Daily Archives

May 17, 2023

ହୃଦଘାତ ଏବଂ ବୟସ୍କମାନଙ୍କ ମୃତ୍ୟୁ ହାର ବଢ଼ାଉଛି ‘ସୁଗାର୍ ଫ୍ରି’; ହୁ

ନୂଆଦିଲ୍ଲୀ: ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ସୁଗାର୍ ଫ୍ରି ମିଠାର ବ୍ୟବହାର କରନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଶରୀରର ଓଜନକୁ ନିୟନ୍ତ୍ରଣ କରିବା ପାଇଁ କିମ୍ବା ଅଣ ସଂକ୍ରାମକ ରୋଗର ଆଶଙ୍କା କମାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁଗାର୍ ଫ୍ରି ମିଠା…
ଅଧିକ ଖବର ଦେଖନ୍ତୁ...

ବସ୍-ଟ୍ରକ ଧକ୍କା, ୧୫ ଯାତ୍ରୀ ଆହତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୧୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମା’ ଦୁର୍ଗା ନାମକ ଏକ ଘରୋଇ ବସ୍‌ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ପରଲୋକ

ଲଣ୍ଡନ : ହିନ୍ଦୁଜା ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜାଙ୍କର ବୁଧବାର ଲଣ୍ଡନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଏହି ଗ୍ରୁପର ମୁଖ୍ୟ ଏସପି ହିନ୍ଦୁଜା କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ପରିବାରର ଚାରି ଭାଇଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ବୁଧବାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କଲା ଦିଲ୍ଲୀ

ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଞ୍ଜାବ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୯୮ ରନ୍‌ କରି ପରାସ୍ତ ହୋଇଛି । ପଞ୍ଜାବ ପକ୍ଷରୁ ଅଥର୍ଭ ୫୫ ରନ୍‌…
ଅଧିକ ଖବର ଦେଖନ୍ତୁ...

ବାଇକରେ ଲଙ୍ଗ ଟ୍ରିପରେ ଯିବାକୁ ଚାଁହୁଛନ୍ତି କି? ଏସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଏବେ ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ନିଜ ବାଇକ ମାଧ୍ୟମରେ କୌଣସି ହିଲଷ୍ଟେସନକୁ ଯିବାକୁ ଲୋକମାନେ ଯୋଜନା କରୁଛନ୍ତି | ଏପରି ପରିସ୍ଥିତିରେ, ଯେତେବେଳେ ବାଇକ୍ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ଥାଏ, ସେତେବେଳେ ଅନ୍ୟ ଦିନ ଅପେକ୍ଷା କିଛି ଅତିରିକ୍ତ ଯତ୍ନ ନେବାକୁ ପଡିବ |…
ଅଧିକ ଖବର ଦେଖନ୍ତୁ...

ମହାକାଳ ମନ୍ଦିରର ଗର୍ଭଗୃହକୁ ହ୍ୟାଣ୍ଡବ୍ୟାଗ୍ ନେଇ ଯିବାରୁ ଟ୍ରୋଲ ହେଲେ ଗୋବିନ୍ଦାଙ୍କ ପତ୍ନୀ

ମୁମ୍ବାଇ: ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ବିବାଦରେ। ନିକଟରେ ସେ ଦର୍ଶନ ପାଇଁ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚିଥିଲେ, ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋଗୁଡ଼ିକରେ ସୁନୀତା ମନ୍ଦିରର ଗର୍ଭଗୃହକୁ ଏକ ହ୍ୟାଣ୍ଡବ୍ୟାଗ…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠାଇବା ପରେ ଏଭଳି ହୃଦୟସ୍ପର୍ଶୀ କଥା କହିଲେ ଶିଖ ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବୃଦ୍ଧ ଓ ଫଟୋଗ୍ରାଫରଙ୍କ ମଧ୍ୟରେ ଘଟିଥିବା ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳୁଛି। ଏହି ଭାଇରାଲ ଭିଡିଓକୁ  ଇନଷ୍ଟାଗ୍ରାମରେ ସୁତେଜ ସିଂହ ପନ୍ନୁ ସେୟାର କରିଛନ୍ତି। ସୁତେଜ ପ୍ରାୟତଃ ଇନଷ୍ଟାଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁରକୁ ହତ୍ୟା ମାମଲାରେ ଜ୍ବାଇଁଙ୍କୁ ୭ ବର୍ଷ ଜେଲ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସାରୁ ଗ୍ରାମରେ ୨୦୦୯ ମସିହା ଅଗଷ୍ଟ ୫ ତାରିଖରେ କେମନ୍ତ ଦାସଙ୍କୁ ତାଙ୍କ ଜ୍ବାଇଁ ବିଚିତ୍ର ଦାସ ହତ୍ୟା କରିଥିଲା। ଆଜି ହିଞ୍ଜିଳିକାଟୁ ସର୍କିଟ୍ କୋର୍ଟରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଞ୍ଜନ ଦାସ ଏହି ମାମଲାର ବିଚାରଣା…
ଅଧିକ ଖବର ଦେଖନ୍ତୁ...

ବରେଲିରେ ଚାଲିଛି ‘ଓଲଟା କେରଳ ଷ୍ଟୋରୀ’ : ଘଟଣା କ’ଣ ଜାଣନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସୁଦୀପ୍ତ ସେନଙ୍କ 'ଦ କେରଳ ଷ୍ଟୋରି' ଫିଲ୍ମ ଏବେ ଚର୍ଚ୍ଚାରେ ରହିଛି । ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ଲୋକମାନେ କିପରି ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ଝିଅଙ୍କୁ ଟାର୍ଗେଟ୍ କରୁଛନ୍ତି ତାହା ଏଥିରେ ଦର୍ଶାଯାଇଛି । ନିର୍ଦ୍ଦେଶକ ଏହାକୁ ଏକ ସତ୍ୟ ଘଟଣା ଉପରେ…
ଅଧିକ ଖବର ଦେଖନ୍ତୁ...

୩୦ ହଜାର ପେନ୍‌ସନ ଟଙ୍କା ଲୁଟିନେଲେ ଲୁଟେରା

ବରୀ: ଯାଜପୁର ଜିଲ୍ଲା ବରୀ ବଜାରରୁ ତାଳସଜ କିଣିବାବେଳେ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦନପୁର ଗ୍ରାମର ବିଷ୍ଣୁ ଚରଣ ବେହେରା। ସେ ଆଜି ବାଲିଆପାଳ ବ୍ୟାଙ୍କରୁ ପେନସନ ଟଙ୍କା ୩୦ ହଜାର ଉଠାଇ ବ୍ୟାଗରେ ରଖି ସାଇକଲରେ ବରୀ ବଜାରକୁ…
ଅଧିକ ଖବର ଦେଖନ୍ତୁ...