Daily Archives

May 13, 2023

ଖୋର୍ଦ୍ଧାରେ ଲୋକ ଅଦାଲତ, ୧ କୋଟି ଟଙ୍କା ଜରିମାନା ଆଦାୟ

ଖୋର୍ଦ୍ଧା: ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଅଦାଲତର ଉଦ୍‌ଘାଟନ କରିଥିଲେ। ଏଥିରେ ୨୧୭ଟି ଉଭୟ ଫୌଜଦାରୀ ଓ ଦେୱାନୀ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ : ହାରିଗଲେ ବିଜେପିର ୧୪ ମନ୍ତ୍ରୀ

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କିଛି ସମୟ ପୂର୍ବେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ଦଳ ପାଇଁ ଏହାକୁ ଏକ ବଡ଼ ପରାଜୟ ଭାବେ ଗଣାଯାଉଛି । ବିଜେପି  ସରକାରର ୧୪ ଜଣ ମନ୍ତ୍ରୀଙ୍କୁ ପରାଜୟର…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ କୋଲକାତା ଯାଇ ମମତାଙ୍କୁ ଭେଟିଲେ ସଲମାନ ଖାନ

କୋଲକାତା: ଆଜି କୋଲକାତାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ସଲମାନ କାଲିଘାଟରେ ଥିବା ମମତା ବାନାର୍ଜୀଙ୍କ ବାସଭବନରେ ତାଙ୍କୁ ଭେଟିଥିଲେ। ବାସ୍ତବରେ ପ୍ରତିବର୍ଷ ସଲମାନ ଖାନ ଦି-ବ୍ୟାଙ୍ଗ ଟୁର କରନ୍ତି | ଏଥିରେ ବଲିଉଡ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ 

ଭୁବନେଶ୍ୱର: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ ୧୫ ମଇ ୨୦୨୩ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୧୨୮୯୨ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ ୪ଘ.୨୦ମି ରେ ଛାଡି ରାତ୍ରି ୧୧ଘ.୦୫ମିରେ  ବାଙ୍ଗିରିପୋଷି…
ଅଧିକ ଖବର ଦେଖନ୍ତୁ...

ଯୌତୁକ ଅଧିକ ମିଳିବାରୁ ବିବାହ ଦିନ ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଗଲା ବର

ଗୋରଖପୁର: ଯୌତୁକ ଅଧିକ ମିଳିବାରୁ ବିବାହ ଦିନ ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଗଲା ବର। ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ବିବାହ ଦିନ ଅନ୍ୟ ଜଣେ ଯୁବତୀଙ୍କ ପରିବାର ଅଧିକ ‌ଯୌତୁକ ଦେବାକୁ ପ୍ରତିଶ୍ରୁତି ଦେବାରୁ ବର ବିବାହ ଭାଙ୍ଗିଦେବା…
ଅଧିକ ଖବର ଦେଖନ୍ତୁ...

ସୁଟ୍‌ଆଉଟ ନିର୍ଣ୍ଣୟକଲା ଦୁଇ ଫାଇନାଲିଷ୍ଟ୍‌; ଓଡ଼ିଶାର ଦୁଃଖଦ ବିଦାୟ, ହରିୟାଣାଠାରୁ ୩-୧ରେ ହାରିଲା

ରାଉରକେଲା : ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। ହରିୟାଣା ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ସୁଟ୍‌ଆଉଟ୍‌ରେ ୧-୩ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ଅପରପକ୍ଷରେ ସୁଟ୍‌ଆଉଟ୍‌ରେ ଝାଡ଼ଖଣ୍ଡ ୨-୧ ଗୋଲରେ ଉତ୍ତରପ୍ରଦେଶକୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ : ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ବୋମାଇ, ରବିବାର କଂଗ୍ରେସ ବିଧାୟକଦଳ ବୈଠକ

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କିଛି ସମୟ ପୂର୍ବେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ସେପଟେ ରବିବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟର ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି କଂଗ୍ରେସ । ଏହି…
ଅଧିକ ଖବର ଦେଖନ୍ତୁ...

ମିଛ କହି ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିବାହ ମହଙ୍ଗା ପଡ଼ିଲା: ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ମାମଲା ରୁଜୁ 

ଜୟପୁର: ନାଲକୋରେ ଜଣେ ଅଧିକାରୀ ବୋଲି ମିଛ କହି ଜନୈକ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବାହା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହା ଜଣାପଡିବା ପରେ ମହିଳା ଅଧିକାରୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ନାମରେ ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ନେଇ ଏତଲା ଦେଇଛନ୍ତି। ଜୟପୁର ଟାଉନ ଥାନା…
ଅଧିକ ଖବର ଦେଖନ୍ତୁ...

୪ ହାତୀ ମୃତ୍ୟୁ ଘଟଣା: ଓଡ଼ିଶା ହାତୀ କହି ଖସିବାକୁ ଚେଷ୍ଟା କରୁଛି ଆନ୍ଧ୍ର ବନବିଭାଗ

ରାୟଗଡା: ଓଡ଼ିଶାର ହାତୀ କହି ଆନ୍ଧ୍ରର ମାନ୍ୟମ ଜିଲ୍ଲା ଡିଏଫଓ ଜିଏପି ପ୍ରସନ୍ନା କଣ ସୂଚାଇବାକୁ ଚାହୁଁଛନ୍ତି ବୋଲି ଏବେ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ହାତୀ ହେଉଛି ଜାତୀୟ ସଂପତ୍ତି। ହାତୀର କୌଣସି ରାଜ୍ୟ କିମ୍ବା ଧର୍ମ ନଥାଏ।ତେବେ କିପରି ଡିଏଫଓ ଓଡ଼ିଶାର ହାତୀ କହି ଚାରି ଚାରୋଟି ହାତୀର…
ଅଧିକ ଖବର ଦେଖନ୍ତୁ...

ଭେସପା ଆଣୁଛି ଇଲେକ୍ଟ୍ରିକ ସ୍କୁଟର

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବହୁତ ଦ୍ରୁତ ଗତିରେ ବଢୁଛି | ଜଣାଶୁଣା ଅଟୋମୋବାଇଲ କମ୍ପାନୀଙ୍କ ମଧ୍ୟରେ ଟିଭିଏସ୍ ମୋଟର୍ସ, ବଜାଜ ଅଟୋ, ହିରୋ ମୋଟୋକର୍ପ ପ୍ରମୁଖ ଇଲେକ୍ଟ୍ରିକ ସ୍କୁଟର ବ୍ୟବସାୟ କରୁଥିବାବେଳେ ଏବେ ଆଉ ଏକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହେବାକୁ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...