Daily Archives

May 9, 2023

ଧର୍ମପୀଠ ଦଖଲରେ ଥିବା ଜମିକୁ ହଡପ ଚକ୍ରାନ୍ତ ଘଟଣା: ଝରିଗାଁ କନିଷ୍ଠ ରାଜସ୍ବ ନିରୀକ୍ଷକ ଓ ଅମିନ ନିଳମ୍ବିତ

ଝରିଗାଁ/ନବରଙ୍ଗପୁର: ଧର୍ମପୀଠର ଜମି ଚଞ୍ଚକତା କରିବା ଅଭିଯୋଗରେ ଝରିଗାଁ ତହସିଲର କନିଷ୍ଠ ରାଜସ୍ବ ନିରୀକ୍ଷକ ସଚିଦାନନ୍ଦ ରଥ ଓ ଅମିନ ଦେବେନ୍ଦ୍ର ନାଥ ବେଶ୍ରାଙ୍କୁ ନିଳମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ଏହା ସହିତ ତତ୍ କାଳିନ ତହିସଲଦାରଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ହିଂସା ପରେ ଚାପରେ ପାକିସ୍ତାନ ସେନା, ଲୋକଙ୍କ ଧ୍ୟାନ ହଟାଇବାକୁ ଭାରତରେ କରିପାରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କ ଗିରଫଦାରି ପରେ ସମଗ୍ର ପାକିସ୍ତାନରେ ପ୍ରବଳ ହିଂସା ବ୍ୟାପିବାରେ ଲାଗିଛି । ଏପରିକି ଆନ୍ଦୋଳନକାରୀମାନେ ସେନା ମୁଖ୍ୟାଳୟ ଓ କ୍ୟାଣ୍ଟନମେଣ୍ଟଗୁଡ଼ିକରେ ପ୍ରବେଶ କରିଛନ୍ତି । ସମଗ୍ର ପାକିସ୍ତାନରେ ସେନା ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏହାକୁ ନେଇ ସେନା ଚାପରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୦୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ମାତ୍ର ୧୬.୪ ଓଭରରେ ୪ ୱିକେଟ ହରାଇ ୨୦୦ ରନ୍‌ କରି ବିଜୟୀ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ମାତ୍ର ୪ ମାସରେ ଭାରତରେ ବିକ୍ରି ହୋଇଗଲା ଏହି କମ୍ପାନୀର ୧୦ ହଜାର ଇଲେକ୍ଟ୍ରିକ କାର!

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନର ଚାହିଦା ବଢୁଛି । ଏହି ସେଗମେଣ୍ଟରେ ଟାଟା ମୋଟର୍ସ, ମହିନ୍ଦ୍ରା, ଏମଜି ମୋଟର୍ସ, ହ୍ୟୁଣ୍ଡାଇ ଭଳି କମ୍ପାନୀ ଏବେ ବ୍ୟବସାୟ କରୁଥିବାବେଳେ ଟାଟା ମୋଟର୍ସ କିନ୍ତୁ ବେଶ ଲୋକପ୍ରିୟତା ହାସଲ କରୁଛି | ବିଶେଷ କରି ଟାଟା ମୋଟର୍ସର ଇଲେକ୍ଟ୍ରିକ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଗିରଫ ହେଲେ ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। କିଛି ଦିନ ପୂର୍ବରୁ ସେ ନିଜର ଦ୍ବିତୀୟ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ତାଙ୍କ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସେ ତାଙ୍କ ଭାଇ ରାକେଶ ସାୱନ୍ତଙ୍କୁ ନେଇ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ପୁରୁଣା ବଜାରରେ ଫୁଟିଲା ଗୁଳି, ଯୁବକ ଅଟକ

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଉତରବାହିନୀ ସାଳନ୍ଦୀ କଲେଜ ଛକ ନିକଟରେ ମଙ୍ଗଳବାର ରାତିରେ ଗୁଳି ଫୁଟିଛି। ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତରେ ବନ୍ଧୁକ ଧରି ଯାଉଥିବା ବେଳେ ନିଜ ବନ୍ଧୁକରୁ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଛି। ଏହ ଦ୍ବାରା ଅଞ୍ଚଳରେ ଆତଙ୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଡିପ୍ରେସନ୍, ୧୧ ସକାଳ ସୁଦ୍ଧା ବାତ୍ୟା ରୂପ ନେବ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହୋଇଛି । ଏହା ମଙ୍ଗଳବାର ଅପରାହ୍ଣ ସାଢେ ୫ଟା ସୁଦ୍ଧା ପୋର୍ଟ ବ୍ଲେୟାରଠାରୁ ୫୧୦ କିଲୋମିଟର ଦକ୍ଷିଣ ପଶ୍ଚିମରେ ଥିଲା । ଏହି ଡିପ୍ରେସନ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଛିନ୍‌ତାଇ ଓ ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ, ୮୨ ହଜାର ଓ ବାଇକ୍‌ ଜବତ

ଭଦ୍ରକ: ବିଭିନ୍ନ ସ୍ଥାନରୁ ଛିନତାଇ କରିବା ସହ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ କରି ଫେରାର ହୋଇଯାଉଥିବା ଲୁଟେରାମାନଙ୍କୁ ଶେଷରେ ଭଦ୍ରକ ଟାଉନ ପୁଲିସ ଧରିବାରେ ସକ୍ଷମ ହୋଇଛି। ୪ଟି ପୃଥକ ପୃଥକ୍ ମାମଲାରେ ସଂପୃକ୍ତ ଥିବା ଲୁଟେରାମାନଙ୍କ ମଧ୍ୟରୁ ଭଦ୍ରକ ଟାଉନ ପୁଲିସ ମୋଟ ୪ଜଣ ଲୁଟେରାଙ୍କୁ…
ଅଧିକ ଖବର ଦେଖନ୍ତୁ...

୭ବର୍ଷରେ ୩୦ ଶିଶୁକନ୍ୟାଙ୍କୁ ଶିକାର କରିଥିଲା, ଛାତିକୁ ଥରାଇଦେବ ଏହି ସିରିୟଲ କିଲରର କାହାଣୀ

ନୂଆଦିଲ୍ଲୀ: କାମନାର ଭୂତ ତା ମୁଣ୍ଡରେ ସବାର ଥିଲା, କେବଳ କାମନା ନୁହେଁ ଦୁଷ୍କର୍ମ ପରେ ନିରୀହଙ୍କୁ ହତ୍ୟା କରିବାର ନିଶା ତାକୁ ସିରିୟଲ କିଲର ସଜାଇଦେଇଥିଲା | ଆଜି ଆମେ ଆପଣଙ୍କୁ ଭାରତର ଏମିତି ଜଣେ ସିରିୟଲ କିଲର ବାବଦରେ କହିବୁ ଯାହା ବାବଦରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ଏହି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ୫ଦଫା ଦାବି ନେଇ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ସଫଳ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମେତ ୫ଦଫା ଦାବିକୁ ନେଇ ମଙ୍ଗଳବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀରାଣୀ ବାହିନୀପତି ଜିଲ୍ଲା ବ୍ୟାପି ବନ୍ଦ ପାଳନର…
ଅଧିକ ଖବର ଦେଖନ୍ତୁ...