Daily Archives

May 15, 2023

ଗାଡ଼ି ଯାଂଚ, ୨୪ହଜାର ଜରିମାନା ଆଦାୟ

ଜୟପୁର,: ଶୁନ୍ୟ ସହିଷ୍ଣୁତାରେ ଆଜି ଜୟପୁର ସଦରଥାନା ପକ୍ଷରୁ ପଣସପୁଟବାଗ୍ରା ନିକଟରେ ଗାଡ଼ି ମୋଟର ଯାଂଚ କରାଯାଇଥିଲା‌। ‌ବିନା ହେଲମେଟ, ବିନା ସିଟ୍ ବେଲଟ୍ ଆଦିର ଯାଂଚ କରାଯାଇଥିଲା। ଏହି କ୍ରମରେ ଜୟପୁର ସଦର ପୁଲିସ ୨୪ହଜାର ଟଙ୍କାର ଜରିମାନା ଆଦାୟ କରିବା ସହ ୫ଜଣଙ୍କର ଡ୍ରାଇଭର…
ଅଧିକ ଖବର ଦେଖନ୍ତୁ...

ଶାହାଜାହାନପୁର : ୧୮ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ କମ୍ପ୍ୟୁଟର ଶିକ୍ଷକ ଗିରଫ

ଶାହଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଥିବା ଏକ ଜୁନିୟର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ତାଙ୍କୁ ପଚରାଉଚରା କରୁଛି। ଜୁନିୟର ହାଇସ୍କୁଲର କମ୍ପ୍ୟୁଟର ଶିକ୍ଷକ ସ୍କୁଲରେ ପଢୁଥିବା ୧୮ରୁ ଅଧିକ ନିରୀହ ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୨ ଫେରାର ୱାରେଣ୍ଟି ଗିରଫ

ଜୟପୁର: ଦୁଇଟି ପୃଥକ ମାମଲାର ଜାମିନବିହୀନ ଗିରଫ ପାରୱାନା ୱାରେଣ୍ଟିଙ୍କୁ ଜୟପୁର ସଦରଥାନା ପୁଲିସ କୋର୍ଟ ଚାଳାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବିଷୋଇପୁଟ ଗାଁର ଜଗନ୍ନାଥ କନ୍ଧପାନ ଓ ଲେଲି ହରିଜନ। ଉଭୟଙ୍କ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଥାନା ଅଧିକାରୀ ଇଶ୍ବର ତାଣ୍ଡି ଏହି…
ଅଧିକ ଖବର ଦେଖନ୍ତୁ...

ଜୟପୁର ପ୍ରିମିୟର ଲିଗ୍ : ସୁପରଷ୍ଟାର୍ସ ଓ ଜୟପୁର ରୋୟଲସ୍  ବିଜୟୀ

ଜୟପୁର: ଏସଆର ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)-୨ର ଷଷ୍ଠ ଦିନରେ ପ୍ରଥମ ମ୍ୟାଚରେ ଜୟପୁର ସୁପରଷ୍ଟାର୍ସ  ଓ ଦ୍ବିତୀୟ ମ୍ୟାଚରେ ଜୟପୁର ରୋୟଲସ୍ ଦଳ  ବିଜୟୀ  ହୋଇଛନ୍ତି। ପ୍ରଥମ ମ୍ୟାଚରେ ୩୯ରନରେ ଜୟପୁର ସୁପରଷ୍ଟାର୍ସ ଦଳ ବିଜୟୀ ହୋଇଛନ୍ତି। ଜୟପୁର ଷ୍ଟ୍ରାଇକର୍ସ  ଦଳ ଟସ୍ ଜିତି …
ଅଧିକ ଖବର ଦେଖନ୍ତୁ...

ରିଲିଜର ୧୦ମ ଦିନରେ ‘ପଠାନ’କୁ ପଛରେ ପକାଇଲା ‘ଦି କେରଳ ଷ୍ଟୋରୀ’

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ 'ଦି କେରଳ ଷ୍ଟୋରୀ'। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୧୫୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ୯ମ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଦୁଷ୍କର୍ମ  ଓ ହତ୍ୟା ମାମଲା: ଅଭିଯୁକ୍ତ ନିର୍ଦ୍ଦୋଷ

ଜୟପୁର: ବୈପାରୀଗୁଡାଥାନା ଅଂଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭଗବାନ ଶ୍ରୀଗ୍ରାମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ…
ଅଧିକ ଖବର ଦେଖନ୍ତୁ...

ଏହି ସାଉଥ ସୁପରଷ୍ଟାରମାନେ ମଦକୁ କରିଛନ୍ତି ନା

ମୁମ୍ବାଇ: ଆଜିକାଲି ସ୍କୁଲ ପଢ଼ୁଆ ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ବି ମଦ ପିଉଥିବା ଘଟଣା ସାମ୍ନାକୁ ଆସିଛି। ତେବେ ମଦ ଆମ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଜାଣିବା ସତ୍ତ୍ବେ ବି ଲୋକେ ଏଥିରୁ ନିଜକୁ ନିବୃତ୍ତ ରଖି ପାରୁ ନାହାନ୍ତି। ଫିଲ୍ମ ଦୁନିଆରେ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ହାଡିଆରେ ପଂଚାୟତସ୍ତରୀୟ ଜନ ଶୁଣାଣି ଓ ମାଗଣା ସ୍ବାସ୍ଥ୍ୟ ଶିବିର

ଜୟପୁର:ଜୟପୁର ବ୍ଲକ ଅର୍ନ୍ତଗତ ହାଡିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ  , ସଚେତନତା ଶିବିର ସହ  ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ହାଡିଆ ସରପଂଚ ସଭାପତିତ୍ବ କରିଥିଲେ। ଶିବିରରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା,…
ଅଧିକ ଖବର ଦେଖନ୍ତୁ...

ରୁଷିଛନ୍ତି କି ଶିବକୁମାର ? ହାଇକମାଣ୍ଡ ଡାକିଲେ ବି ଗଲେନି ଦିଲ୍ଲୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବାର ୨ ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ପ୍ରଦିଦ୍ବନ୍ଦିତା ଚାଲିଛି । ନିଜ ଦାବିକୁ ପୂରଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସତ୍ୟ ସାଇ ସେବା ସମିତିର ରକ୍ତଦାନ ଶିବିର

ଜୟପୁର: ସତ୍ୟସାଇ ସେବା ସମିତି ପକ୍ଷରୁ ଅମୃତବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା। ଜୟପୁର ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ଏସ୍ ଏସ ମିଶ୍ର, ଡାକ୍ତର ଅକ୍ଷୟ କୁମାର ସାହୁ, ଅଭୟ ପଣ୍ଡା, ବୁଲୁ ଗୌଡ଼, ଶଶିଭୁଷଣ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତସଂଗ୍ରହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...