Daily Archives

May 11, 2023

ବିବାହର ମୂଳମନ୍ତ୍ର ହେଉଛି ଧୈର୍ଯ୍ୟ, ଆମ ପିଢ଼ିର ଦମ୍ପତି ଏହା ଶିଖିବା ଉଚିତ୍: ଦୀପିକା

ମୁମ୍ବାଇ: ସବୁବେଳେ ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜ ଉପଦେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହ ବନ୍ଧନ କିଭଳି ଅଧିକ ଦିନ ପର୍ଯ୍ୟନ୍ତ ମଜବୁତ ହୋଇ ରହିବ, ସେ ବିଷୟରେ ଜଣାଇଛନ୍ତି ଦୀପିକା। ଏକ ସାକ୍ଷାତକାରରେ ଦୀପିକା ସମସ୍ତଙ୍କ‌ୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୧୪୭ କ୍ରସର ବନ୍ଦ କରିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୧୪୭ଟି କ୍ରସର ୟୁନିଟ୍କୁ ବନ୍ଦ କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଛି । ତେବେ ଏନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଠିକ ସୂଚନା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡୋନସିନ୍ କାରଖାନାରେ ଶ୍ରମିକ ଅଶାନ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ଇଣ୍ଡୋନସିନ୍ କାରଖାନାରେ ଆଜି ବାୟୋମେଟ୍ରିକ୍ ଉପସ୍ଥାନକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଆଜି ସକାଳେ ଶ୍ରମିକମାନେ କାରଖାନା ମଧ୍ୟରେ କାମ ବନ୍ଦ କରି ଧାରଣାରେ ବସିଥିଲେ । ଶ୍ରମିକଙ୍କ ଅଭିଯୋଗ ଅନୁସାରେ, କାରଖାନା ମଧ୍ୟକୁ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଓ ଡ୍ରେନ ଉପରେ ଘର ନିର୍ମାଣ ସାମଗ୍ରୀ, ଦିନକ ମଧ୍ୟରେ ଉଠାଇବାକୁ ସମୟ ଦେଲା ପୌରପାଳିକା

ଜୟପୁର: ସ୍ଥାନୀୟ ଖ୍ରୀଷ୍ଟିୟାନ ପେଟ୍ଟା ଅଂଚଳରେ ଘର ନିର୍ମାଣ କରିବା ପାଇଁ ବାଲି, ପଥର, ଇଟା ,ଚିପସ୍ ଓ ମେଟାଲ ଆଦି ରାସ୍ତା ଏବଂ ଡ୍ରେନ ଉପରେ ଜମା କରି ରଖିଛନ୍ତି। ଏ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ପୌରପାଳିକାର କର୍ମଚାରୀ ଓ ଟାଉନ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆକ୍ସନ ମୁଡରେ ରାୟଗଡା ପୁଲିସ:ମଦ୍ୟପଙ୍କୁ ନିସ୍ତାର ନାହିଁ, ରାତି ଅଧରେ ବୁଲିଲେ ଗିରଫ ହେବେ

ରାୟଗଡା: ରାୟଗଡା ସହରରେ ଦିନକୁ ଦିନ ଚୋରି ବଢୁଥିବାରୁ ପୁଲିସ ଏବେ ଆକ୍ସନ ମୁଡରେ ଅଛି । ଦିନରାତି ଏକ କରି ସହର ସାରା ପଇଁତରା ମାରୁଛି। ସହରର ସମସ୍ତ ଗଳିକନ୍ଦିରେ ଅସାମାଜିକ ବ୍ୟକ୍ତିମାନେ ମଦ ପିଉଥିବାରୁ ସେମାନଙ୍କୁ ସାବାଡ କରୁଛି। ଚାରୋଟି ପୁଲିସ ଭ୍ୟାନ ଦିନରାତି ସହର ସାରା ବୁଲୁଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା କୋଲକାତା

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୦ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଥିବା ‘ଆଦିପୁରୁଷ’ ସିନେମା ବିରୋଧରେ ହେଲା ଅଭିଯୋଗ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’  ଆଗାମୀ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ। ଫିଲ୍ମଟିର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ରେକର୍ଡ ଭଙ୍ଗ କରିଛି। ରିଲିଜ୍‌ ହେବା ପରଠାରୁ ଏହା…
ଅଧିକ ଖବର ଦେଖନ୍ତୁ...

‘ଦ କେରଳ ଷ୍ଟୋରି’ ରିଲିଜର ଛଅଦିନ ପରେ ଶିବ ତାଣ୍ଡବ ଗାଇଲେ ଅଭିନେତ୍ରୀ

ମୁମ୍ବାଇ: ଅଦାହ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବକ୍ସ ଅଫିସ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି। ଏକ ସପ୍ତାହରୁ କମ୍ ଦିନରେ ଏହାର ରାଜସ୍ବ ସଂଗ୍ରହ ୫୦ କୋଟିର ମାଇଲଷ୍ଟୋନ ଅତିକ୍ରମ କରିଛି। ମେ ୧୨ରେ ୩୭ଟି ରାଷ୍ଟ୍ରରେ ଏହା ରିଲିଜ ହେବ ବୋଲି ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ପରେ ବି ସାମନ୍ଥାଙ୍କ ଏହି ଗୁଣକୁ ପସନ୍ଦ କରୁଛନ୍ତି ସ୍ବାମୀ ନାଗା

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ମୋଖା’

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ମୋଖା ଆହୁରି ଘନୀଭୂତ ହୋଇ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଗୁରୁବାର ଅପରାହ୍ଣ ସାଢେ ୫ଟା…
ଅଧିକ ଖବର ଦେଖନ୍ତୁ...