Daily Archives

May 11, 2023

ଡାକ୍ତର-ଫାର୍ମାସିଷ୍ଟ ପାଟିତୁଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ, ନ୍ୟାୟ ଦାବି କଲା ଫାର୍ମାସିଷ୍ଟ ମହାସଂଘ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା ନିରାମୟ କେନ୍ଦ୍ରରେ ବୁଧବାର ହୋଇଥିବା ଡାକ୍ତର-ଫାର୍ମାସିଷ୍ଟ ଗଣ୍ଡଗୋଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭିମ୍‌ସାର୍‌ ନିର୍ଦ୍ଦେଶକ। ଏନେଇ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟ ତେଜସ୍ବିନୀ ରଣାଙ୍କ ଅଭିଯୋଗ ଓ ଭାଇରାଲ୍ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୩୮ ବର୍ଷ ହେବ ହୋଇ ପାରୁନି ଟାଉନପ୍ଲାନିଂ

ଜୟପୁର: ଜୟପୁର ସହରର ମାଷ୍ଟର ପ୍ଲାନ କ୍ରିଟ୍ (କୋରାପୁଟ ରୁଲାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ) ପକ୍ଷରୁ ୩୮ବର୍ଷ ତଳେ ୧୯୮୫ ମସିହାରେ ଶେଷ ଥର ପାଇଁ ପ୍ରସ୍ତୁତ ହୋଇଥିଲା। ପ୍ରତି ୨୦ବର୍ଷରେ ଥରେ ଅର୍ଥାତ ଏହାରି ମଧ୍ୟରେ ଆଉ ୨ଟି ପ୍ଲାନ କରାଯିବା କଥା। କିନ୍ତୁ ଏହା ହୋଇ ନ ପାରିବା ଫଳରେ ଜୟପୁର…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ ରାୟ ପରେ ଆକ୍ସନ ମୋଡରେ କେଜ୍ରିଓ୍ବାଲ, କଲେ ଆଇଏଏସ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଆକ୍ସନରେ ଅଛନ୍ତି। ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ ନିର୍ବାଚିତ ସରକାରଙ୍କ  ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ସଚିବ ( ସର୍ଭିସେସ ସେକ୍ରେଟାରି) ଆଶିଷ…
ଅଧିକ ଖବର ଦେଖନ୍ତୁ...

ରାତିରେ ଶୋଇବା ପୂର୍ବରୁ କରିବା ଉଚିତ ଏହି ସବୁ ଆସନ : ଚୁଟ୍‌କିରେ ଦୂର ହେବ ନିଦ୍ରାହୀନତା ଓ ଅନ୍ୟାନ୍ୟ ସମସ୍ୟା

ଆଜିକାଲି ବ୍ୟସ୍ତବହୁଳ ରୁଟିନ୍ ହେତୁ ଲୋକଙ୍କ ପାଖରେ ନିଜ ପାଇଁ ସମୟ ଖୁବ୍ କମ୍‌। ଏହି ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଯଥେଷ୍ଟ ଅଧିକ। କାରଣ ସେମାନଙ୍କୁ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ମହିଳାମାନେ ଅନିଦ୍ରା, ମେଦବହୁଳତା ଭଳି…
ଅଧିକ ଖବର ଦେଖନ୍ତୁ...

ବୈଦ୍ୟୁତିକ ରାସ୍ତା ପାଇଁ ଜୋରସୋରରେ ଚାଲିଛି କାମ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ପୂର୍ବରୁ ବୈଦ୍ୟୁତିକ ଯାନ ବିଷୟରେ ଶୁଣିଛନ୍ତି ଆଉ ଏଥିରେ ଯାତ୍ରା ବି କରିସାରିଛନ୍ତି। ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ଯାନଗୁଡିକ ବହୁତ ଲୋକପ୍ରିୟ ହୋଇଛି । ଇଲେକ୍ଟ୍ରିକ୍ କାର ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ ସ୍କୁଟରର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଯଶସ୍ବୀ ଜୟସ୍ବାଲଙ୍କ ତୋଫାନି ଇନିଂସ, କୋଲକାତାକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ କୋଲକାତାକୁ  ୯ ଓ୍ବିକେଟରେ ହରାଇଛି ରାଜସ୍ଥାନ । ରାଜସ୍ଥାନ ପାଳିର ମୁଖ୍ୟ ଆକର୍ଷଣ ଥିଲା ଓପନର ଯଶସ୍ବୀ ଜୟସ୍ବାଲଙ୍କ ତୋଫାନି ଇନିଂସ । ସେ ମାତ୍ର ୪୭ ବଲରେ ୯୮ ରନ କରି ୧୩.୧ ତମ ଓଭରରେ ନିଜ ଦଳ ପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍ତନ୍ୟପାନ କରାଇବା ବେଳେ ରାହା କରୁଥିବା ଏହି କାମ ମୋତେ ଖୁବ ପସନ୍ଦ: ଆଲିଆ

ମୁମ୍ବାଇ: ବିବାହର ୭ମାସ ପରେ ମା’ ବନିଥିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ନଭେମ୍ବର ୬, ୨୦୨୨ରେ  ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଥିଲା। ଜେଜେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ମହତ୍ତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ବୃଷ: ପୂଜାପାଠରେ ସମୟ ବିତିବ। କାମରେ ସଫଳତା ମିଳିବ। ବେପାର ସମ୍ବନ୍ଧିତ ବିଷୟରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ସହ ଲାଗି ରହିଥିବା…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଛିଡ଼ା ହୋଇଥିବା ହାତୀକୁ ଧକ୍କା ଦେଲେ ମହିଳା ସ୍କୁଟି ଚାଳକ

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ସାଧାରଣତଃ ହାତୀକୁ ଦେଖିଲେ ‌ଲୋକେ ଭୟଭୀତ ହୋଇ ଦୌଡ଼ି ପଳାଉଥିବା ବେଳେ ନିକଟରେ ହାତୀ ଜଣେ ମହିଳାଙ୍କୁ ଦେଖି ଦୌଡ଼ି ପଳାଉଥିବା ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲଙ୍କ ପରଲୋକ

କଟକ: କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲଙ୍କ ପରଲୋକ। ୭୦ ବର୍ଷ ବୟସରେ ତେଲେଙ୍ଗା ବଜାର ସ୍ଥିତ ବାସ ଭବନରେ ତାଙ୍କର ବିୟ‌ୋଗ ହୋଇଛି। ଦୀର୍ଘଦିନ ହେବ ଯକୃତ ଓ କର୍କଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟ‌ୋଗରେ ରାଜନୈତିକ ସ୍ତରରେ ଶୋକର ପରିବେଶ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...