Daily Archives

May 14, 2023

ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ମାତୃତ୍ବ ଦିବସ

ଖୋର୍ଦ୍ଧା: ଏକ ବ୍ୟକ୍ତି ଜୀବନରେ ମା'ର ଭୂମିକା ଅତୁଳନୀୟ । ତା'ର କୌଣସି ବିକଳ୍ପ ନାହିଁ । ସମାଜ ପାଇଁ ମା'ଙ୍କ ଭୂମିକା ଅସୀମ । ମା'ମାନେ ଏକଧାରରେ ଜନ୍ମଦାତ୍ରୀ, ପାଳନକର୍ତୀ ଓ ଶିକ୍ଷାଦାତ୍ରୀ, ଏଣୁ ଭାରତର ସଂସ୍କୃତି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ବୋଲି ଘୋଷଣା କେରେ ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ବିଏନ୍‌ ମହାନ୍ତି ଓ ଆସୋସିଏଟ୍ସ ପକ୍ଷରୁ ରକ୍ତଦାନ ଶିବିର: ୭୩ ୟୁନିଟ ସଂଗୃହୀତ

ବ୍ୟାସନଗର: ବିଏନ୍‌ ମହାନ୍ତି ଆଣ୍ଡ ଆସୋସିଏଟ୍‌ସର ୩୦ ତମ ପ୍ରତିଷ୍ଠା ଦିବସ ତଥା ଏହାର ପ୍ରତିଷ୍ଠାତା ବିବେକାନନ୍ଦ ମହାନ୍ତିଙ୍କ ୬୨ ତମ ଜନ୍ମ ଦିନରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଏନ୍‌ ମହାନ୍ତି ଆସୋସିଏଟ୍‌ସ ମିଳିତ ସହଯୋଗରେ ଆଜି ବ୍ୟାସନଗର ଦୁର୍ଗା କଲୋନିର ହରେକୃଷ୍ଣ ଭବନରେ ଏକ ସ୍ଵେଚ୍ଛାକୃତ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଆରମ୍ଭ ହେବାକୁ ଯାଉଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ସହରକୁ ସହର ଯୋଡିବା ସହ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଖୁବ କମ ସମୟରେ ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି | ଦେଶର ଏହି ସେମି ହାଇସ୍ପିଡ଼ ଟ୍ରେନ ପାଇଁ ଯାତ୍ରୀଙ୍କ ଆଗ୍ରହ ବହୁମାତ୍ରାରେ ବଢ଼ୁଥିବାରୁ ଏବେ ପର୍ଯ୍ୟାୟ କ୍ରମେ ଏହି…
ଅଧିକ ଖବର ଦେଖନ୍ତୁ...

ଅବସର ପରେ ଚାଷରେ ମନ ଲଗାଇଛନ୍ତି ରାମେଶ୍ୱର

ବିଂଝାରପୁର,: ଅବସର ପରେ ଫଳ ବଗିଚାରେ ସମୟ କଟୁଛି। ବୟସ ୬୦ ଅତିକ୍ରମ କରିବା ପରେ ସେ ଗଛ ଲଗାଇବା ଓ ଯତ୍ନ ନେବାରେ ନିଜକୁ ନିୟୋଜିତ କରିଛନ୍ତି। ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ କପିଳା ଗ୍ରାମର ରାମେଶ୍ୱର ପ୍ରସାଦ ସାମଲ। ପିଲାଦିନୁ ଚାଷ ପ୍ରତି ତାଙ୍କର ଆଗ୍ରହ ଥିଲା। ସେ ଅଳକୁଣ୍ଡସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ‘ଦ କେରଳ ଷ୍ଟୋରି’

ମୁମ୍ବାଇ: ‘ଦ କେରଳ ଷ୍ଟୋରି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି | ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର କାହାଣୀକୁ ବହୁତ ପସନ୍ଦ କରୁଥିବାବେଳେ ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି | ମିଳିଥିବା ସୂଚନା ମୁତାବକ 'ଦ କେରଳ ଷ୍ଟୋରି' ମେ ୧୨ରେ…
ଅଧିକ ଖବର ଦେଖନ୍ତୁ...

୪ ବଖରା ପୋଡ଼ିଗଲା

ଦଶରଥପୁର : ଦଶରଥପୁର ତହସିଲ ଅଧୀନ ଡାହାଣହତା ପଞ୍ଚାୟତ ତେନ୍ତୁଳିଡିହ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏହି ଗ୍ରାମର ନାରାୟଣ ମଲ୍ଲିକ ଓ ସରୋଜ ମଲ୍ଲିକଙ୍କ ପରିବାରର ୪ ବଖରା ଘର ପୋଡ଼ିଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ନିଆଁ ଲାଗିଯାଇଥିଲା। ତାତି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗ୍‌ସକୁ ୬ ଓ୍ପିକେଟରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୧ତମ ମ୍ୟାଚରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସକୁ ୬ ଓ୍ପିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ । ଦ୍ବିତୀୟ ପାଳିରେ କୋଲକାତା ୧୪୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୩ ଓଭରରେ ୪ ୱିକେଟ ହରାଇ ୧୪୭ ରନ୍‌…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଶୂନ୍ୟ ତିନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ବ୍ଲକ୍‌ର ତିନିଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଲୋକେ ସାମାନ୍ୟ ଥଣ୍ଡା‌ଜ୍ବର ହେଲେ ଚିକିତ୍ସା ସେବା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଖିରେ କଳା ପଟ୍ଟି ବାନ୍ଧି ସୁନ୍ଦର ଭାବେ କେଶ କାଟି ଦିଅନ୍ତି କମଲଭାଇ

ନୂଆଦିଲ୍ଲୀ: ଅନେକ ଲୋକ କେଶ କାଟିବା ପାଇଁ ମହଙ୍ଗା ସେଲୁନକୁ ଯାଉଥିବାବେଳେ କିଛି ଲୋକ ସାଧାରଣ ଦେଖାଯାଉଥିବା ଦୋକାନରେ କେଶ କାଟନ୍ତି । ବିଶେଷଜ୍ଞମାନେ କହନ୍ତି କି, ଦୋକାନ ଅପେକ୍ଷା କେଶ ଯିଏ କାଟୁଛନ୍ତି ତାଙ୍କ ଉପରେ ବେଶୀ ଗୁରୁତ୍ବ ଦିଆଯିବା ଦରକାର। ଏହି କ୍ରମରେ ଜଣେ କେଶ କାଟୁଥିବା…
ଅଧିକ ଖବର ଦେଖନ୍ତୁ...

ପୋଡ଼ିହୋଇ ବୃଦ୍ଧା ମୃତ

ଢେଙ୍କିକୋଟ: ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖୁଦପୁଟୁଳି ଗ୍ରାମରେ ପ‌ୋଡ଼ି ହୋଇ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ସୁମି ମୁଣ୍ଡା (୭୧)। ସୁମି ଆଜି ସକାଳେ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ତାଙ୍କ ଶରୀରର ୮୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...