Daily Archives

May 16, 2023

ସଂଧ୍ୟା ସମୟରେ ବିଶେଷଜ୍ଞ ଡାକ୍ତର ନ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିଏମଓ

ଜୟପୁର: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ‌ ବେଳା ୯ଟାରୁ ୧୨ଟା ହିଁ ବିଶେଷଜ୍ଞ ଡାକ୍ତରମାନେ ରହୁଥିବା ବେଳେ ସଂଧ୍ୟାରେ କାହାରି ଦେଖା ମିଳୁନଥିବାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି ଏଠାରେ କାର୍ଯ୍ୟରତ ତଳସ୍ତରର କର୍ମଚାରୀଙ୍କୁ ନିଜେ ପରିଚାଳନା କରିବା କିମ୍ବା ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକ ଭଣ୍ଡୁର କରିବାକୁ ପାକିସ୍ତାନର ଷଡ଼ଯନ୍ତ୍ର, ସ୍ଲିପର ସେଲକୁ ସକ୍ରିୟ କଲା

ଦିଲ୍ଲୀ : ଭାରତ ଚଳିତ ବର୍ଷ ଜି-୨୦ ସଭାପତିତ୍ବ କରୁଥିବାବଳେ ସାରା ଦେଶରେ ସମ୍ମିଳନୀମାନ ଆୟୋଜନ କରାଯାଉଛି । ସରକାରଙ୍କ ଏହି ଯୋଜନା ଅନୁସାରେ ଜମ୍ମୁ ଓ କଶ୍ମୀରରେ ବି ଜି-୨୦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛି ପାକିସ୍ତାନ । ଜି-୨୦…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଙ୍କଟ ସତ୍ତ୍ୱେ ପାକିସ୍ତାନରେ ଲିଟର ପିଛା ୧୨ ଟଙ୍କା କମିଲା ପେଟ୍ରୋଲ ମୂଲ୍ୟ

ଲାହୋର: ଆର୍ଥିକ ସଙ୍କଟ ଏବଂ ରାଜନୈତିକ ବିରୋଧ ସତ୍ତ୍ୱେ ପାକିସ୍ତାନର ଲୋକଙ୍କ ପାଇଁ ଆଶ୍ବସ୍ତିର ଖବର ସାମ୍ନାକୁ ଆସିଛି। କାରଣ ପାକିସ୍ତାନର ଶାହାବାଜ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପାକିସ୍ତାନ ସରକାରର ଅର୍ଥମନ୍ତ୍ରୀ ଇଶାକ ଦାର ଘୋଷଣା କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କୁ ମୁଁ ପାଇଥିବା ଟ୍ରଫି ସହ ଫଟୋ ଦରକାର ମୋ ସହ ନୁହେଁ: ଗୁନୀତ୍ ମୋଙ୍ଗା

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌…
ଅଧିକ ଖବର ଦେଖନ୍ତୁ...

ନର୍ସ ତାଙ୍କ ଚାକିରି ଜୀବନର ଅନୁଭୂତି ବଖାଣି କହିଲେ, ‘ମୃତ୍ୟୁ ପୂର୍ବରୁ ଅଧିକାଂଶ ରୋଗୀ ଏହି ୫ଟି କଥା ପାଇଁ ଅନୁତାପ…

ନୂଆଦିଲ୍ଲୀ:  ଜଣେ ନର୍ସ ଦୀର୍ଘ ଆଠବର୍ଷ ହେବ ହସ୍ପିଟାଲରେ କାମ କରି ଆସୁଛନ୍ତି। ତେବେ ସେ ତାଙ୍କର ଏହି ଆଠବର୍ଷର ଚାକିରି ଜୀବନ ମଧ୍ୟରେ କିଛିଟା ଅନୁଭୂତି ସେୟାର କରିଛନ୍ତି। ଏହି ଅନୁଭୂତି ସେୟାର କରି ନର୍ସ ହ୍ୟାଡଲେ ବ୍ଲାହୋସ କହିଛନ୍ତି, ‘ମୃତ୍ୟୁ ପୂର୍ବରୁ ଅନେକ ରୋଗୀ ଅଛନ୍ତି ପୂରା…
ଅଧିକ ଖବର ଦେଖନ୍ତୁ...

କଟକ ସ୍ମାର୍ଟସିଟିର ମାନ୍ୟତା ନ ପାଇଲେ ମଧ୍ୟ ଆମ ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ: ସୌମ୍ୟରଞ୍ଜନ

କଟକ: କଟକକୁ ସ୍ମାର୍ଟସିଟିର ମାନ୍ୟତା ନମିଳିଥିଲେ ମଧ୍ୟ ଆମ ଆଚାରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ। ‘ସାମ୍ବାଦ’ କଟକ ସଂସ୍କରଣର ୨୨ତମ ସ୍ଵନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମଙ୍ଗଳବାର ‘ସାମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା…
ଅଧିକ ଖବର ଦେଖନ୍ତୁ...

ପୂଜାପାଠ ସମସ୍ତେ କରିପାରିବେ, କିନ୍ତୁ ନୀତି ନିର୍ଦ୍ଧାରଣ କରିବାର ଅଧିକାର ନାହିଁ : ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ…

ପାଟନା : 'ବିହାରରୁ ହିନ୍ଦୁ ରାଷ୍ଟ୍ରର ନିଆଁ ଜଳିବ' ବୋଲି ବାଗେଶ୍ୱର ବାଲାଜୀ ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କହିଛନ୍ତି ଯେ, ପୂଜାପାଠ ସମସ୍ତେ କରିପାରିବେ, କିନ୍ତୁ ତାକୁ ନେଇ ଦେଶର ନୀତି…
ଅଧିକ ଖବର ଦେଖନ୍ତୁ...

ପାନବରଜ ଗୁଳିକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ରଣା ସହ ୩ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଂଚଳର ପାନବରଜ ଅଙ୍ଗନବାଡ଼ି କେନ୍ଦ୍ର ପାଶ୍ୱର୍ସ୍ଥ ସ୍ଥାନରେ ସୋମବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ୨୪ ଘଂଟା ପୂରିଛି । ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଦାଦନ ଯନ୍ତ୍ରଣା: ୪ ମାସରେ ୧୫ ମଲେଣି, ସୁରତ ସୂତାକଳରେ ବିଦ୍ୟୁତ ଦୁର୍ଘଟଣାରେ ଯୁବ ଶ୍ରମିକ ମୃତ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୪ ମାସ ଭିତରେ ଜିଲ୍ଲାର ୧୫ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର ଜ୍ବଳନ୍ତ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ତାଣ୍ଡବ: ଘଣ୍ଟାଏରେ ସବୁ ଛାର୍‌ଖାର୍, ଯାତ୍ରା ଗେଟ୍, ଅପେରା ପେଣ୍ଡାଲ୍ ଭାଙ୍ଗିଲା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ଉପକଣ୍ଠ ଅଞ୍ଚଳରେ ଆଜି ଅପରାହ୍‌ଣ ସାଢ଼େ ୩ଟାରେ କାଳବୈଶାଖୀ ତାଣ୍ଡବ ରଚାଇଛି। ମାତ୍ର ଘଣ୍ଟାଏ ଭିତରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଠାକୁରାଣୀ ଯାତ୍ରା ପାଇଁ ହୋଇଥିବା ସାଜସଜ୍ଜା ବିଶେଷମାତ୍ରାରେ…
ଅଧିକ ଖବର ଦେଖନ୍ତୁ...