Daily Archives

May 13, 2023

ମେ’ ୧୪ରୁ ଭୁବନେଶ୍ୱରରେ ୪ଦିନିଆ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ବର: ମେ’ ମାସ ୧୪ ତାରିଖ ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହି ୪ ଦିବସୀୟ କାର୍ଯ୍ୟକ୍ରମ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର…
ଅଧିକ ଖବର ଦେଖନ୍ତୁ...

କଠିନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲେ, ସିବିଏସଇ ଦ୍ବାଦଶ ପରୀକ୍ଷାରେ ୯୨%ମାର୍କ ରଖିଲେ ରିକ୍ସା ଚାଳକଙ୍କ ଝିଅ

ନୋଏଡା: କଠିନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲା ଝିଅ। ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷାରେ ରିକ୍ସା ଚାଳକଙ୍କ ଝିଅ ରଖିଲେ ୯୨%ମାର୍କ। ଶୁକ୍ରବାର ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଏଥିରେ ୯୨% ମାର୍କ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧନ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ପ୍ରଗତିରେ ଅବରୋଧ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିରେ ଉନ୍ନତି ହେବ। ଶନିବାର: ନିଜର କାମ ଅନ୍ୟମାନଙ୍କ ଦ୍ବରା କରିନେବେ। ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ମନରେ ସକାରାତ୍ମକ ଭାବନା ଆସିବ। ବୁଧ, ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ପଂଜାବ କିଙ୍ଗସ୍

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୯ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ରନର ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ୍ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଦେବାକୁ ଯାଇ ପାଣିରେ ବୁଡ଼ି ରାଇରଙ୍ଗପୁରର ଯୁବକ ମୃତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଜଣେ ଯୁବକ ପାଠ ପଢ଼ି ଚାକିରି କରିବା ସ୍ବପ୍ନ ନେଇ ପରୀକ୍ଷା ଦେବାପାଇଁ ଭୁବନେଶ୍ବର ଯାଇଥିଲେ କିନ୍ତୁ ବିଧିରବିଧାନ ହେଲା ଅଲଟା। ଘରକୁ ଫେରିବା ବାଟରେ ନଦୀ ଗାଧେଇବା ପାଇଁ ଯାଇ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଦୂତି-ମୋନାଲିସାଙ୍କ ସିନ୍ଦୂର ଫଟୋକୁ ନେଇ ଫେସବୁକରେ ବିବାଦୀୟ ମନ୍ତବ୍ୟ ରଖିଲେ ଭଉଣୀ ସରସ୍ବତୀ ଚାନ୍ଦ

ଭୁବନେଶ୍ୱର:  ଦୌଡ଼ରାଣୀ ଦୂତି ଚାନ୍ଦ ତାଙ୍କର ସମଲିଙ୍ଗୀ ସଂପର୍କକୁ ସାର୍ବଜନୀନ କରିସାରିବା ପରେ ଏବେ ବିବାହ ପାଇଁ ଯୋଜନା କଲେଣି। କିନ୍ତୁ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ସେ ତାଙ୍କ ଜୀବନସାଥୀ ମୋନାଲିସା ଦାସଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି। ଜଣାଶୁଣା ଇଂରାଜୀ ପତ୍ରିକା…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିଲେ ଇମ୍ରାନ ଖାଁ, ଦଳୀୟ କର୍ମୀ କଲେ ସ୍ବାଗତ

ଲାହୋର : ତିନି ଦିନ ଜେଲରେ ବିତାଇବା ପରେ ଅଧ୍ୟକ୍ଷ ଇମ୍ରାନ୍ ଖାଁ ଶନିବାର ସକାଳେ ଲାହୋରର ଜମାନ ପାର୍କସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ଇମ୍ରାନ ସଡ଼କ ପଥରେ ତାଙ୍କ ଲାହୋର ବାସଭବନରେ ପହଞ୍ଚିଥିଲେ । ଲାହୋର ଯିବା ବାଟରେ ପିଟିଆଇ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ତାଙ୍କ ସମର୍ଥନରେ…
ଅଧିକ ଖବର ଦେଖନ୍ତୁ...

ସଂପନ୍ନ ହେଲା ପରିଣୀତି-ରାଘବଙ୍କ ନିର୍ବନ୍ଧ, ବଲିଉଡ କଳାକାରଙ୍କ ସହ ଯୋଗଦେଲେ କେଜ୍ରିଓ୍ବାଲ-ମାନ୍

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ  ରାଜନେତା ରାଘବ  ଚଢ଼ାଙ୍କ ନିର୍ବନ୍ଧ ଶେଷ ହୋଇଛି । ଉଭୟ ପରିଣୀତି ଓ ରାଘବ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଥିବା ବେଳେ ଆଜି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଜିତିବା ପରେ ମଧ୍ୟ ଭେଁ ଭେଁ ହୋଇ କାନ୍ଦିଲେ ସପା ପ୍ରାର୍ଥୀ, ଜାଣନ୍ତୁ କାହିଁକି? ଦେଖନ୍ତୁ ପୂରା…

କାନପୁର: ଉତ୍ତରପ୍ରଦେଶ କାନପୁରର ବେଗମପୁରୱାରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅକିଲ ସାନୁ ଜିତିବା ପରେ ଭେଁଭେଁ ହୋଇ କାନ୍ଦୁଛନ୍ତି । ନଗର ନିଗମ ନିର୍ବାଚନ ଜିତିବା ପରେ ଅକିଲ କହିଛନ୍ତି ଯେ ସେ ଗତ ୧୫ବର୍ଷ ଧରି ଜିତିବାକୁ ଚେଷ୍ଟା ଜାରି ରଖିଥିଲେ,…
ଅଧିକ ଖବର ଦେଖନ୍ତୁ...

ଏତେ ବର୍ଷ ସେବା କରିବାର ସୁଯୋଗ ଦେଲେ, ସେଥିପାଇଁ ଧନ୍ୟବାଦ: କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ସାମ୍ନାକୁ ଆସିଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ମୋର ଶୁଭେଚ୍ଛା |…
ଅଧିକ ଖବର ଦେଖନ୍ତୁ...