Daily Archives

May 10, 2023

୬ ଘର ଭାଙ୍ଗିଲା ଦନ୍ତା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜରେ ଏକ ଗୋଠଛଡ଼ା ଦନ୍ତା ଉତ୍ପାତ ଜାରି ରଖିଛନ୍ତି। ସୋମବାର ରାତିରେ ଦନ୍ତାଟି ୬ଜଣଙ୍କ ଘର ଭାଙ୍ଗି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଆଉ ୬ଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ବେଗେନା ଗ୍ରାମର ଆର୍ତ୍ତତ୍ରାଣ ସେଠୀଙ୍କ ଘର ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଖସିପଡ଼ିଲା ଆଜବେଷ୍ଟସ, ୮ ଛାତ୍ରଛାତ୍ରୀ ଆହତ

ହରିଚନ୍ଦନପୁର: କାଳବୈଶାଖୀର ପ୍ରଭାବରେ ଆଜି ଅପରାହ୍‌ଣରେ ହୋଇଥିବା ଝଡ଼ତୋଫାନରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ ଟିଗିରିଆଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଆଜବେଷ୍ଟସ ଖସିପଡ଼ିଛି। ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୩୦ ଊର୍ଦ୍ଧ୍ବ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖଣା ଗାଁରେ ପଶିଲା ହାତୀ

ହାଟଡ଼ିହି: ହାଟଡିହି ବ୍ଲକ୍‌ ସୋସୋ କାନପୁର ଅଞ୍ଚଳରେ ଗତ କିଛିଦିନ ହେବ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଆମ୍ବ ପଣସ ପାଚିବା ସମୟ ହୋଇଗଲେ ଗତ ୫ବର୍ଷ ହେବ ଦୁଇଟି ଦନ୍ତା ହାତୀ ହଦଗଡ଼ର ହସ୍ତୀ ଅଭୟାରଣ୍ୟରୁ ସୋସୋ କାନପୁର ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଦୁଇବର୍ଷ ତଳେ ଅନେକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଜବତ, ଜଣେ ଗିରଫ

ହାଟଡିହି: ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ଝଣଝଣା ନିକଟରେ ଗଞ୍ଜେଇ ବିକ୍ରି କରୁଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ଚଢ଼ଉ କରି ଜଣକୁ ଗିରଫ କରିଛନ୍ତି। ଗତକାଲି ରାତିରେ ରଙ୍ଗାମାଟିଆ ଗ୍ରାମର ସତ୍ୟବ୍ରତ ପ୍ରଧାନ ଓ ଅନ୍ୟଜଣେ ଯୁବକ ଏକ ବାଇକ୍‌ରେ ଗଞ୍ଜେଇ ଆଣି ଝଣଝଣା ଗ୍ରାମରେ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ନିରାମିଷାଶୀ ହୋଇ ବିଜ୍ଞାପନ ପାଇଁ ଆମିଷ ଖାଇବାରୁ ଟ୍ରୋଲ ହେଲେ ରଶ୍ମିକା

ମୁମ୍ବାଇ: ବିବାଦରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା। ନିରାମିଷାଶୀ ହୋଇ ବିଜ୍ଞାପନ ପାଇଁ ଆମିଷ ଖାଇବାରୁ ରଶ୍ମିକାଙ୍କୁ ଏବେ ଟ୍ରୋଲ କରାଯାଉଛି। ରଶ୍ମିକା ମାକଡୋନାଲ୍ଡର ଏକ ବିଜ୍ଞାପନରେ ନଜର ଆସୁଥିବା ବେଳେ ଏଥିରେ ସେ ଫ୍ରାଏଡ ଚିକେନ ସହ ଚିକେନ ବର୍ଗର…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳ ପାଇଁ ମୂଷାବଣୀ ଗ୍ରାମବାସୀ ଘେରିଲେ ଆରଡବ୍ଲୁଏସଏସ୍ ଅଫିସ

ରାଇରଙ୍ଗପୁର: ରାଇରଙ୍ଗପୁର ବ୍ଲକ୍ ଭାଲୁବସା ଗ୍ରାମପଞ୍ଚାୟତର ମୂଷାବଣୀ ଗ୍ରାମର ତଳସାହିର ଶତାଧିକ ପୁରୁଷ ଓ ମହିଳାମାନେ ଆଜି ରାଇରଙ୍ଗପୁର ଆରଡବ୍ଲୁଏସଏସ୍ କାର୍ଯ୍ୟାଳୟକୁ ପାନୀୟ ଜଳ ପାଇଁ ଘେରାଉ କରିଥିଲେ । ତଳସାହି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ସାହିରେ ୫ ଶହରୁ ଉର୍ଦ୍ଧ ଜନସାଧାରଣ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଅଧିକାରୀ ସାଜି ‘ସ୍ପେଶାଲ-୨୬’ ଫିଲ୍ମ ଷ୍ଟାଇଲରେ ଦିଲ୍ଲୀର ଗହଣା ଦୋକାନ ଲୁଟିଲେ ୪ ଲୁଟେରା

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ‘ସ୍ପେଶାଲ-୨୬’ ଦ୍ୱାରା ଅନୁପ୍ରାଣିତ ହୋଇ ସିବିଆଇ ଅଧିକାରୀର ପରିଚୟ ଦେଇ ପୂର୍ବ ଦିଲ୍ଲୀର ଶାହଦାରାରେ ଥିବା ଏକ ଗହଣା ଦୋକାନରୁ ନଗଦ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗରେ ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ସୁଖ ସୁବିଧା ବୃଦ୍ଧି ହେବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ବିଷୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ବୃଷ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୬୮ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍…
ଅଧିକ ଖବର ଦେଖନ୍ତୁ...

ଆଦିପୁରୁଷର ଟ୍ରେଲର ଦେଖିବା ପରେ ଏହି ଚରିତ୍ରକୁ ଖୁବ ପସନ୍ଦ କରୁଥିବା କହିଲେ ଛୋଟ ପରଦାର ସୀତା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ 'ଆଦିପୁରୁଷ'ର ଟ୍ରେଲର ରିଲିଜ ହୋଇସାରିଛି। ଟିଜରଙ୍କୁ ଲୋକେ ଟ୍ରୋଲ କରିଥିବା ବେଳେ ଟ୍ରେଲରକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଏବେ ଏହାର ଟ୍ରେଲର ରିଲିଜ୍ ପ‌ରେ ସୈଫ ଅଲି ଖାନଙ୍କଠାରୁ ଆରମ୍ଭ କରି ପ୍ରଭାସଙ୍କ ଲୁକକୁ ବହୁତ ପ୍ରଶଂସା କରାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...