲେ ୮ ଲକ୍ଷ ପୁରସ୍କାର ଘୋଷିତ…
ଅଧିକ ଖବର ଦେଖନ୍ତୁ...

ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ : ଅମିତ ଶାହା

ବେଙ୍ଗାଲୁରୁ : ଦେଶରେ ମୁସଲମାନ ସଂରକ୍ଷଣକୁ ନେଇ ବିତର୍କ ଚାଲିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଛି, ଯାହା ରାଜ୍ୟରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଏବେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ଭିଡ଼ିଓ ଭାଇରାଲ ଘଟଣା ନିଳମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ

ବୈପାରିଗୁଡା: ଜନୈକ ଠିକାଦାରଙ୍କ ଠାରୁ କାମ ବିଲ୍ କରାଇଦେବା ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ମୂଷାପଦର…
ଅଧିକ ଖବର ଦେଖନ୍ତୁ...

ଚାକିରି ଆଳରେ ଲକ୍ଷାଧିକା ଟଙ୍କା ଠକେଇ ଘଟଣାର ତଦନ୍ତ ଆରମ୍ଭ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ଥାନାରେ ୬୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୋମବାର ପୂର୍ବାହ୍ନରେ ଏସଡିପିଓ ବିକାଶ କୁମାର ବେଉରାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ ଗଠନ କରାଯାଇ ଗ୍ଲୋବାଲ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଉପରେ ଚଢଉ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ମନକୁ ଶାନ୍ତି ମିଳିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ତଦାରଖ କରି ନିଅନ୍ତୁ। ପ୍ରିୟଜନଙ୍କର ପ୍ରେମ ଓ ସହଯୋଗ ଉଭୟ ପାଇବେ। ବୃଷ: ବ୍ୟବସାୟ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ସୁଯୋଗ ପାଇବେ।…
ଅଧିକ ଖବର ଦେଖନ୍ତୁ...

ନୱାଜଙ୍କୁ କ୍ଷମା ମାଗିବା ସହ ସବୁ ଭୁଲି ନୂଆ ଜୀବନ ଆରମ୍ଭ କରିବାକୁ କହିଲେ ଆଲିଆ

ମୁମ୍ବାଇ: କିଛି ମାସ ହେଲାଣି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତା ତାଙ୍କ ପତ୍ନୀଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ନୱାଜଙ୍କ ଉପରେ ତାଙ୍କ ପତ୍ନୀ ଅନେକ ଗମ୍ଭୀର ଆରୋପ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଭାଷଣରେ ବିଦ୍ୟୁତ୍‌ କଟିବା ପ୍ରସଙ୍ଗ: ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୁବନେଶ୍ବର: ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଗତ ୬ ତାରିଖ ଦିନ ବିଦ୍ୟୁତ କଟିଯିବା ପ୍ରସଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରିପୋର୍ଟ ମାଗିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ…
ଅଧିକ ଖବର ଦେଖନ୍ତୁ...

ଧ୍ୟାନ ଶିଖିବାକୁ ନେପାଳ‌ରେ ଆମୀର ଖାନ୍, ପ୍ରସିଦ୍ଧ ବୁଦ୍ଧ ନୀଳକଣ୍ଠ ମନ୍ଦିର ନିକଟସ୍ଥ ବିପାସନା କେନ୍ଦ୍ରରେ ବିତାଇବେ…

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। କିନ୍ତୁ ଆମୀରଙ୍କ ଶେଷ ଦୁଇଟି ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ ଓ 'ଠଗସ୍ ଅଫ ହିନ୍ଦୋସ୍ତାନ' ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ବର୍ତ୍ତମାନ ଆମୀର ଖାନ ଏକ ମେଡ଼ିଟେସନ କୋର୍ସ ପାଇଁ ନେପାଳରେ ଯାଇ…
ଅଧିକ ଖବର ଦେଖନ୍ତୁ...

୫-ଟି ସ୍କୁଲ ରୂପାନ୍ତରଣରେ ଭଲ କାମ କରୁଥିବା ପ୍ରତ୍ୟେକ ଜିଲ୍ଲାକୁ ଦିଆଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

ଭୁବନେଶ୍ବର: ଆଜି ଥିଲା ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତା ଆଗରେ ୧୮୦ ରନର ଲକ୍ଷ୍ୟ ରଖିଲା ପଂଜାବ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ । ଏହି ମ୍ୟାଚରେ ପଂଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଶିଖର ଧଓ୍ବନ ଓ…
ଅଧିକ ଖବର ଦେଖନ୍ତୁ...